12 ଜଣ bollywood ହିରୋଇନ ଯିଏକି ପ୍ରେମ ଜାଗାରେ ବାଛିଥିଲେ ପଇସା ଓ କରିଥିଲେ ଧନୀ ବ୍ୟକ୍ତିଙ୍କ ସହ ବିବାହ

ଆଜି ଆମେ ଆପଣଙ୍କୁ ବଲୀଉଡର ସେହି ଅଭିନେତ୍ରୀମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ନିଜର ପ୍ରେମକୁ ଜଳାଞ୍ଜଳି ଦେଇ ଏକ ଧନୀ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି । କହିବାକୁ ଗଲେ ବଲୀଉଡରେ ଅଭିନେତ୍ରୀ ଓ ଅଭିନେତାଙ୍କ ଅଫେୟାର ଓ ବ୍ରେକଅପର ଖବର ପ୍ରାୟତଃ ଶୁଣିବାକୁ ମିଳିଥାଏ । କିନ୍ତୁ ଯଦି ଅଭିନେତ୍ରୀମାନଙ୍କ ବିଷୟରେ କହିବା ତେବେ ବଲୀଉଡରେ ଏହିଭଳି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜର ଅସଲ ପ୍ରେମକୁ ଭୁଲି ଟଙ୍କା ପାଇଁ ଏକ ଧନୀ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି । ଆସନ୍ତୁ ଜାଣିବା ସେହି ଅଭିନେତ୍ରୀମାନଙ୍କ ବିଷୟରେ ।

ଟିନା ଅମ୍ବାନୀ

ପ୍ରଥମେ ସଞ୍ଜୟ ଦତ୍ତ ଓ ପରେ ରାଜେଶ ଖନ୍ନାଙ୍କ ସହ ପ୍ରେମ ଶମ୍ପର୍କ ଥିଲେ ଟିନା ଅମ୍ବାନୀ । କିନ୍ତୁ ବିବାହ ପାଇଁ ସେ ଅନିଲ ଅମ୍ବାନୀଙ୍କୁ ପସନ୍ଦ କରିଲେ । କାରଣ ଅନିଲ ଅମ୍ବାନୀ ଜଣେ ପ୍ରସିଦ୍ଧ ବ୍ୟବସାୟୀ ଓ ବହୁତ ଧନୀ ବ୍ୟକ୍ତି ଥିଲେ । ଟିନା ଅମ୍ବାନୀଙ୍କୁ ଅନିଲ ଅମ୍ବାନୀଙ୍କ ପାଖରେ ନିଜର ଭବିଷ୍ୟତ ସୁରକ୍ଷିତ ରହିବ ବୋଲି ଲାଗିଲା ଓ ଶେଷରେ ସେ ତାଙ୍କୁ ହିଁ ବିବାହ କରିଲେ ।

କିମ ଶର୍ମା

କିମ ଶର୍ମା ଫିଲ୍ମ ଦୁନିଆରେ ଅଧିକ ସଫଳତା ହୋଇ ପାରି ନ ଥିଲେ କିନ୍ତୁ ସେ ନିଜର ଅଫେୟାରକୁ ନେଇ ବହୁତ ଚର୍ଚ୍ଚାରେ ରହୁଥିଲେ । ପ୍ରଥମେ ସେ ୟୁବରାଜଙ୍କ ସହ ପ୍ରେମ କରୁଥିଲେ ଓ ପୁଣି ଅନିଲ ପଂଜାଣିଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ । କୁହାଯାଏ କି କିମ ଶର୍ମା ଅନୀଲଙ୍କ ପାଇଁ ନିଜର ସ୍ପେନିସ ବୟଫ୍ରେଣ୍ଡକୁ ବି ଛାଡି ଦେଲେ । କାରଣ ଅନିଲ ବହୁତ ଧନୀ ଥିଲେ । କିନ୍ତୁ ଅନିଲ ବହୁତ ମୋଟା ଥିଲେ ବି କିମ ଶର୍ମା ତାଙ୍କୁ ବିବାହ କରିଲେ । ବର୍ତ୍ତମାନ କିନ୍ତୁ ଦୁଇ ଜଣ ଅଲଗା ରହୁଛନ୍ତି । ଅନିଲ ବର୍ତ୍ତମାନ ଆଉ କାହାକୁ ଭଲ ପାଉଛନ୍ତି ।

