ଏତେ ବର୍ଷ ପରେ ଏବେ ଯାଇ Mohammad Kaif କହିଲେ ସତ, କହିଲେ ତାଙ୍କର ଓ Katrina Kaif ଙ୍କ ମଧ୍ୟରେ କଣ ରହିଛି ସମ୍ପର୍କ

ବଲୀଉଡ ଅଭିନେତ୍ରୀ କୈଟରୀନା କୈଫ ବର୍ତ୍ତମାନ ଦିନରେ ନିଜର ବିବାହକୁ ନେଇ ବହୁତ ଚର୍ଚାରେ ଅଛନ୍ତି । ମିଳିଥିବା ସୂଚନା ଅନୁସାରେ ସେ ଡିସେମ୍ବରର ଦ୍ଵିତୀୟ ସପ୍ତାହ ରେ ବିକି କୌଶଲଙ୍କୁ ବିବାହ କରି ପାରନ୍ତି । କିନ୍ତୁ ଏହା ମଧ୍ୟରେ ସୋ-ସି-ଆ-ଲ ମି-ଡି-ଆ-ରେ କିଛି ୟୁଜର କୈଟରୀନା କୈଫ ଓ ପୂର୍ବତନ କ୍ରିକେଟର ମୋହମ୍ମଦ କୈଫଙ୍କୁ ଏକା ସହିତ ଯୋଡି ବିଭିନ୍ନ ପ୍ରକାରର ମିମ୍ସ ଓ ଜୋକ କରୁଛନ୍ତି ।

ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ବି ଦୁଇ ଜଣଙ୍କୁ ପରସ୍ପର ବିଷୟରେ ବହୁତ ପ୍ରଶ୍ନ କରାଯାଇଛି । ଆଜି ଠାରୁ ୩ ବର୍ଷ ପୂର୍ବେ ପୂର୍ବତନ କ୍ରିକେଟର ମୋହମ୍ମଦ କୈଫ ୨୦୧୮ରେ ଟ୍ୱିଟର ରେ AskKaif ସେଶନ ରଖିଥିଲେ, ଯେଉଁଥିରେ ସୋ-ସି-ଆ-ଲ ମି-ଡି-ଆ ୟୁଜର ତାଙ୍କୁ ପ୍ରଶ୍ନ କରିଥିଲେ କି ବଲୀଉଡ ଅଭିନେତ୍ରୀ କୈଟରୀନା କୈଫଙ୍କ ସହ ତାଙ୍କର କଣ ସମ୍ପର୍କ ଅଛି ।

ମୋହମ୍ମଦ କୈଫ କହିଲେ କି ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ତାଙ୍କ ସହ ଯୋଡି ନାହିଁ, ମୁଁ ପୂର୍ବରୁ ହିଁ ବିବାହିତ ଅଛି । କିନ୍ତୁ ମୋତେ ଖୁସି ଅଛି କି ତାଙ୍କର ଟାଇଟେଲ ଓ ମୋ ଟାଇଟେଲ ସମାନ । ଏହା ସହ ମୁଁ ଗୋଟିଏ ଭଲ କାହାଣୀ ଶୁଣିଲି କି କୈଟରୀନାଙ୍କୁ ତାଙ୍କର ଟାଇଟେଲ କେମିତି ମିଳିଲା, ସେହି କାହାଣୀ ଅନୁସାରେ ମୋର ଓ ତାଙ୍କର ସମ୍ପର୍କ ଅଛି । କିଛି ସୂଚନା ଅନୁସାରେ ଅଭିନେତ୍ରୀ କୈଟରୀନା କୈଫଙ୍କ ଜନ୍ମ ହଙ୍ଗକଙ୍ଗରେ ହୋଇଥିଲା ।

କୈଟରୀନାଙ୍କ ପିତା କାଶ୍ମିରୀ ଥିଲେ ଓ ମା ସୁସେନ ବ୍ରିଟିଶ ଦେଶର ଥିଲେ । ଯେତେବେଳେ ସେ ଛୋଟ ଥିଲେ ତେବେ ସେହି ସମୟରେ ତାଙ୍କର ମାତା ପିତା ଛାଡପତ୍ର ନେଇ ଅଲଗା ହୋଇଗଲେ । ଗୋଟିଏ ଇଣ୍ଟରଭିୟୁରେ କୈଟରୀନା କହିଥିଲେ କି ଆମର ପାଳନ ପୋଷଣରେ ମୋର ପିତାଙ୍କ ଧାର୍ମିକ ଓ ସାମଜିକ ମାମଲା କୌଣସି ବି ପ୍ରକାରର ଯୋଗଦାନ ନ ଥିଲା । କୈଟରୀନା ପ୍ରଥମେ ନିଜ ମା ଙ୍କ ସରନେମ Turquotteକୁ ବ୍ୟବହାର କରୁଥିଲେ ।

କିନ୍ତୁ ଯେତେବେ ସେ ଭାରତକୁ ଆସିଲେ ତେବେ ସେ ନିଜର ପିତାଙ୍କ ସରନେମ କୈଫ ରଖିଲେ । କିନ୍ତୁ କେତେ ଥର ସୋ-ସି-ଆ-ଲ ମି-ଡି-ଆ-ରେ କୁହାଯାଇଛି କି କୈଟରୀନା ମୋହମ୍ମଦ କୈଫଙ୍କ ନାଁ ଉପରେ ହିଁ ନିଜର ଟାଇଟେଲ ବଦଳି କୈଫ କରିଥିଲେ, କାରଣ ଯେତେବେଳେ ବଲୀଉଡ ଫିଲ୍ମରେ କୈଟରୀନା ଆସିଲେ ତେବେ ସେହି ସମୟରେ ମୋହମ୍ମଦ କୈଫ ଟିମ ଇଣ୍ଡିଆର ବହୁତ ବଡ ନାଁ ଥିଲେ ।