୨ ଟି ପିଲାର ମା’, ବୟସ ୪୦ ପାର, ତଥାପି କମି ନାହିଁ Shweta Tiwari ଙ୍କ ସୁନ୍ଦରତା, କରାଇଲେ ହଟ ଫଟୋସୁଟ

ଟିଭି ଇଣ୍ଡଷ୍ଟ୍ରି ରେ ପ୍ରେର୍ଣା ନାମ ରେ ବହୁତ ଲୋକପ୍ରିୟ ହୋଇଥିବା ଆକ୍ଟର ଶ୍ଵେତା ତିଵାରୀ ନିକଟରେ ଏକ ନୂଆ ଫଟୋଶୂଟ କରିଥିଲେ । ସେ ତାଙ୍କ ଇନଷ୍ଟାଗ୍ରାମ ରେ ସର୍ବଶେଷ ଫଟୋସୁଟ କରିଛନ୍ତି, ଯେଉଁଥିରେ ତାଙ୍କ ଚେହେରା ବହୁତ ଜବରଦସ୍ତ ଦେଖାଯାଉଛି । ଏହି ଫଟୋସୁଟ ରେ ଏକ ଗଭୀର ବେକ ସ୍ଲିମ ଫିଟ ଗାଉନ ରେ ନଜର ଆସିଛନ୍ତି । ଏବଂ ସେ ବହୁତ ସୁନ୍ଦର ମଧ୍ୟ ଦେଖା ଯାଉଛନ୍ତି । ଏହି ଫଟୋସୁଟ ରେ ଶ୍ଵେତା ତାଙ୍କ ଶୈଳୀ ର ଜାଦୁ ଦେଖାଇଛନ୍ତି ।

ଶ୍ଵେତା ଙ୍କର ହେୟାର ସ୍ଟାଇଲ ଠାରୁ ଆରମ୍ଭ କରି ତାଙ୍କ ପୋଷାକ ପର୍ଯ୍ୟନ୍ତ ସବୁକିଛି ଫଟୋ ରେ ବହୁତ ଷ୍ଟାଇଲିସ ଅଟେ । ଖୋଲା କେଶ ଏବଂ କୌଣସି ଅଳଙ୍କାର ଦେଖାଯାଇ ନାହିଁ । ଶ୍ଵେତା ତିଵାରୀ ଙ୍କୁ ଦେଖିଲେ କେହି କହି ପାରିବେ ନାହିଁ, ସେ ୪୦ ବର୍ଷ ହୋଇଥିବେ ବୋଲି । ଏବଂ ତାଙ୍କର ଏକ ୨୦ ବର୍ଷୀୟ ଝିଅ ମଧ୍ୟ ଅଛି ।

ବାସ୍ତବରେ, ଶ୍ଵେତା ତିଵାରୀ ଙ୍କ ଝିଅ ପଲକ ତିଵାରୀ ମଧ୍ୟ ବହୁତ ଜଲ୍ଦି ବଲିଉଡ ରେ ପାଦ ଦେବାକୁ ଯାଉଛନ୍ତି । ସେ ତାଙ୍କ ଆଗାମୀ ଫିଲ୍ମ ରେ ବିବେକ ଓବରୋଇ ଙ୍କ ସହ ଦେଖା ଯିବେ । ଶ୍ଵେତା ତିଵାରୀ ଙ୍କ ଏହିଭଳି ବୋଲ୍ଦନେସ ଦେଖାଇବା ତାଙ୍କର ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ଶ୍ଵେତା ଙ୍କ ଏହି ଷ୍ଟାଇଲ ଭାଇରାଲ ହେଉଛି ।

ଶ୍ଵେତା ତିଵାରୀ ଦେଖିବାକୁ ବହୁତ ସୁନ୍ଦର, ସେ ବାସ୍ତବ ଜୀବନରେ ମଧ୍ୟ ବହୁତ ଗ୍ଲାମରସ ଏବଂ ବୋଲ୍ଡ ଅଟନ୍ତି । ଏବଂ ପ୍ରାୟତଃ ତାଙ୍କର ସବୁ ଅବତାର ସୋସିଆଲ ମିଡିଆ ରେ ବହୁତ ଭାଇରାଲ ହୋଇଥାଏ । ଶ୍ଵେତା ଦୁଇଟି ବିବାହ କରିଛନ୍ତି କିନ୍ତୁ ଉଭୟ ବିଫଳ ହୋଇ ସାରିଛି । କିନ୍ତୁ ଶ୍ଵେତା ତାଙ୍କ ଜୀବନରେ ପ୍ରତ୍ୟେକ ମୂହୁର୍ତ୍ତ କୁ ଖୁସିରେ ବଞ୍ଚିବାକୁ ପସନ୍ଦ କରନ୍ତି ।

ଶ୍ଵେତା ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଶୋ ସହିତ ଜଡିତ ନୁହନ୍ତି । କିନ୍ତୁ ସେ ଫଟୋସୁଟ ଯୋଗୁଁ ସେ ସୋସିଆଲ ମିଡିଆ ରେ ଅନେକ ଖବରରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି । ଶ୍ବେତା ତିଵାରୀ ଙ୍କର କେବଳ ଉତ୍ତର ପାଶ୍ଚାତ୍ୟ ପୋଷାକ ରେ ନୁହେଁ ବରଂ ଭାରତୀୟ ପୋଷାକ ରେ ମଧ୍ୟ ତାଙ୍କର ବହୁତ ସୁନ୍ଦର ସୁନ୍ଦର ଲୁକ ରହିଛି । ସେ ଜଣେ ଅଭିନେତ୍ରୀ ଯିଏ ସମସ୍ତ ପ୍ରକାରର ପୋଷାକରେ ଚମତ୍କାର ଦେଖା ଯାଇଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।