Bollywood ରେ ସବୁଠୁ ଅଧିକ ଗୋରୀ ଅଟନ୍ତି ଏହି ୫ ଜଣ ଅଭିନେତ୍ରୀ, ନମ୍ବର ୨ ର ରଙ୍ଗ ତ କ୍ଷୀର ପରି ପୁରା ସଫା ଧଳା

ଭାରତୀୟ ସିନେମା ଜଗତରେ ଅନେକ ସୁନ୍ଦର ଅଭିନେତ୍ରୀ ମାନେ ଅଭିନୟ କରିଥାନ୍ତି । ଅନେକ ଅଭିନେତ୍ରୀ ମାନେ ନିଜର ନ୍ଯାଚୁରାଲ କାଳର ପାଇଁ ଅଧିକ ସୁନ୍ଦର ହୋଇଥାନ୍ତି ତ ଆଉ କେତେକ ଅଭିନେତ୍ରୀ ମାନେ ସୁନ୍ଦର ହେବା ପାଇଁ ସର୍ଜରୀ କରିଥାନ୍ତି । ବଲିଉଡରେ ଅନେକ ଅଭିନେତ୍ରୀ ମାନେ ପଲିଟିକ୍ସ ସର୍ଜରୀ ମଧ୍ୟ କରି ସାରିଛନ୍ତି । ସୁନ୍ଦର ଦେଖାଯିବା ସବୁ ଝିଅ ମାନଙ୍କର ଏକ ସ୍ଵପ୍ନ ହୋଇଥାଏ । କିନ୍ତୁ ଯେଉଁମାନେ ଶ୍ୟାମଳ ରଙ୍ଗର ହୋଇଥାନ୍ତି ସେମାନଙ୍କର ଆତ୍ମବିଶ୍ଵାସ ନିଜ ପ୍ରତି କମ ରହିଥାଏ ।

ବଲିଉଡ ଇଣ୍ଡଷ୍ଟ୍ରିର କେତେକ ଅଭିନେତ୍ରୀ ଯେମିତିକି “କାଜଲ”, “ଶିଲ୍ପା ସେଠୀ”, “ପ୍ରିୟାଙ୍କା ଚୋପ୍ରା” ଆଦି ନିଜର ସୁନ୍ଦରତା ପାଇଁ କେତେ ପ୍ରକାରର ଲାଇଟନିଙ୍ଗ ଟ୍ରିଟମେଣ୍ଟ କରି ସାରିଛନ୍ତି । ଆଉ କିଛି ଅଭିନେତ୍ରୀ ଏମିତି ଅଛନ୍ତି ଯେଉମାନଙ୍କର ପ୍ରଥମରୁ ହିଁ ରଙ୍ଗ ସଫା ରହିଛି । ସେଥିପାଇଁ ଏହି ଅଭିନେତ୍ରୀ ମାନକୁ ଅଧିକ ଗୋରା ଓ ସୁନ୍ଦର ହେବା ପାଇଁ ଅଧିକ ମେକଅପର ଆବଶ୍ୟକତା ପଡେ ନାହି ।

ବହୁତ କମ ଝିଅ ଅଛନ୍ତି ଯେଉଁ ମାନେ ସୁନ୍ଦର ହେବା ସହ ନିଜକୁ ବହୁତ ପରିଷ୍କାର ପରିଚ୍ଛନ କରି ରଖିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ସବୁଠାରୁ ଅଧିକ ସୁନ୍ଦର ଦେଖାଯାନ୍ତି ।

୧- “କରିନା କପୁର” : ବେଗମ କରିନା କପୁର ବଲିଉଡର ସବୁଠାରୁ ସୁନ୍ଦର ଅଭିନେତ୍ରୀ ଭାବେ ପରିଚିତ ଅଟନ୍ତି । ତାଙ୍କ ଚେହେରା କାଗଜ ପରି ଧଳା ଓ ତାଙ୍କ ମୁହଁରେ ଗୋଟିଏ ଦାଗ ମଧ୍ୟ ନ ଥାଏ ।

