ମୋଦୀଙ୍କ ନଜର ଫେସବୁକ ଉପରେ ପଡି ନାହିଁ, ନଚେତ ଏହାର ନାମ ବି ବଦଳି- ଜନଧନ ନିଶୁଳ୍କ…

ଜୋକ୍ସ ସବୁ ବ୍ୟକ୍ତିଙ୍କ ଉପରେ ଔଷଧ ରୂପରେ ପ୍ରଭାବ ପକାଇ ଥାଏ । ରୋଗୀ ଓ ଚିନ୍ତିତ ବ୍ୟକ୍ତିଙ୍କ ପାଇଁ ଜୋକ୍ସ କୌଣସି ଔଷଧ ଠାରୁ କମ ନୁହେଁ । କେତେକ ଲୋକମାନେ ଜୋକ୍ସ କୁ ନିଜର ପାଖପାଖି ସମ୍ପର୍କୀୟ ଓ ବନ୍ଧୁଙ୍କୁ ଟ୍ୟାଗ ବି କରନ୍ତି । ଏମିତିରେ ଆଜି ଆମେ ଆପଣଙ୍କ ପାଇଁ କିଛି ଜୋକ୍ସ ନେଇ ଆସିଛୁ । ଯାହା ଆଜିକାଲି ସୋସିଆଲ ମିଡିଆରେ ବହୁତ ଟ୍ରେଣ୍ଡରେ ଅଛି । ଏହି ଜୋକ୍ସ କୁ ସୋସିଆଲ ମିଡିଆରେ ବହୁତ ଲାଇକ ଓ ଶେୟାର କରା ଯାଉଛି ।

୧ – ମୋଦୀଙ୍କ ନଜର ଫେସବୁକ ଉପରେ ପଡି ନାହିଁ

ନଚେତ ଏହାର ନାମ ବି ବଦଳି

‘ଜନଧନ ନିଶୁଳ୍କ ଗପସପ ଯୋଜନା’ ରଖା ଯାଇଥାନ୍ତା ।

୨ – ମହିଳାମାନେ ବି ଅଜବ ହୋଇଥାନ୍ତି ।

ଦେବଦାସରେ ଶାହରୁଖ ଖାନ ଏମାନଙ୍କୁ ‘ରୋମାଣ୍ଟିକ’ ଲାଗିଥାଏ ।

କିନ୍ତୁ ନିଜ ସ୍ଵାମୀ ମଦ ପିଇଲେ ‘ମଦୁଆ’ ଲାଗେ ।

୩ – ଗୋଟିଏ ମଦୁଆ ମଦ ପିଇ ପିଇ ମରି ଗଲା ।

କିନ୍ତୁ ତାହାର ମଦ ପ୍ରତି ଶ୍ରଦ୍ଧା ତ ଦେଖ

ସେ ମରୁ ମରୁ ଏହା କହି ଗଲା କି….

ମଦ ତ ଠିକ ଥିଲା!

କିନ୍ତୁ ମୋର ଲିଭର କମଜୋର ବାହାରିଲା

୪ – ମଦୁଆକୁ ଖାଲି ମଦ ପିଇବାର ଦେଖି ଆମେରିକାନ କହିଲା – ପାଣି ତ ମିଶାଅ ।

ମଦୁଆ – ଆମେ ଭାରତୀୟ ଅଟୁ । ଏତିକି ପାଣି ତ ମଦ ଦେଖି ମୁହଁରେ ଚାଲି ଆସେ ।

୫ – ଯଦି ପ୍ରଶ୍ନ ପେପର କଷ୍ଟ ଲାଗିବ

କିମ୍ବା ବୁଝା ପଡିବ ନାହିଁ ତ….

ଗୋଟିଏ ଗଭୀର ନିଶ୍ଵାସ ନେବ

ଓ ଚିତ୍କାର କରି କହିବ

‘ଯଦି ଫେଲ ହିଁ କରିବାର ଥିଲା ତେବେ ପରୀକ୍ଷା କାହିଁକି କରୁଥିଲ ।

୬ – ଆଖି ଆଜି ବି ସେହି ବ୍ୟକ୍ତିକୁ ଖୋଜୁଛି

ଯିଏ କହିଥିଲା, କେବଳ ଦଶମ ପାସ କରି ନିଅ,

ଆଗକୁ ପଢା ସହଜ ଅଟେ ।

୭ – ପ୍ରିୟା – ପ୍ରଥମେ କୁହ ତୁମେ ମୋ ପାଇଁ କଣ କରି ପାରିବ ?

ପରେ “Kiss” ଦେବି

ରାହୁଲ – ମୁଁ ତୁମ ପାଇଁ ଆକାଉଣ୍ଟେନ୍ସି ର ପେପର ହ୍ଵାଟ୍ସଆପ କରି ପାରିବି

ପ୍ରିୟା – Aww ମୋ ବେବି !

ଏଠାକୁ ଆସ, ମୁ ତୁମକୁ ଖୁବ ସାରା ପ୍ରେମ କରିବି !

ଆପଣଙ୍କୁ ଆମର ଏହି ସବୁ ଜୋକ୍ସ ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମେ ଏମିତ ନୂଆ ଜୋକ୍ସ ସବୁ ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।