ରଜ କୁଇନ ବିଜେତା 2013-2019, ଦେଖନ୍ତୁ ପୁରା ଲିଷ୍ଟ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଓଡ଼ିଶା ର ସବୁଠାରୁ ବଡ଼ ରିଆଲିଟି ସୋ ହେଉଛି ରଜ କୁଇନ । ଏହି କାର୍ଯ୍ୟକ୍ରମ ହେଉଛି ସଂସ୍କୃତି ଏବଂ ପରମ୍ପରା ର ଅଟେ । ଏହି ରିଆଲିଟି ସୋ ଖୋଜିଛି ଅନେକ ପ୍ରତିଭା ଏବଂ ଅନେକ ସଫଳତା । ଏହି ରିଆଲିଟି ସୋ ମାଧ୍ୟମରେ ଅନେକ ଗଢିଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ । ରଜ କୁଇନ କେବଳ ଏକ କାର୍ଯ୍ୟକ୍ରମ ନୁହେଁ । ଏହା ହେଉଛି ସଫଳତା ହାସଲ କରିବାର ଏକ ମାର୍ଗ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଏହି ରିଆଲିଟି ସୋ ରେ ବିଜୟ ହାସଲ କରିଥିବା ଝିଅ ମାନଙ୍କ ସମ୍ବନ୍ଧରେ ।

ଯେଉଁମାନେ ଏହି ସୋ ର ବିଜେତା ହେବା ପରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ଇଣ୍ଡଷ୍ଟ୍ରୀ ରେ ସୃଷ୍ଟି କରିଛନ୍ତି ଏବଂ ଲୋକପ୍ରିୟତା ହାସଲ କରିଛନ୍ତି । ଏହି ଝିଅ ମାନେ ରଜ କୁଇନ ହେବା ପରେ ତାଙ୍କୁ ମିଳିଛି ସଫଳତା । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ରଜ କୁଇନ ସୋ ର ପ୍ରଥମ ସିଜନ ର ବିଜେତା ବର୍ଷା ମୋହିନୀ ଦାସ । ସେ ୨୦୧୩ ମସିହାରେ ରଜ କୁଇନ ର ପ୍ରଥମ ବିଜେତା ହୋଇଥିଲେ ।

୨. ବନ୍ଧୁଗଣ ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ରଜ କୁଇନ ସୋ ର ଦ୍ୱିତୀୟ ସିଜନ ର ବିଜେତା ଦେବସ୍ମିତା ପଣ୍ଡା । ସେ ୨୦୧୪ ମସିହାରେ ରଜ କୁଇନ ର ବିଜେତା ହୋଇଥିଲେ ।

୩. ବନ୍ଧୁଗଣ ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ରଜ କୁଇନ ସୋ ର ତୃତୀୟ ସିଜନ ର ବିଜେତା ସ୍ମରଣୀକା ପ୍ରିୟଦର୍ଶିନୀ । ସେ ୨୦୧୫ ମସିହାରେ ରଜ କୁଇନ ର ବିଜେତା ହୋଇଥିଲେ ।

୪. ବନ୍ଧୁଗଣ ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ରଜ କୁଇନ ସୋ ର ଚତୁର୍ଥ ସିଜନ ର ବିଜେତା ଜ୍ୟାଙ୍କଲୀନ ପଣ୍ଡା ଏବଂ ରଞ୍ଜିତା ପାଣିଗ୍ରାହୀ । ଏହି ଦୁହେଁ ୨୦୧୬ ମସିହାରେ ରଜ କୁଇନ ର ବିଜେତା ହୋଇଥିଲେ ।

୫. ବନ୍ଧୁଗଣ ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ରଜ କୁଇନ ସୋ ର ପଞ୍ଚମ ସିଜନ ର ବିଜେତା ସବିତା ପଲେଇ । ସେ ୨୦୧୭ ମସିହାରେ ରଜ କୁଇନ ର ବିଜେତା ହୋଇଥିଲେ ।

୬. ବନ୍ଧୁଗଣ ଏହି ଲିଷ୍ଟ ର ଷଷ୍ଠ ସ୍ଥାନରେ ଅଛନ୍ତି ରଜ କୁଇନ ସୋ ର ଷଷ୍ଠ ସିଜନ ର ବିଜେତା ଶୁଭଶ୍ରୀ ଜେନା । ସେ ୨୦୧୮ ମସିହାରେ ରଜ କୁଇନ ର ବିଜେତା ହୋଇଥିଲେ ।

୭. ବନ୍ଧୁଗଣ ଏହି ଲିଷ୍ଟ ର ସପ୍ତମ ସ୍ଥାନରେ ଅଛନ୍ତି ରଜ କୁଇନ ସୋ ର ସପ୍ତମ ସିଜନ ର ବିଜେତା ସିପ୍ରା ପଲେଇ । ସେ ୨୦୧୯ ମସିହାରେ ରଜ କୁଇନ ର ବିଜେତା ହୋଇଥିଲେ ।

ତେବେ ବନ୍ଧୁଗଣ ଏହାଥିଲା ରଜ କୁଇନ ରିଆଲିଟି ସୋ ର ବିଜେତା ମାନଙ୍କର ଲିଷ୍ଟ । ଆଶା କରୁଛୁ ଆପଣ ମାନଙ୍କୁ ଏହି ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।