‘ଆମେ ନ୍ୟାୟ ପାଇଁ ଗୁଳି ଖାଇବାକୁ ବି ରେଡ୍ଡି ଅଛୁ’, ଦେଖନ୍ତୁ ହରତାଳ କରୁଥିବା ବେଳେ କଣ କହିଲେ କଂଗ୍ରେସ ବିଧାୟକ Sura Routray, ଦେଖନ୍ତୁ video

ମନ୍ତ୍ରୀଙ୍କ ଇ-ସ୍ତ-ଫା ଦାବୀକୁ ନେଇ ପୂର୍ବରୁ କଂଗ୍ରେସ ବନ୍ଦ ଡାକରା ଦେଇଥିଲା । ତେବେ ଦିବ୍ୟଶଙ୍କର ମିଶ୍ର ଏବେ ଯାଏଁ ମଧ୍ୟ ଇ-ସ୍ତ-ଫା ନ ଦେଇଥିବାରୁ ଆଜି ଓଡିଶା ବନ୍ଦ ଡାକରା ଦେଇଛି ରାଜ୍ୟ କଂଗ୍ରେସ ଦଳ । ହାଇକୋର୍ଟଙ୍କ ଅନୁମତି ପରେ ହ-ର-ତା-ଳ-କୁ ଓହ୍ଲାଇଛି କଂଗ୍ରେସ । ଯାହା ଫଳରେ ଆପଣ ଭି-ଡି-ଓ-ରେ ଦେଖି ପାରୁଥିବେ ରାସ୍ତାରେ ଗାଡିମଟର ଚଳାଚଳ ବ-ନ୍ଦ ରହିଛି ଓ ଲୋକମାନେ ମଧ୍ୟ ଘରୁ ବାହାରୁ ନାହାନ୍ତି ।

ରାସ୍ତାରେ କେବଳ କଂଗ୍ରେସ କର୍ମୀମାନେ ହ-ର-ତା-ଳ କରୁଛନ୍ତି ଓ ପୋ-ଲି-ସ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହି ଭି-ଡି-ଓ-ରେ ଆପଣ ମାଷ୍ଟର କ୍ୟାଣ୍ଟିନ ଛକର ଦୃଶ୍ୟ ଦେଖି ପାରୁଥିବେ । ସେଠାରେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ନେତୃତ୍ବରେ ଆ-ନ୍ଦୋ-ଳ-ନ ଜାରି ରହିଛି । ଆଉ ଦୁଇ ପ୍ଲାଟୁନ ପୋ-ଲି-ସ ଫୋର୍ସ ମଧ୍ୟ ତାଙ୍କୁ ଘେ-ରି ରହିଥିବା ଦେଖିବାକୁ ମିଳୁଛି । ସୁର ରାଉତରାୟ ତାଙ୍କ ବୟାନରେ କହିଛନ୍ତି କି, ତାଙ୍କ ଆ-ନ୍ଦୋ-ଳ-ନ-କୁ ଶିଥିଳ କରିବା ପାଇଁ ଚେଷ୍ଟା କାଯାଇଛି ।

ହେଲେ ମଧ୍ୟ ସେମାନେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ ଜାରି ରଖିଛନ୍ତି । ସକାଳୁ ଟ୍ରେନ ଓ ବସ୍ ଚଳାଚଳ ବନ୍ଦ କରିବା ସହ ବଜାର ଘା-ଟ ମଧ୍ୟ ବନ୍ଦ କରିଛନ୍ତି । ନିରୀହ ଯୁବତୀ ମମିତା ମେହେର ଯେପରି ନ୍ୟା-ୟ ପାଇବ ସେଥିପାଇଁ ଏହି ପ୍ରୋ-ଟେ-ଷ୍ଟ କରାଯାଇଛି ବୋଲି ସେ କହିଛନ୍ତି । ନ୍ୟା-ୟ ପାଇଁ ଦରକାର ପଡିଲେ ଆମେ ଗୁ-ଳି ଖାଇବାକୁ ବି ପ୍ରସ୍ତୁତ ଅଛୁ ବୋଲି ସୁର ଭାଇ କହିଛନ୍ତି । କିନ୍ତୁ ଆମ୍ବୁଲାନ୍ସ, ରୋଗୀ ଓ କ୍ଷୀର ଗାଡି ସବୁ ସେମାନେ ନ ଅଟକାଇ ଛାଡି ଦେଉଛନ୍ତି ।

ତେବେ ଜୋ-ର ଜ-ବ-ର-ଦ-ସ୍ତି କୌଣସି ଦୋକାନ ବା ଗାଡିମଟର ସେମାନେ ବନ୍ଦ କରିପାରିବେ ନାହିଁ ବୋଲି କ-ମି-ଶ-ନ-ରେ-ଟ ପୋ-ଲି-ସ ତାଙ୍କୁ ପୂର୍ବରୁ ଚେତାଇ ଦେଇଛନ୍ତି । ଯଦି ସେପରି କରନ୍ତି ତେବେ କ-ମି-ଶ-ନ-ରେ-ଟ ପୋ-ଲି-ସ ଏହା ବି-ରୁ-ଦ୍ଧ-ରେ କା-ର୍ଯ୍ୟା-ନୁ-ଷ୍ଠା-ନ ନେବ । ତେବେ ପ୍ରାୟ ୬ ଘଣ୍ଟା ଧରି ଏହି ବନ୍ଦ ଡାକରା ଜାରି ରହିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ତାଙ୍କର ଏହି ହ-ର-ତା-ଳ-ରେ ଲୋକଙ୍କର ମଧ୍ୟ ସଂପୂର୍ଣ୍ଣ ସମର୍ଥନ ଓ ସହଯୋଗ ରହୁଛି ବୋଲି କଂଗ୍ରେସ କର୍ମୀ ସ୍ପଷ୍ଟ କରିଛନ୍ତି ।

ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ଯେପରି ଅ-ମା-ନୁ-ଷି-କ ଭାବେ ହ-ତ୍ୟା କରାଯାଇଛି, ଏହି ମା-ମ-ଲା-ରେ ଜଡିତ ଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ବହିଷ୍କାର କରାଯାଉ ବୋଲି ସେମାନେ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ମହିଳା କଂଗ୍ରେସ ସମସ୍ତେ ରାଜରାସ୍ତାକୁ ଓହ୍ଲାଇ ଆସି ଏହାର ଜବାବ ଦେବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।