ନିଜର ହଟ ଡ୍ରେସ ପାଇଁ ସମସ୍ତଙ୍କ ସାମନ୍ନାରେ ବେଜିତ ହେଲେ Kiara Advani

୨୦୧୪ ମସିହାରେ ନିଜ କ୍ୟାରିୟର ପିଲ୍ମ ଫଗ୍ଲି ଦ୍ଵାରା ଆରମ୍ଭ କରିଥିବା ଅଭିନେତ୍ରୀ କିୟାରା ଆଡଭାନୀ ନିଜର ପୋଷାକକୁ ନେଇ ଚର୍ଚ୍ଚାରେ । ୨୦୧୬ ମସିହାରେ ସେ ଫିଲ୍ମ୍ ଏମ ଏସ ଧୋନିରେ ଧୋନିଙ୍କର ପତ୍ନୀ ଭୂମିକାରେ ଅଭିନୟ କରିଥିଲେ। ଏହି ଚରିତ୍ର ପାଇଁ କିୟାରାଙ୍କୁ ବହୁତ୍ ଆୱାର୍ଡ଼ ମଧ୍ୟ ମିଳିଥିଲା ଓ ପରେ ପରେ ୨୦୧୯ ରେ ତାଙ୍କୁ କବୀର୍ ସିଂହ ଫିଲ୍ମ୍ ପାଇଁ ଅଫର୍ ମିଳିଥିଲା। ଏହି ଫିଲ୍ମ୍ ଦ୍ବାରା କିୟାରାଙ୍କର ବହୁତ୍ ଗୁଡ଼ିଏ ଫଟୋ ଓ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା।

କବୀର୍ ସିଂହ ଫିଲ୍ମ୍ ପ୍ରମୋସନ ସମୟରେ କିଆରଙ୍କ ଏପରି ଏକ ଭିଡ଼ିଓ ଭାଇରାଲ ହୋଇଥିଲା କି ଯେଉଁଥିରେ କୀୟାରା ୱାଲ୍ଲଡ୍ରୋବ୍ ୱାର ଫଙ୍କସନ୍ ର ଶିକାର ହୋଇଥିଲେ। । ସେ ଏକ ଡାଉନ୍ ସଟ ଡ୍ରେସ୍ ପିନ୍ଧିଥିଲେ ଓ ଅଳ୍ପ ମେକାପ ସହିତ ପୋନିଟାଲ୍ କରିଥିଲେ। ଯେଉଁଥିରେ କି ସେ ବହୁତ୍ ସୁନ୍ଦର୍ ଦେଖାଯାଉଥିଲେ । ଏହି କାଜୁଆଲ୍ ଲୁକରେ ସେ ବହୁତ୍ ହଟ ମଧ୍ୟ ଲାଗୁଥିଲେ ।

କିନ୍ତୁ ଏହି ହଟ୍ ମୂମେଣ୍ଟ ରେ ସେ ଓପ୍ପ ର ଶିକାର ହେଉ ହେଉ ବଞ୍ଚି ଯାଇଥିଲେ। ସେ ପୋଜ୍ ଦେଇ ଦେଇ ସିଡି ଉପରକୁ ଉଠୁଥିବା ବେଳେ ଅଚାନକ ୟୁଟର୍ନ ମାରିଥିଲେ ସେତେବେଳେ ତାଙ୍କର ଡ୍ରେସ୍ ର ଆଗ ଉପରକୁ ଉଠିଯାଇଥିଲା । ହେଲେ କିୟାରା ନିଜ ଡ୍ରେସକୁ ସମ୍ଭାଳି ନେଇଥିଲେ। ଫଳରେ ସେ ଓପ୍ପ ମୁମେଣ୍ଟ ଶିକାର ହେବାରୁ ବଞ୍ଚି ଯାଇଥିଲେ ।

