ଆସନ୍ତୁ ମିସିବା ରବି ତେଜାଙ୍କ ପରିବାର ସହ, ଲକଡାଉନରେ ଶେୟାର କଲେ ଫ୍ୟାମିଲି ଫଟୋ

କରୋନା ଭାଇରସ ପାଇଁ ସାରା ଦେଶରେ ଲକଡାଉନ ଘୋଷଣା କରାଯାଇଛି । ସାମାଜିକ ଦୂରତା ରକ୍ଷା କରିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି ଯେଉଁଥି ପାଇଁ କି ଲୋକମାନେ ଘରେ ରହୁଛନ୍ତି । ଲକଡାଉନ କାରଣରୁ ସମସ୍ତେ ଘରେ ବସିବା ସମୟରେ ସମୟ କାଟିବା ପାଇଁ କିଛି ନା କିଛି କାମ କରୁଛନ୍ତି । ଅଭିନେତା ରବି ତେଜା ମଧ୍ୟ ତାଙ୍କ ପରିବାର ସହିତ ସମୟ କାଟୁଛନ୍ତି । ଆସନ୍ତୁ ଜାଣିବା ରବି ତେଜା ତାଙ୍କ ପରିବାର ସହିତ କେମିତି ସମୟ କାଟୁଛନ୍ତି ।

ରବି ତେଜା ସାଉଥ ଫିଲ୍ମ ଜଗତର ଜଣେ ଲୋକପ୍ରିୟ ଅଭିନେତା ଅଟନ୍ତି । ସେ ନିଜର ଅଭିନୟ ଦ୍ଵାରା ବହୁତ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି । ତାଙ୍କର ଅଭିନୟ ଲୋକ ମାନଙ୍କୁ ବହୁତ ଭଲ ଲାଗିଥାଏ । ତାଙ୍କର ଅଭିନୟରେ କମେଡି ଏବଂ ଫାଇଟିଙ୍ଗ ଲୋକ ମାନଙ୍କୁ ବହୁତ ପସନ୍ଦ ଆସିଥାଏ । ରବି ତେଜା ବହୁତ ସାଉଥ ଫିଲ୍ମରେ ଅଭିନୟ କରିଛନ୍ତି । ସେ ନିଜର କ୍ୟାରିୟରରେ ସଫଳ ମଧ୍ୟ ହୋଇଛନ୍ତି ।

ରବି ତେଜା ଅଲଗା ସମୟରେ ଫିଲ୍ମ ଶୁଟିଙ୍ଗରେ ବହୁତ ବ୍ୟସ୍ତ ଥାଆନ୍ତି ଯେଉଁ କାରଣରୁ କି ସେ ତାଙ୍କ ପରିବାର ସହିତ ଅଧିକ ସମୟ କାଟି ପାରନ୍ତି ନାହିଁ । କିନ୍ତୁ ବର୍ତ୍ତମାନ ଲକଡାଉନ ପାଇଁ ସେ ସବୁ ସମୟ ତାଙ୍କ ପରିବାର ସହିତ ବିତାଉଛନ୍ତି ।

ଏହି ଲକଡାଉନ ସମୟରେ ରବି ତେଜା ତାଙ୍କ ଇଂଷ୍ଟାଗ୍ରାମରେ କିଛି ଫଟୋ ଶେୟାର କରିଛନ୍ତି ଯାହା ବହୁତ ଭାଇରାଲ ହେଉଛି । ସେହି ଫଟୋରେ ଆପଣ ମାନେ ରବି ତେଜାଙ୍କୁ ତାଙ୍କ ପରିବାର ସହିତ ଥିବାର ଦେଖିବେ । ରବି ତେଜା ନିଜର ପିଲା ମାନଙ୍କୁ ଚର୍ଚା ଠାରୁ ଦୂରେଇ ରଖନ୍ତି । ରବି ତେଜା ଙ୍କର ସ୍ତ୍ରୀଙ୍କ ନାମ କଲ୍ୟାଣୀ ତେଜା ଅଟେ । ରବି ତେଜା ଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି ।

ତାଙ୍କ ପୁଅର ନାମ ମହାଧନ ଏବଂ ଝିଅର ନାମ ମୋକ୍ଷଧାମ ଅଟେ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।