ଏବେ ବି Kapil ଙ୍କ ଚାପୁଡା କୁ ଭୁଲି ନାହାଁନ୍ତି Sunil grover, ଏବେ Kapil ଙ୍କୁ କହିଲେ କିଛି ଏମିତି, ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ

ଟିଭି ଇଣ୍ଡଷ୍ଟ୍ରିର ଦୁଇ କଳାକାର ଯାହାକୁ ଏକ ସାଙ୍ଗରେ ଦେଖିବା ଆଉ ସମ୍ଭବ ନୁହେ । ବନ୍ଧୁଗଣ ଆନେ ଏଠାରେ ଯେଉଁ ଦୁଇ କଳାକାରଙ୍କ ବିଷୟରେ କହୁଛୁ ସେମାନେ ହେଉଛନ୍ତି “କପିଲ ଶର୍ମା” ସୋ ର ମସୁର ଯୋଡି କପିଲ ଶର୍ମା ଓ ସୁନୀଲ ଗ୍ରୋଭର ।

ଅନେକ ଦିନ ପରେ “କପିଲ ଶର୍ମା” ସୋ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । ଇଂରାଜୀ ମିଡିୟା ସଂସ୍ଥାନ ଟାଇମସ ଅଫ ନାଓ ରିପୋର୍ଟ ଅନୁଯାୟୀ “କପିଲ ଶର୍ମା”ଙ୍କ ସୋ ରେ ପୁଣି ଥରେ ଫେରିବା ପାଇଁ ସୁନୀଲ ଗ୍ରୋଭର ନିଜ ରାଏ ରେ କହିଛନ୍ତି ଯେ ପୁଣି ଥରେ “କପିଲ ଶର୍ମା”ଙ୍କ ସୋ ରେ ସେ ଆଉ ଭବିଷ୍ୟତରେ କେବେ ବି ନଜର ଆସିବେ ନାହି । ଏମିତି କିଛି ପ୍ରୋଜେକ୍ଟ ରହିଛି ଯେଉଁଥିରେ ହୁଏ ତ ସେ ଓ କପିଲ ସାଥି ହୋଇ କାମ କରି ପାରିବେ ।

ଏ ବିଷୟରେ ସୁନୀଲ କିଛି ଚିନ୍ତା ମଧ୍ୟ କରି ନାହାନ୍ତି ବୋଲି ନିଜ ମତରେ କହିଛନ୍ତି । କମେଡି କଳାକାର ଭାବେ କପିଲ ଶର୍ମା ଓ ସୁନୀଲ ଗ୍ରୋଭରଙ୍କୁ କିଏ ନ ଜାଣିଛନ୍ତି । ଦୁହେଁ ଯେଉଁ ସୋ ରେ ନଜର ଆସନ୍ତି ନିଜର ଜବରଦସ୍ତ ପର୍ଫୋମାଂସ ଦେଇଥାନ୍ତି । କପିଲ ଶର୍ମାଙ୍କ ସୋ ରେ ସୁନୀଲ ଓ କପିଲଙ୍କର ବିବାଦ କିଛି କାରଣରୁ ହୋଇଥିଲା ।

କଲର୍ସ ଚ୍ଯାନେଲ ସହ ମଧ୍ୟ କପିଲ ଶର୍ମାଙ୍କର ବିବାଦ ହୋଇ ସାରିଛି । ଏହାର କାରଣ ହେଉଛି କପିଲ ସୋ ପାଇଁ କିଛି ଅଧିକ ଟଙ୍କା ଡିମାଣ୍ଡ କରିଥିଲେ ଯାହାକୁ କଲର୍ସ ଚ୍ଯାନେଲ ଦେବା ପାଇଁ ମନା କରିଥିଲେ । ବି-ବା-ଦ ଏତେ ମାତ୍ରାରେ ବଢିଥିଲା ଯେ କପିଲ କଲର୍ସ ଚ୍ଯାନେଲ ଛାଡି ସୋନି ଟିଭିରେ ଦ କପିଲ ଶର୍ମା ସୋ ଆରମ୍ଭ କରିଥିଲେ । ଯେଉଁ ସମୟରେ କପିଲ ଶର୍ମା ଏଭଳି ଏକ କଠିନ ସମୟ ଦେଇ ଗତି କରୁଥିଲେ ସେହି ସମୟରେ ବଲିଉଡ ଷ୍ଟାର ସଲମାନ ଖାନ ତାଙ୍କୁ ସାହାରା ଦେଇଥିଲେ ।

ମିଡିଆ ରିପୋର୍ଟ ଅନୁଯାୟୀ ୨୦୧୭ ମାର୍ଚ୍ଚ ୧୧ରେ କପିଲ ଶର୍ମା ଓ ତାଙ୍କ ଟିମ ଅଷ୍ଟ୍ରେଲିୟାର ମଲବଣ୍ଡରୁ ସୋ ଶେଷ କରି ଇଣ୍ଡିଆ ଫେରୁଥିଲେ । କପିଲ ଶର୍ମା ଓ ତାଙ୍କ ଟିମ ଯେଉଁ ଫ୍ଲାଇଟରେ ଫେରୁଥିଲେ ସାହି ସମୟରେ କପିଲ ନି-ଶା-ଗ୍ର-ସ୍ତ ଥିଲେ । ସେହି ସମୟରେ ଫ୍ଲାଇଟରେ କପିଲ ଓ ତାଙ୍କ ଟିମ ପାଇଁ ଖାଇବାକୁ ଆସି ପହଞ୍ଚି ଥିଲା । କିନ୍ତୁ ତାଙ୍କ ଟିମ ମେମ୍ବର ମାନେ କପିଲଙ୍କର ଅପେକ୍ଷା ନ କରି ଖାଇବା ଆରମ୍ଭ କରି ଦେଇଥିଲେ । ଏହା ପରେ ଏହି କଥାକୁ ନେଇ କପିଲ ଅଧିକ ରା-ଗି ଯାଇଥିଲେ ।

କପିଲଙ୍କର ରା-ଗ-କୁ ଦେଖି ସୁନୀଲ ଗ୍ରୋଭର ତାଙ୍କୁ ବୁଝାଇବାକୁ ପ୍ରୟାସ କରିଥିଲେ । କିନ୍ତୁ କପିଲ ସୁନୀଲଙ୍କର କୌଣସି କଥାକୁ ନ ଶୁଣି ସୁନୀଲଙ୍କୁ ଜୋତାରେ ମା-ରି-ଥିଲେ । ଏହି ଝଗଡାକୁ ନେଇ ସୁନୀଲ ଗ୍ରୋଭରଙ୍କ ବ୍ଯତୀତ ଅନ୍ୟ କେତେକ ମେମ୍ବର ମଧ୍ୟ କପିଲ ଶର୍ମାଙ୍କର ସୋ ଛାଡି ଦେଇଥିଲେ । ବର୍ତ୍ତମାନ ସୁନୀଲ ଗ୍ରୋଭର ୱେବ ସିରିଜ ସନଫ୍ଲାୱାର ସୋ ର ଅପେକ୍ଷାରେ ଅଛନ୍ତି । ଆଶା କରା ଯାଉଛି ଯେ ବହୁତ ଜଲ୍ଦି ଏହି ଦୁଇ ବନ୍ଧୁ ପୁଣି ଥରେ ଏକାଠି ହୋଇଯିବେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