ବାଛନ୍ତୁ ଏକ ହାର୍ଟ ଓ ଜାଣନ୍ତୁ ନିଜର ପାର୍ଟନର ବିଷୟରେ କିଛି ଖାସ୍ କଥା

ଏମିତି କୁହାଯାଏ କି ସବୁ ମଣିଷଙ୍କର ପସନ୍ଦ ନାପସନ୍ଦ ତାହାର ବ୍ୟକ୍ତିତ୍ଵର ଆଇନା ହୋଇଥାଏ । କୌଣସି ବି ବ୍ୟକ୍ତିର କୌଣସି ଜିନିଷ ପ୍ରତି ଇଛା ଦେଖି ଆପଣ ତାହା ମଧ୍ୟରେ ଥିବା କିଛି ରହସ୍ୟ ବିଷୟରେ ଜାଣି ପାରିବେ । ଆଜି ଆମେ ଆପଣଙ୍କୁ ୩ ଟି ଅଲଗା ଅଲଗା ରଙ୍ଗର ହାର୍ଟ ଦେଖାଇବୁ ଯେଉଁଥିରେ ଆପଣଙ୍କୁ ନିଜର କିମ୍ବା ନିଜ ପାର୍ଟନର ପସନ୍ଦର ହାର୍ଟ ବାଛିବାର ଅଛି । ପୁଣି ଆମେ ଆପଣଙ୍କୁ ବାଛିଥିବା ହାର୍ଟ ବିଷୟରେ କହିବୁ ଯେଉଁଥିରୁ ଆପଣଙ୍କ କିମ୍ବା ଆପଣଙ୍କ ପାର୍ଟନର କିଛି ଖାସ ରହସ୍ୟ ବିଷୟରେ ଜାଣି ପାରିବେ ।

ପ୍ରଥମ ହାର୍ଟ

ଯଦି ଆପଣ ଏହି ହାର୍ଟକୁ ବାଛିଛନ୍ତି ତେବେ ଆପଣଙ୍କ ପାର୍ଟନର ବହୁତ ହିଁ ଅଧିକ ମହତ୍ଵକାଂକ୍ଷୀ, ସ୍ମାର୍ଟ ଓ ସ୍ଵତନ୍ତ୍ରତା ପସନ୍ଦ କରିବା ବାଲା ବ୍ୟକ୍ତି ଅଟେ । ଏହିଭଳି ଲୋକମାନେ ଯେଉଁ ଫୀଲ୍ଡରେ ବି କାମ କରନ୍ତି ସେଥିରେ ତାଙ୍କୁ ଜବରଦସ୍ତ ସଫଳତା ହାସଲ ହୋଇଥାଏ । ଏମାନଙ୍କର କଥାବାର୍ତ୍ତା ଏତେ ଭଲ ହୋଇଥାଏ କି ଏମାନେ ଏହା ମାଧ୍ୟମରେ ନିଜର ସମସ୍ତ କାମ କରି ଦିଅନ୍ତି । ଏମାନେ କଠିନ ପରିଶ୍ରମ ତ କରିଥାନ୍ତି କିନ୍ତୁ ଏହା ସହିତ ଲୋକମାନଙ୍କୁ ନିଜର କାମ ଓ କଥା ଦ୍ଵାରା ଆକର୍ଷିତ ବି କରିଥାନ୍ତି । ଦ୍ଵିତୀୟ ବ୍ୟକ୍ତିଙ୍କୁ ଏମାନେ ଭଲ ଭାବରେ ଚିହ୍ନି ପାରନ୍ତି ।

ଦ୍ଵିତୀୟ ହାର୍ଟ

ଯଦି ଆପଣ ଏହି ହାର୍ଟକୁ ବାଛିଛନ୍ତି ତେବେ ଆପଣଙ୍କ ପାର୍ଟନର ହୃଦୟର ବହୁତ ହିଁ ଭଲ ଓ ଦ୍ଵିତୀୟ ବ୍ୟକ୍ତି ପ୍ରତି ଦୟା ଭାବ ରଖୁଥିବା ବ୍ୟକ୍ତି ଅଟନ୍ତି । ସେ ବହୁତ ହିଁ ଭାବୁକ ହେବା ସହିତ ନିଜ ପ୍ରତି ବହୁତ ହିଁ ଅଧିକ ସମର୍ପିତ ବି ଅଟନ୍ତି । ଏମାନଙ୍କୁ ଧୋକା ଦେବା ବାଲା ଲୋକ ପସନ୍ଦ ନୁହେଁ । ଏମାନେ ପ୍ରାୟତଃ ଲୋକମାନଙ୍କୁ କ୍ଷମା ବି କରି ଦିଅନ୍ତି । ଆପଣଙ୍କ ପାର୍ଟନର ବହୁତ ହିଁ ସାହସୀ ଅଟେ ଓ ସମସ୍ତଙ୍କ ସହିତ ବହୁତ ଜଲ୍ଦି ମିଶି ମଧ୍ୟ ଯାଏ ।

ତୃତୀୟ ହାର୍ଟ

ଯଦି ଆପଣ ଏହି ହାର୍ଟକୁ ବାଛିଛନ୍ତି ତେବେ ଆପଣଙ୍କ ପାର୍ଟନର ବହୁତ ରୋମାଣ୍ଟିକ, କ୍ରିଏଟିବ ଓ ଭଲ ହୃଦୟ ବାଲା ବ୍ୟକ୍ତିତ୍ବ ହୋଇଥାନ୍ତି । ଏମାନେ ସହଜରେ ଲୋକମାନଙ୍କ ସହିତ ମିଶି ଯାଆନ୍ତି । ଏମାନେ ଜୀବନକୁ ବହୁତ ହିଁ ସକରାତ୍ମକ ଦୃଷ୍ଟିରେ ଦେଖିବା ସହିତ ଆପଣଙ୍କ ପ୍ରତି ବହୁତ ହିଁ ପୋଜେସିଭ ଚିନ୍ତାଧାରା ରଖନ୍ତି । ଏମାନେ ଆପଣଙ୍କ ସହ ମିଶି ବହୁତ ଉନ୍ନତି କରନ୍ତି । ପ୍ରେମ ମାମଲାରେ ଆପଣ ବହୁତ ହିଁ ଲକି ଅଟନ୍ତି । ଆପଣଙ୍କୁ ବହୁତ ପ୍ରେମ କରିବା ବାଲା ପାର୍ଟନର ମିଳିବ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।