ଜୂହୀ ଚାୱଲା

ଜୂହୀ ଚାୱଲା ଏତେ ସୁନ୍ଦର ଓ ଫେମସ ହୋଇ ମଧ୍ୟ ସେ ଟଙ୍କା ପାଇଁ ବ୍ୟବସାୟୀ ଜୟ ମେହେତାଙ୍କୁ ବିବାହ କରିଥିଲେ । ଏହି ଯୋଡି କାହାକୁ ଭଲ ନ ଲାଗିଲେ ମଧ୍ୟ ଜୂହୀ ଚାୱଲା ୧୯୯୬ରେ ଜୟ ମେହେତାଙ୍କ ସହ ଗୁପ୍ତରେ ବିବାହ କରି ନେଇଥିଲେ । ଜୟ ମେହେତାଙ୍କ ସ୍ତ୍ରୀ ପ୍ଲେନ ଦୁର୍ଘଟଣାରେ ମୂର୍ତ୍ୟୁ ବରଣ କରିଥିଲେ । ଏହି ସମୟରେ ଜୂହୀ ଚାୱଲା ତାଙ୍କର ଅତି ନିକଟତର ହୋଇଗଲେ ଓ ତାଙ୍କ ସହ ବିବାହ କରିନେଲେ ।

ଶ୍ରୀଦେବୀ

ଶ୍ରୀଦେବୀଙ୍କ ପଛରେ ବହୁତ ଯୁବକ ପଡ଼ିଥିଲେ ମଧ୍ୟ ସେ ତାଙ୍କ ଠାରୁ ଯଥେଷ୍ଟ ବୟସର ଅଧିକ ଓ ପୂର୍ବରୁ ବିବାହିତ ହୋଇଥିବା ବନି କପୁରଙ୍କୁ ବିବାହ କରିଥିଲେ ।

ଡିମ୍ପି ଗାଙ୍ଗୁଲି

ଡିମ୍ପି ଗାଙ୍ଗୁଲି ତ ଆସିଥିଲେ ଫିଲ୍ମ ଦୁନିୟରେ ଫେମସ ହେବା ପାଇଁ କିନ୍ତୁ ସଫଳ ହୋଇପାରିଲେ ନାହିଁ ଓ ଶେଷରେ ସେ ରାହୁଲ ମହାଜନଙ୍କୁ ଧନ ସମ୍ପତ୍ତି ପାଇଁ ତାଙ୍କୁ ବିବାହ କରିଥିଲେ । କିନ୍ତୁ ବର୍ତ୍ତମାନ ଦୁଇ ଜଣ ଅଲଗା ହୋଇ ଯାଇଛନ୍ତି ।

ଶିଲ୍ପା ଶେଟ୍ଟୀ

ଶିଲ୍ପା ଶେଟ୍ଟୀ ବି ପୂର୍ବରୁ ବିବାହିତ ଥିବା ରାଜ କୁନ୍ଦ୍ରାଙ୍କୁ ବିବାହ କରିଛନ୍ତି ଓ ତାଙ୍କର ବର୍ତ୍ତମାନ ଦୁଇଟି ସନ୍ତାନ ଅଛନ୍ତି । କିନ୍ତୁ ଶିଲ୍ପା ଶେଟ୍ଟୀ ବର୍ତ୍ତମାନ ବଲୀଉଡ ଦୁନିଆରୁ ଦୂରେଇ ଯାଇଛନ୍ତି ।

