କାହାନୀ ୨ରେ ବିଦ୍ୟା ବାଳନଙ୍କର ଝିଅ ହୋଇଯାଇଛି ଏବେ ବଡ ଓ ଦେଖାଯାଉଛି କିଛି ଏମିତି, ଦେଖିଲେ ଆପଣ ବି କହିବେ…

ବଲୀଉଡର କେତେକ ଫିଲ୍ମରେ ଚାଇଲ୍ଡ ଏକ୍ଟରମାନଙ୍କର ବି ଭୂମିକା ବହୁତ ମହତ୍ଵପୂର୍ଣ ହୋଇଥାଏ । କେତେକ ଫିଲ୍ମର କାହାଣୀ ଏହି ଚାଇଲ୍ଡ ଏକ୍ଟରମାନଙ୍କର ଚାରିପଟେ ହିଁ ବୁଲିଥାଏ । ବଲୀଉଡରେ ଏମିତି ବହୁତ ଫିଲ୍ମ ହୋଇସାରିଛି ।

ବର୍ତ୍ତମାନ ପିଲା ହୋଇ ନାହାନ୍ତି ଟୁନିଶା :

Image courtesy: Google

କିଛି ବର୍ଷ ପୂର୍ବେ ବିଦ୍ୟା ବାଳନଙ୍କର ଅଭିନୀତ ଫିଲ୍ମ ‘କାହାନୀ ୨’ ଆସିଥିଲା । କିନ୍ତୁ କହିବାକୁ ଗଲେ ଏହି ଫିଲ୍ମଟି ବକ୍ସ ଅଫିସରେ ସେହିଭଳି କିଛି କମାଲ କରି ପାରିଲା ନାହିଁ । କିନ୍ତୁ ଏହି ଫିଲ୍ମରେ ବିଦ୍ୟା ବାଳନଙ୍କର ଝିଅର ରୋଲ କରିଥିବା ଟୁନିଶା ଶର୍ମାଙ୍କର ଜୀବନ ବଦଳି ଯାଇଛି । ଆପଣଙ୍କୁ କହିଦେଉଛୁ ଯେ ଟୁନିଶା ଆଉ ପୂର୍ବ ଭଳି ପିଲା ହୋଇ ରହି ନାହାନ୍ତି । ସେ ବର୍ତ୍ତମାନ ବଡ ହୋଇ ଯାଇଛନ୍ତି ।

ଫିଲ୍ମରେ ଟୁନିଶା ଶର୍ମାର ଅଭିନୟକୁ ଲୋକମାନେ କରିଥିଲେ ପସନ୍ଦ :

Image courtesy: Google

ଆପଣଙ୍କୁ କହିଦେଉଛୁ ଯେ ଟୁନିଶା ବର୍ତ୍ତମାନ ସମୟରେ ବହୁତ ପ୍ରସିଦ୍ଧ ହୋଇ ଯାଇଛନ୍ତି । ଆଜି ଟୁନିଶାଙ୍କ ପାଖରେ ଭରପୁର କାମ ଅଛି । କାହାନୀ ୨ରେ ଟୁନିଶା ଏକ ଛୋଟ ଝିଅର ଅଭିନୟ କରିଥିଲେ । ଏହି ଫିଲ୍ମରେ ଦର୍ଶକମାନେ ତାଙ୍କର ଅଭିନୟକୁ ଖୁବ ପସନ୍ଦ ମଧ୍ୟ କରିଥିଲେ ।

କରିସାରିଛନ୍ତି କେତେକ ଟିଭି ସିରିୟଲରେ ବି କାମ :

Image courtesy: Google

କାହାନୀ ୨ରେ କାମ କରିବା ପରେ ଟୁନିଶା ଫିଲ୍ମ ‘ଫିତୁର;ରେ କଟରିନାଙ୍କ ସହ ବି କାମ କରିଥିଲେ । ପିଲାବେଳୁ ହିଁ ଟୁନିଶା ବହୁତ ପ୍ରତିଭାବାନ ଥିଲେ । ଆପଣଙ୍କୁ କହିଦେଛୁ ଯେ ଟୁନିଶା ଫିଲ୍ମ ଛଡା କେତେକ ଟିଭି ସିରିୟଲରେ ବି କାମ କରିସାରିଛନ୍ତି । ଏହି କାରଣରୁ ଟୁନିଶାକୁ ଆଜି ଘରେ ଘରେ ଚିହ୍ନିଛନ୍ତି । ଟୁନିଶା ଟିଭିର ସିରିଜ ଭାରତ କା ବୀର, ପୁତ୍ର ମହାରାଣା ପ୍ରତାପ, ଚକ୍ରବର୍ତୀ ଆଶିକ ସମ୍ରାଟ, ଗବ୍ବର ପୂଛ୍ୱାଲା ଏବଂ ଶେର-ଏ-ପଂଜାବ ମହାରାଜା ରଣଜୀତ ସିଂହରେ ବି କାମ କରିଛନ୍ତି ।

ବେଳେ ବେଳେ ସେ ଇନ୍ସ୍ଟାଗ୍ରାମରେ ନିଜର ଫଟୋ ଶେୟାର କରନ୍ତି :

Image courtesy: Google

ଆପଣଙ୍କୁ କହିଦେଉଛୁ ଯେ ଟୁନିଶାଙ୍କର ବୟସ ମାତ୍ର ୧୬ ବର୍ଷ ଅଟେ । କିନ୍ତୁ ବର୍ତ୍ତମାନ ଠାରୁ ହିଁ ବଲୀଉଡରେ ସେ ନିଆଁ ଲଗାଇ ଦେଇଛନ୍ତି । ଏହି ବର୍ଷ ଟୁନିଶାଙ୍କର ଫିଲ୍ମ ‘କ୍ରିଡା’ ଆସିବାର ଅଛି । ଟୁନିଶା ଇନ୍ସ୍ଟାଗ୍ରାମରେ ଅଧିକ ଏକ୍ଟିୱ ରୁହନ୍ତି । ବେଳେ ବେଳେ ସେ ନିଜର ଫ୍ୟାନମାନଙ୍କ ପାଇଁ ଫଟୋ ମଧ୍ୟ ଶେୟାର କରନ୍ତି । ଇନ୍ସ୍ଟାଗ୍ରାମରେ ଟୁନିଶାଙ୍କର ପାଖାପାଖି ୨ ଲକ୍ଷ ଫଲୋୱଅର୍ସ ଅଛନ୍ତି । ଯଦି ଏହିଭଳି ଭାବରେ ଟୁନିଶା କାମ କରିବେ ତେବେ ସେ ଦିନେ ନା ଦିନେ ବଲୀଉଡରେ ସଫଳ ଅଭିନେତ୍ରୀ ମଧ୍ୟରୁ ଜଣେ ହେବେ ।