ଦେଖୁ ଦେଖୁ କଣ ରୁ କଣ ହେଇଗଲେ Smriti Irani, କେମିତି ହେଇଗଲେ ଏତେ ଫିଟ , ଖୁବ ଭାଇରାଲ ହେଉଛି ନୂଆ Photo

ଲକ ଡାଉନ ସମୟରେ ଅନେକ ସେଲିବ୍ରେଟି ମାନଙ୍କର ଜୀବନରେ ଅନେକ ପରିବର୍ତ୍ତନ ଦେଖା ଯାଉଛି । କିଛି ସେଲେସ ମାନେ ଲକ ଡାଉନର ଫାଇଦା ଉଠାଇ ନିଜ ଶରୀରକୁ ନେଇ କାମ କରୁଛନ୍ତି ଓ ଫିଟ ମଧ୍ୟ ହୋଇଛନ୍ତି ।

ସେହି ଭଳି ପୌରବ ଟିଭି ଅଭିନେତ୍ରୀ ଓ କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ନାଁ ଏହି ସୁଚିରେ ସାମିଲ ହୋଇଛି । ପୁରା ଦେଶରେ କୋରୋନା ଭାଇରସ ଯୋଗୁ ଲୋକ ମାନେ ନିଜ ନିଜ ଘରେ ରହୁଛନ୍ତି । ଅଭିନେତ୍ରୀ ସ୍ମୃତି ଇରାନୀ ଏହି ଲକ ଡାଉନର ଫାଇଦା ଉଠାଇଛନ୍ତି । ନିଜ ଶରୀରକୁ ନେଇ ସେ ବହୁତ ଧ୍ୟାନ ଦେଇଛନ୍ତି । ତାଙ୍କର ନୂଆ ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ହୋଇ ପଡିଛି ।

ତେଣୁ ଲୋକ ମାନେ ତାଙ୍କର ଏହି ନୂଆ ପରିବର୍ତ୍ତନ ବା ଫୋଟୋକୁ ଦେଖି ପ୍ରଶଂସା କରିବାରେ ଲାଗିଛନ୍ତି । ବର୍ତ୍ତମାନ ଅଭିନେତ୍ରୀ ବା କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନୀଙ୍କର ଯେଉଁ ଫୋଟୋ ଭାଇରାଲ ହୋଇଛି ସେଥିରେ ଟିଭିର ହୋଷ୍ଟ ଓ ଅଭିନେତା ମନୀଷ ପାଲଙ୍କ ସହ ନଜର ଆସିଛନ୍ତି ।

ଏହି ଫୋଟୋରେ ସ୍ମୃତି ଇରାନୀ ଆଗ ପେକ୍ଷା ବହୁତ ଫିଟ ଓ ସୁନ୍ଦର ଲାଗୁଛନ୍ତି । ମନୀଷ ପାଲ ନିଜ ଆଧିକାରିକ ଇଂଷ୍ଟାଗ୍ରାମରେ ତାଙ୍କର ଓ ସ୍ମୃତି ଇରାନୀଙ୍କର ଫୋଟୋ ସେୟାର କରିଛନ୍ତି । ମନୀଷ ପାଲ ସ୍ମୃତି ଇରାନୀଙ୍କ ସହ ସମୁଦାୟ ୩ଟି ଫୋଟୋ ସେୟାର କରିଛନ୍ତି । ଫୋଟୋରୁ ସ୍ପାତ ହେଉଛି ଯେ ଦୁହେଁ ହସ ମଜା କରି ଏହି ଫୋଟୋ ଉଠାଇଛନ୍ତି ।

ମନିଷ ପାଲ ଏହି ଫୋଟୋକୁ ସେଯାର କରି ଗୋଟେ କ୍ୟାପ୍ସନ ଦେଇ ଲେଖିଛନ୍ତି ଯେ “ଗୋଟେ କପ କାଢା ପିଆଇବା ପାଇଁ ସ୍ମୃତି ମ୍ୟାଡମଙ୍କୁ ଧନ୍ୟବାଦ। ଏମିତି କିଭଳି ସମୟ ଆସି ପହଞ୍ଚିଛି ଯେ ଚାହା ବଦଳରେ ସମସ୍ତେ କାଢା ପିଇବାରେ ଲାଗିଛନ୍ତି । ଏହି ଫୋଟୋ ଉଠାଇବା ପାଇଁ ମାସ୍କ ବାହାର କରି ଦିଆଯାଇ ଥିଲା । ସମସ୍ତଙ୍କୁ ବହୁତ ଭଲ ପାଇବା” ।

ସ୍ମୃତି ଇରାନୀ ମଣିଷ ପାଲଙ୍କର ଏହି ଫୋଟୋ ସୋସିଆଲ ମିଡିଆରେ ଖୁବ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଏହି ଫୋଟୋରେ ସ୍ମୃତି ଇରାନୀଙ୍କୁ ଫିଟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ କର ହୋଇଛନ୍ତି । ତାଙ୍କର ଗଜବ ଟ୍ରାନ୍ସଫର୍ମେସନରେ ଲୋକ ମାନେ ଖୁବ ପ୍ରଶଂସା କରିବାରେ ଲାଗିଛନ୍ତି । ଯେଉଁ ମାନେ ଦେଖୁଛନ୍ତି ସେମାନେ ବାସ ସ୍ମୃତି ଇରାନୀଙ୍କୁ ଦେଖି କରି ରହି ଯାଉଛନ୍ତି ।

ସ୍ମୃତି ଇରାନୀ ଅନେକ ଟିଭି ସୋରେ କାମ କରିବାର ନଜର ଆସି ସାରିଛନ୍ତି । ସେ ୨୦୦୦ ରେ ମସୁର ଟିଭି ସୋ “କ୍ୟୁୟୁଙ୍କି ଶାଶ କଭି ବହୁ ଥି” ସିରିଏଲେରେ ଅଭିନୟ କରି ଫ୍ୟାମସ ହୋଇଥିଲେ । ସେ ଅଭିନୟ କରିବା ସମୟରେ ତାଙ୍କର ଓଜନ ଠିକ ଥିଲା ।

କିନ୍ତୁ ପରେ ତାଙ୍କର ଓଜନ ଅଧିକ ବଢିଥିବାରୁ ସେ ନିଜ ଓଜନ କମ କରିଛନ୍ତି । ଟିଭି ଦୁନିଆରୁ ବିଦାୟ ନେବା ପରେ ସେ ରାଜନ୍ତିରେ ସକ୍ରିୟ ହୋଇଥିଲେ । ସେ ୨୦୧୯ରେ ଭାଜପା ବିରୁଦ୍ଧରେ ନିରାବଚନ ଲଢି ଜିତିଥିଲେ । ସେ ମୋଦୀ ସରକାରରେ କପଡା ତଥା ମହିଳା ଓ ବଳ ବିକାଶ ମନ୍ତ୍ରୀ ଅଟନ୍ତି । 

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।