ଇଏ ହେଉଛନ୍ତି ଲଣ୍ଡନର ସବୁଠୁ ସୁନ୍ଦର ଫିଟନେସ ଟ୍ରେନର, ଥରେ ନିଶ୍ଚୟ ଦେଖନ୍ତୁ ତାଙ୍କ ଫଟୋସବୁ

ଦୁନିଆରେ ଏମିତି ବହୁତ ଜଣ ଝିଅ ଅଛନ୍ତି ଯେଉଁମାନଙ୍କୁ ମଡେଲ ହେବାକୁ ଇଛା ରହିଛି । ସେମାନେ ମଡେଲ ରୂପେ ନିଜ କ୍ୟାରିୟର ଆରମ୍ଭ କରିବାକୁ ଚାହାଁନ୍ତି । ଏହା ସେମାନଙ୍କର ସପ୍ନ ମଧ୍ୟ ହୋଇଥାଏ । କିନ୍ତୁ ଏମାନଙ୍କ ମଧ୍ୟରୁ କେତେ ଜଣ ହିଁ ନିଜର ସପ୍ନ ସାକାର କରିପାରନ୍ତି । ଏହାର କାରଣ ହେଉଛି ମଡେଲ ହେବାକୁ ବହୁତ ପରିଶ୍ରମ କରିବାକୁ ପଡିଥାଏ । ଯେଉଁମାନେ କଠିନ ପରିଶ୍ରମ କରନ୍ତି ସେମାନେ ଜୀବନରେ ସଫଳତା ହାସଲ କରିପାରନ୍ତି ।

ସମସ୍ତେ ଜାଣିଥିବେ କି ମଡେଲ ହେବା ପାଇଁ ଝିଅଙ୍କୁ ସୁଦର ଓ ଆକର୍ଷକ ହେବାକୁ ପଡିଥାଏ । ଏହି ଗ୍ଲାମରସ ଦୁନିଆରେ ସଫଳତା ପାଇବା ପାଇଁ ବହୁତ କଷ୍ଟ କରିବାକୁ ପଡିଥାଏ । ସେଥିପାଇଁ ବହୁତ ଛୋଟ ସମୟରୁ ଝିଅମାନେ ନିଜକୁ ଫିଟ ରଖିଥାନ୍ତି । ନିଜକୁ ଫିଟ ରଖିବା ପାଇଁ ସେମାନେ ଫିଟନେସ ଟ୍ରେନିଂ ନେଇଥାନ୍ତି, ଯାହା ଦ୍ଵାରା ସେମାନେ ଆକର୍ଷକ ଶରୀର ପାଇ ପାରିବେ ।

ଆଜି ଆମେ ଏପରି ଏକ ଅଦ୍ଭୁତ ମଡେଲଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କର ନାମ ତେହଲିୟା ରୋୱେନ କଟିହ୍ନୋ ଅଟେ । ତେହଲିୟା ରୋୱେନ ଜଣେ ଅଦ୍ଭୁତ ମଡେଲ ଅଟନ୍ତି । ସେ ଲଣ୍ଡନ, UK ଇଂଲଣ୍ଡର ସୁନ୍ଦରି ମଡେଲ ଅଟନ୍ତି । ତାଙ୍କ ଶରୀର ବହୁତ ଆକର୍ଷକ ଅଟେ । ସେ ନିଜ ଫିଟନେସ ପାଇଁ ନିଜକୁ ଏକ ସଫଳ ମଡେଲ ରୂପେ ପରିଚିତ କରାଇବାରେ ସଫଳ ହୋଇଛନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।