ବିଦ୍ୟା ବାଲାନ

ବିଦ୍ୟା ବାଲାନ ବି ଜଣେ ସଫଳ ଅଭିନେତ୍ରୀ ହୋଇଥିଲେ ମଧ୍ୟ ଧନ ସମ୍ପତ୍ତିର ମୋହରେ ପଡି ସେ ପୂର୍ବରୁ ଦୁଇଥର ତଲାକ ନେଇସାରିଥିବା ଫିଲ୍ମ ନିର୍ମାତା ସିଦ୍ଧାର୍ଥ ରୟ କପୁରଙ୍କୁ ବିବାହ କରିଥିଲେ ।

ଆୟଶା ଟାକିୟା

ଆୟଶା ଟାକିୟା ବି ଜଣେ ଭଲ ଓ ସୁନ୍ଦର ଅଭିନେତ୍ରୀ ହେବା ସତ୍ବେ ସେ ଧନ ସମ୍ପତ୍ତିର ଲୋଭରେ ପଡି ଫରାନ ଆଜମୀଙ୍କ ସହ ବିବାହ କରିଥିଲେ ଓ ବର୍ତ୍ତମାନ ସମୟରେ ସେ ବଲୀଉଡରୁ ବହୁତ ଦୂରରେ ଅଛନ୍ତି ।

ଶେଲିନା ଜେଟଲି

ଶେଲିନା ଜେଟଲି ଫିଲ୍ମ ଦୁନିଆରେ ସଫଳ ନ ହେଲେ ବି ସେ ଟଙ୍କାର ଆବଶ୍ୟକତାକୁ ଦେଖି ଶେଲିନା ଜେଟଲି ଅଷ୍ଟ୍ରେଲିୟା ବ୍ୟବସାୟୀ ପିଟର ହଗଙ୍କୁ ବିବାହ କରିଥିଲେ । ବର୍ତ୍ତମାନ ତାଙ୍କର ଦୁଇଟି ସନ୍ତାନ ବି ଅଛି ।

କରିନା କପୁର ଖାନ

କରିନା କପୁର ଖାନ ବି ନିଜ ପ୍ରଥମ ପ୍ରେମିକ ଶାହୀଦ କପୁରଙ୍କୁ ଛାଡି ସୈଫ ଅଲି ଖାନଙ୍କୁ ବିବାହ କରିଛନ୍ତି । କହିବାକୁ ଗଲେ କେବଳ ତାଙ୍କର ସମ୍ପତ୍ତି ପାଇଁ ସେ ଏହିଭଳି ନିଷ୍ପତ୍ତି ନେଇଛନ୍ତି । ସୈଫ ଅଲି ଖାନ ଆଗରୁ ଦୁଇଟି ସନ୍ତାନର ପିତା ଅଟନ୍ତି ।

କରିଶ୍ମା କପୁର

କରିଶ୍ମା କପୁର ପ୍ରେମ କରିଲେ ଅଭିଷେକଙ୍କ ସହିତ କିନ୍ତୁ ଧନ ସମ୍ପତ୍ତି ପାଇଁ ଫେମସ ବ୍ୟବସାୟୀ ସଂଜୟ କପୁରଙ୍କୁ ବିବାହ କରିଥିଲେ । କିନ୍ତୁ ବର୍ତ୍ତମାନ ଦୁଇ ଜଣଙ୍କ ତଲାକ ହୋଇ ଯାଇଛି ।

ରାନୀ ମୁଖାର୍ଜୀ

ରାନୀ ମୁଖାର୍ଜୀ ବି ସମ୍ପତ୍ତିର ମୋହରେ ପଡି ପୂର୍ବରୁ ବିବାହିତ ଥିବା ଆଦିତ୍ୟ ଚୋପଡାଙ୍କୁ ବିବାହ କରିଛନ୍ତି ଓ ସେ ବର୍ତ୍ତମାନ ଏକ ସୁଖୀ ଜୀବନ ବ୍ୟତୀତ କରୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।