ବିବାହରେ ବୟସ କୁ ବାଧା ସାଜିବାକୁ ଦେଲେ ନାହିଁ Bollywood ର ଏହି 8 ହିରୋଇନ, କିଏ 40 ରେ ତ କିଏ 49 ରେ କରିଲେ ବିବାହ

ଆମ ଦେଶରେ ଝିଅ ମାନଙ୍କର ବିବାହ ବହୁତ ଜଲ୍ଦି ହୋଇଥାଏ । ଆଜି ବି ଆମ ଦେଶରେ ଠିକ ସମୟରେ ବିବାହ କରିବାର ନିୟମ ରହିଛି । ଭାରତରେ ବିଭା ପାଇଁ ବୟସ ସୀମା ୨୦ରୁ ୩୦ ବର୍ଷ ହୋଇଥାଏ ।

ଆଜି ଆମ ଦେଶରେ ଛୋଟ ପିଲା ମାନଙ୍କର ବିବାହ କରା ଯାଉଛି । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ୪୦ ବର୍ଷ ପରେ ମାରେଜ କରି ଖୁସିରେ ଲାଇଫ ସ୍ପେନ୍ଡ କରୁଛନ୍ତି । “ନିନା ଗୁପ୍ତା” : ନିନା ଗୁପ୍ତା ନିଜର ଦମଦାର ଅଭିନୟରେ ସମସ୍ତଙ୍କ ହୃଦୟକୁ ଜିତି ପାରିଛନ୍ତି । ସେ ନିଜ ଜୀବନରେ ଲୋକ ମାନଙ୍କ ଠାରୁ ବହୁତ ଆଗରେ ରହିଛନ୍ତି । ଯେବେ ମାରେଜ କଥା ଆସିଲା ତେବେ ସେ ୪୯ ବର୍ଷରେ ଦିଲ୍ଲୀର ପ୍ରସିଦ୍ଧ ଚାର୍ଟର୍ଡ ଆକାଉଣ୍ଟେଣ୍ଟ ବିବେକ ମେହେରାଙ୍କ ସହ ମାରେଜ କରିଥିଲେ ।

“ସୁହାସିନୀ ମୁଲେ” : ସୁହାସିନୀଙ୍କୁ ଜାତୀୟ ପୁରସ୍କାରରେ ସମାନୀତ କରା ଯାଇଛି । ୪୦ ବର୍ଷରେ ସେ ତାଙ୍କର ଦମଦାର ପ୍ରୋଫେସନାଲ ଲାଇଫରେ ବହୁତ ସଫଳତା ହାସଲ କରିଥିଲେ । ଯେବେ ତାଙ୍କ ମାରେଜ କଥା ଆସିଲା ସେତେବେଳେ ସେ ୪୦ ବର୍ଷରେ ୨୦୧୧ ଜାନୁଆରୀ ୧୬ରେ ଅତୁଲ ଗୁରଟୁଙ୍କ ସହ ମାରେଜ କରିଥିଲେ ।

“ଫରାହ ଖାନ” : ବଲିଉଡର ଜଣାଶୁଣା ଡାଇରେକ୍ଟର, କୋରିଓ ଗ୍ରାଫର ଓ ପ୍ରଡ୍ଯୁସର ଭାବେ ଫରାହ ଖାନ ପରିଚିତ ଅଟନ୍ତି । ସେ ୩୯ ବର୍ଷରେ ତାଙ୍କ ଠାରୁ ୮ ବର୍ଷ ଛୋଟ ଶିରୀଷ କୁନ୍ଦରଙ୍କ ସହ ମାରେଜ କରିଥିଲେ ।

“ଊର୍ମିଳା ମାତୋଣ୍ଡକର” : ରଙ୍ଗିଲା ଗାର୍ଲରେ ମସୁର ହୋଇଥିବା ଊର୍ମିଳା ୪୨ ବର୍ଷରେ ମାରେଜ କରିଥିଲେ । ସେ ନିଜର ମ୍ୟାରେଜକୁ ବହୁତ ସେକ୍ରେଟ ସହ କରିଥିଲେ । ସେ ମଡ଼େଲର ମୋହସିନ ଅଖତରଙ୍କ ସହ ମାରେଜ କରିଥିଲେ ।

“ପୂଜା ବତ୍ରା” : ପୂଜା ବତ୍ରା ନବାବ ସାହଙ୍କ ସହ ମାରେଜ କରିଥିଲେ । ଏହି ମାରେଜ ବହୁତ ଗୁପ୍ତରେ ହୋଇଥିଳୀ । ମ୍ୟାରେଜ ସମୟରେ ପୂଜାଙ୍କର ବୟସ ୪୨ ବର୍ଷ ଥିଲା ।

“ରାଣୀ ମୁଖାର୍ଜୀ” : ବଲିଉଡରେ ସଫଳ ଓ ସୁନ୍ଦରୀ ଅଭିନେତ୍ରୀ ଭାବେ ରାଣୀ ମୁଖାର୍ଜୀ ପରିଚିତ ଅଟନ୍ତି । ୨୦୧୪ରେ ସେ ଆଦିତ୍ୟ ଚୋପଡାଙ୍କ ସହ ମ୍ୟାରେଜ କରିଥିଲେ । ସେତେବେଳେ ତାଙ୍କର ବୟସ ୩୬ ବର୍ଷ ଥିଲା ।

“ପ୍ରୀତି ଜିନ୍ଟା”: ବଲିଉଡରେ ପ୍ରଥମ ଡିମ୍ପଲ ଗାର୍ଲ ନାମରେ ମସୁର ହୋଇଥିବା ପ୍ରୀତି ଜିନ୍ଟା ନେସ ବାଡିୟାଙ୍କ ସହ ଡେଟ କରୁଥିଲେ । କିନ୍ତୁ ଏହି ସମ୍ପର୍କ ବିବାହ ଯାଏଁ ପହଞ୍ଚି ପାରିନଥିଲା । ପ୍ରୀତି ୨୦୧୬ରେ ଜିନ ଗୁଡେନଫଙ୍କ ସହ ମାରେଜ କରିଥିଲେ । ଯେତେବେଳେ ତାଙ୍କୁ ୩୯ ବର୍ଷ ହୋଇଥିଲା ସେତେବେଳେ ସେ ମାରେଜ କରିଥିଲେ ।

“ଲିଜା ରେ” : ଲିଜା ରେ ପ୍ରଥମେ ଆଫତାବ ଶିବଦାସାନିଙ୍କ ସହ “କସୁର” ଫିଲ୍ମରେ ନଜର ଆସିଥିଲେ । ସେ ୪୦ ବର୍ଷରେ ଏକ୍ସ ମ୍ୟାନେଜମେଣ୍ଟ କନ୍ସଲଟେଣ୍ଟ ଜେସୋନଙ୍କ ସହ ମାରେଜ କରିଥିଲେ । ସେ ତାଙ୍କ ମାରେଡ ଲାଇଫରେ ବେଶ ଖୁସିରେ ଅଛନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।