୨- “ଅନୁଷ୍କା ଶର୍ମା” : ବଲିଉଡର ଟପ ଅଭିନେତ୍ରୀ ଭାବେ ଅନୁଷ୍କା ଶର୍ମା ପରିଚିତ ଅଟନ୍ତି । ସେ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ସହ ବିବାହ କରିଛନ୍ତି । ସେ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ଓ ତାଙ୍କ ଚେହେରା କ୍ଷୀର ପରି ବିଲକୁଲ ଧଳା ଅଟେ ।

୩- “ତମନ୍ନା ଭାଟିଆ” : ମୁମ୍ବାଇରେ ଜନ୍ମ ନେଇ ଅଭିନେତ୍ରୀ ତମନ୍ନା ଭାଟିଆ ଅନେକ ସାଉଥ ଫିଲ୍ମ ଓ ବଲିଉଡରେ ଅଭିନୟ କରିଛନ୍ତି । ସେ ମଧ୍ୟ ଦେଖିବାକୁ ଅଧିକ ସୁନ୍ଦର ଅଟନ୍ତି ।

୪- “ମୋନିକା ବେଦୀ” : ଅଣ୍ଡର ୱାର୍ଲ୍ଡ ଅବୁ ସାଲେମ ଓ ଅଭିନେତ୍ରୀ ମୋନିକା ବେଦୀଙ୍କ ସଂପର୍କକୁ ନେଇ ଚର୍ଚ୍ଚା ହୋଇଥିଲା । ଏଥିପାଇଁ ମୋନିକା ଜେଲରେ ନିଜର ସଜା କାଟି ପୁଣିଥରେ ବଲିଉଡକୁ ଫେରିଛନ୍ତି । ସେ ମଧ୍ୟ ଦେଖିବାକୁ ସୁନ୍ଦର ଅଟନ୍ତି ।

୫- “ଜେକଲିନ ଫର୍ନାଣ୍ଡିଜ” : ବଲିଉଡର ମସୁର ଅଭିନେତ୍ରୀ ଭାବେ ଜେକଲିନ ଫର୍ନାଣ୍ଡିଜ ପରିଚିତ ଅଟନ୍ତି । ସେ ମଧ୍ୟ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ।

୬- “କରିସ୍ମା କପୁର” : କରିସ୍ମା ୯୦ ଦଶକର ଅଭିନେତ୍ରୀ ଭାବେ ପରିଚିତ ଅଟନ୍ତି । କରିନାଙ୍କ ଭଳି ତାଙ୍କ ଭଉଣୀ କରିସ୍ମା ୪୦ ବର୍ଷର ହୋଇଥିଲେ ମଧ୍ୟ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ।

୭- “କ୍ଯାଟ୍ରିନା କେଫ” : ବଲିଉଡରେ ଅଭିନେତ୍ରୀ କ୍ଯାଟ୍ରିନା କେଫ ସବୁଠାରୁ ଅଧିକ ସୁନ୍ଦର ଓ ଫ୍ୟାମସ ଅଭିନେତ୍ରୀ ଭାବେ ପରିଚିତ ଅଟନ୍ତି । ବଲିଉଡର ସର୍ବଶ୍ରେଷ୍ଠ ଅଭିନେତ୍ରୀ ଭାବେ ତାଙ୍କୁ ଗଣନା କରାଯାଏ ।

୮- “ଆଲିୟା ଭଟ୍ଟ” : ବଲିଉଡର ନମ୍ବର ୱାନ ହିରୋଇନ ଭାବେ ଅଭିନେତ୍ରୀ ଆଲିୟା ଭଟ୍ଟ ପରିଚିତ ଅଟନ୍ତି । ସେ “ହାଇୱେ”, “ଡିୟର ଜିନ୍ଦେଗୀ”, “ହମ୍ପଟି ଶର୍ମା କି ଦୁଲହନିୟା” ଆଦି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି । ଆଲିୟା ଦେଖିବାକୁ ବହୁତ ସୁନ୍ଦର ଓ ତାଙ୍କ ଚେହେରା କ୍ଷୀର ଭଳି ଧଳା ଅଟେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।