ଏହା ପ୍ରଥମ ନୁହେଁ ଏହିପରି ଭାବରେ ଅଭିନେତ୍ରୀ ମାନେ ନିଜ ପୋଷାକକୁ ନେଇ ବହୁବାର ଚର୍ଚ୍ଚାକୁ ଆସିଥାନ୍ତି । କୀୟାର ଙ୍କ ଏହି ଭଳି ପୋଷାକକୁ ଦେଖି ତାଙ୍କ ଫ୍ୟନ୍ ମାନେ କହିଥିଲେ କି ସେ ନିଜ ଘରର ପୋଷାକକୁ ପିନ୍ଧିକି ଆସିଥିଲେ । କେବଳ ସେତିକି ନୁହେଁ ତାଙ୍କ ସୁନ୍ଦରତା ଓ ଅଜବ ପୋଷାକ ପାଇଁ ସେ ସବୁବେଳେ ଚର୍ଚ୍ଚାରେ । ତାଙ୍କର ଇଂଷ୍ଟାଗ୍ରାମ୍ ରେ ତାଙ୍କର ୧୪.୧ ମିଲିୟନ ଫଲୋର୍ ତାଙ୍କୁ ଫଲୋ କରୁଛନ୍ତି ଏବଂ ସେ ପ୍ରତିଦିନ ନିଜ ଫଲୋରଙ୍କ ପାଇଁ ଫଟୋ ପୋଷ୍ଟ କରିଥାନ୍ତି ।

ସେ ନିଜର ଫଟୋଶୁଟ କୁ ନିଜ ଇନଷ୍ଟାରେ ପୋଷ୍ଟ କରିଥିଲେ। ଯେଉଁ ଥିରେ କି ସେ କ୍ୟାଲେଣ୍ଡର ପାଇଁ ବୋଲ୍ଡ ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ନିଜ ଶରୀରକୁ କେବଳ ଏକ ପତ୍ର ଦ୍ବାରା ଢାଙ୍କି ଥିଲେ । ଯାହାପରେ ସେ ଫଟୋ ସୁଟ ସମୟରେ ବହୁତ୍ ହଂଗାମା ମଧ୍ୟ ହୋଇଥିଲା । କିୟାରା ଙ୍କୁ ମଧ୍ୟ ଏଭଳି ବୋଲ୍ଡ ଫଟୋ ପାଇଁ ବହୁତ ସାରା ଟ୍ରୋଲ୍ କରାଯାଇଥିଲା। କିନ୍ତୁ ସେ ଏହି ନେଗେଟିଭ ରିଭିୟୁ ଉପରେ ନଜରଅନ୍ଦାଜ କରିଥିଲେ।

ତାଙ୍କ ଫିଲ୍ମ୍ ବିଷୟରେ କଥା ହେବା ତ ତେବେ ସେ ଅତି ଶୀଘ୍ର ଫିଲ୍ମ୍ ଲକ୍ଷ୍ମୀ ବଂବ୍, ଇନ୍ଦୁ କେ ଜବାନୀ, ସେରସାହା, ଭୁଲଭୁଲେୟା ୨ ରେ ନଜର ଆସିବାକୁ ଯାଉଛନ୍ତି। ତାଙ୍କ ଫିଲ୍ମ୍ ଜଲ୍ଦୀ ଓ ଟି ଟି ପ୍ଲାଟଫର୍ମ ହଟଷ୍ଟାରରେ ରିଲିଜ୍ ହେବାର ଥିଲା କିନ୍ତୁ କିଛି କାରଣ ବଶତଃ ଫିଲ୍ମ୍ ର ଡେଟ୍ କୁ ଆଗକୁ ବଢ଼ାଇ ଦିଆଯାଇଛି। ତେବେ ଆପଣ ଜାଣି ଗଲେ କିପରି କିୟାରା ନିଜ ଅଜବ ପୋଷାକ ପାଇଁ ବେଜିତ୍ ହେଉ ହେଉ ବଞ୍ଚି ଯାଇଛନ୍ତି ଏବଂ ଫଟୋ ସୁଟ୍ ସମୟର ଡ୍ରେସକୁ ନେଇ ବାରମ୍ବାର ଫ୍ୟାନ୍ ଙ୍କ ଦ୍ଵାରା ଟ୍ରୋଲ ର ମଧ୍ୟ ଶିକାର ହୋଇଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।