ସୁନ୍ଦରତାର ନୂଆ ଚେହେରା ସିଦ୍ଧୂଙ୍କ ଝିଅ ରାବିୟା, ଫୋଟୋ ସବୁ ଦେଖିଲେ ଆପଣ ବି କହିବେ…

କ୍ରିକେଟ ପଡିଆରେ ସମସ୍ତଙ୍କର ଚଉକା ଛକା ଉଡାଇ ଥିବା ନବଜୋତ ସିଂହ ସିଦ୍ଧୂ ବିଜେପିକୁ ଛାଡି ପଞ୍ଜାବରେ କଂଗ୍ରେସର ହାତ ଧରି ବିଧାୟକ ଓ ପୁଣି ମିନିଷ୍ଟର ହୋଇଯାଇଛନ୍ତି । କେବଳ କ୍ରିକେଟ ଓ ରାଜନୀତିରେ ନୁହେଁ ଟିଭି ଓ ଏନ୍ଟରଟେନମେନ୍ଟ ଜଗତରେ ବି ସେ ବହୁତ ବଡ ରାଜା ଅଟନ୍ତି । ତାଙ୍କ ବିନା କପିଲ ଶର୍ମା ଶୋ ଅଧୁରା ଅଟେ । ଏହା ପୂର୍ବରୁ ସେ ଶେଖର ସୁମନଙ୍କ ସହ

‘ଦୀ ଗ୍ରେଟ ଇଣ୍ଡିଆନ ଲାଫ୍ଟର ଚ୍ୟାଲେଂଜ’ରେ ବି ଜଜ ରହି ସାରିଛନ୍ତି ।

 

ନବଜୋତ ସିଂହ ସିଦ୍ଧୂଙ୍କର ଦୁଇଟି ସନ୍ତାନ ଅଛନ୍ତି । ଯେଉଁଥିରେ ତାଙ୍କର ଝିଅ ରାବିୟା ବର୍ତ୍ତମାନ ସମୟରେ ସୋସିଆଲ ମିଡିଆର ସେଂସେଶନ ହୋଇଯାଇଛନ୍ତି ।

ତାଙ୍କର ଫଟୋ ସବୁବେଳେ ସୋସିଆଲ ମିଡିଆରେ ଝଗଡାର ଅଂଶ ହୋଇଥାଏ ଓ ସେ ନିଜର ସୁନ୍ଦର ଚେହେରା କାରଣରୁ ବି କୌଣସି ନା କୌଣସି ମିଡିଆର ସାଇଟରେ ବି ନଜର ଆସିଥାନ୍ତି ।

 

ରାବିୟା ନିଜର ଶିକ୍ଷା ୟାଦବିଂଦ୍ର ପବ୍ଲିକ ସ୍କୂଲ ପଟିୟାଲାରେ କରିଛନ୍ତି । ଏହା ପରେ ସେ ପାଥୱେଜ ୱାର୍ଲ୍ଡ ସ୍କୂଲରୁ ଶିକ୍ଷା ପୁରା କରିବା ପରେ ବର୍ଷ ୨୦୧୩ରେ ରାବିୟା ସିଙ୍ଗାପୁରର ଲସଲ୍ଲେ କଲେଜ ଅଫ ଦ ଆର୍ଟ୍ସରେ ଫ୍ୟାଶନ ଡିଜାଇନ କୋର୍ସରେ ବି ଆଡମିଶନ ନେଇଛନ୍ତି ।

ରାବିୟାଙ୍କୁ ପାର୍ଟି ଓ ଫ୍ୟାଶନ ପ୍ରତି ବହୁତ ଇଚ୍ଛା ଅଛି । ସେଥିପାଇଁ ସେ ନିଜର ଫଟୋ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି । ହୋଇପାରେ କି ସେ ଭବିଷ୍ୟତରେ ଫିଲ୍ମରେ ବି ନଜର ଆସି ପାରନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।