“ମୋହରା” ରେ ମାସୁମ ଦେଖାଯାଉଥିବା ଏହି ଆକ୍ଟ୍ରେସ ରିଅଲ ଲାଇଫରେ ଅଟନ୍ତି ବିନ୍ଦାସ, 42 ବର୍ଷ ବୟସରେ ବି ଦେଖାଯାଉଛନ୍ତି ଏମିତି

“ମୋହରା” ଫିଲ୍ମ ବିଷୟରେ ଆପଣ ସମସ୍ତେ ଶୁଣିଥିବେ । ଆପଣଙ୍କ ମଧ୍ୟରୁ ଅଧିକାଂଶ ଲୋକ ଏହି ଫିଲ୍ମ ଦେଖିଥିବେ ମଧ୍ୟ । ଫିଲ୍ମ “ମୋହରା” 1994 ମସିହାରେ ଆସିଥିଲା । ଫିଲ୍ମରେ ଅକ୍ଷୟ କୁମାର, ସୁନୀଲ ସେଟ୍ଟୀ, ରବିନା ଟଣ୍ଡନ, ନାସିରୁଦ୍ଦିନ ଶାହ, ପୁନମ ଝାବରେ, ପରେଶ ରାୱଲ ମୁଖ୍ୟ ଭୂମିକାରେ ଥିଲେ । ଏହି ଫିଲ୍ମଟି ବକ୍ସ ଅଫିସରେ ସୁପରହିଟ ହୋଇଥିଲା । ଏହି ଫିଲ୍ମର ସବୁ ଗୀତ ବି ଫେମସ ହୋଇଥିଲା । ଫିଲ୍ମରେ ଗୋଟିଏ ଗୀତ ଥିଲା “ନା କଜରେ କି ଧାର, ନା ମୋତିଓଁ କା ହାର” ବହୁତ ହିଟ ହୋଇଥିଲା ।

ଏହି ଗୀତରେ ଅଭିନେତ୍ରୀ ପୁନମ ଝାବରେ ଓ ସୁନୀଲ ସେଟ୍ଟୀ ଥିଲେ ।

ଆପଣଙ୍କର ମନେ ଥିବ କି ଗୀତରେ ଥିବା ଅଭିନେତ୍ରୀ ପୁନମ ଝାବରେ ବହୁତ ମାସୁମ ଦେଖାଯାଉଥିଲେ । କିନ୍ତୁ ଆପଣ ଜାଣି ଚକିତ ହୋଇଯିବେ କି ରିଅଲ ଲାଇଫରେ ପୁନମ ବିଲକୁଲ ଏମିତି ନୁହଁନ୍ତି । ରିଅଲ ଲାଇଫରେ ପୁନମ ବହୁତ ହଟ ଓ ଗ୍ଲାମେରସ ଅଟନ୍ତି । ଫିଲ୍ମ ଆସିବାର 24 ବର୍ଷରୁ ଅଧିକ ହୋଇ ସାରିଲାଣି ଓ ବିତିଯାଇଥିବା ବର୍ଷରେ ପୁନମଙ୍କ ବୟସ ବଢିବା ବଦଳରେ ଲାଗୁଛି ଯେମିତି କମ ହୋଇ ଯାଇଛି । 42 ବର୍ଷ ବୟସରେ ବି ପୁନମ ବହୁତ ବିନ୍ଦାସ ଦେଖା ଯାଉଛନ୍ତି ।

ରାତା ରାତି ହୋଇଯାଇଥିଲେ ଷ୍ଟାର

ଫିଲ୍ମ “ମୋହରା” ପରେ ପୁନମ ରାତି ରାତି ଷ୍ଟାର ହୋଇଯାଇଥିଲେ । କିନ୍ତୁ ଏହି ଫିଲ୍ମ ପରେ ସେ ଯେମିତି କୁଆଡେ ଉଭାନ ହୋଇଗଲେ । ଏହା ପରେ ସେ ସାଉଥ ଇଣ୍ଡଷ୍ଟ୍ରିରେ କିଛି ହିଟ ଫିଲ୍ମ ଦେବା ପରେ ସେଠାରୁ ବି ଚାଲି ଯାଇଥିଲେ । ପୁନମ ଅଚାନକ ସେତେବେଳେ ଚର୍ଚ୍ଚାରେ ଆସିଲେ ଯେତେବେଳେ ସୋସିଆଲ ମିଡିଆରେ ନିଜର କିଛି ବୋଲ୍ଡ ଫୋଟୋ ପୋଷ୍ଟ କରିଥିଲେ । ତାଙ୍କ ଫୋଟୋକୁ ଦେଖି ଲୋକ ଚିହ୍ନି ପାରୁନଥିଲେ କି ଇଏ ସେଇ “ମୋହରା” ଫିଲ୍ମର ଟ୍ରାଡିସନାଲ ଓ ମାସୁମ ଦେଖାଯାଉଥିବା ଆକ୍ଟ୍ରେସ ଅଟନ୍ତି । ସେ ପୂର୍ବ ତୁଳନାରେ ପୁରା ଅଲଗା ଦେଖା ଯାଉଥିଲେ ।

2013 ରେ ଶେଷ ଥର ପାଇଁ ଦେଖାଦେଇଥିଲେ

ଜଣାଇ ଦେଉଛୁ କି ପୁନମ ଝାବରେ ଶେଷ ଥର ହିନ୍ଦୀ ଫିଲ୍ମ ‘ଆର ରାଜକୁମାର’ ରେ ଦେଖାଯାଇଥିଲେ । ଏହି ଫିଲ୍ମ 2013 ରେ ରିଲିଜ ହୋଇଥିଲା । ସେ 2012 ରେ ଆସିଥିବା ଅକ୍ଷୟ କୁମାରଙ୍କ ଫିଲ୍ମ ‘ଓଏମଜି’ ଦ୍ଵାରା ବଲିଉଡକୁ ଫେରିଥିଲେ । ଫିଲ୍ମରେ ସେ ‘ରାଧେ ମା’ ଚରିତ୍ରରେ ଅଭିନୟ କରିଥିଲେ । ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କ ପାଇଁ ପୁନମ ଝାବରେ ଙ୍କର କିଛି ସୁନ୍ଦର ଫୋଟୋ ଆଣି ଆସିଛୁ । ଆମକୁ ବିଶ୍ଵାସ କି ଏହି ଫୋଟୋ ଗୁଡିକୁ ଦେଖିବା ପରେ ଆପଣ ନଜର ହଟେଇ ପାରିବେନି ।

ଦେଖନ୍ତୁ ଫୋଟୋ

ସାଙ୍ଗମାନେ ଆଶା କରୁଛୁ କି ଆପଣମାନଙ୍କୁ ଆମର ଏହି ଆର୍ଟିକିଲ ପସନ୍ଦ ଆସିଥିବ । ପସନ୍ଦ ଆସଥିଲେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ ।