ଦେଖନ୍ତୁ ଜେଜେଙ୍କ ସହ Babushan ଙ୍କ କୁନି ପୁଅ କିପରି କରୁଛନ୍ତି ମସ୍ତି, ଦେଖନ୍ତୁ Video

ଯେତେବେଳେ ଜଣେ ଦମ୍ପତ୍ତି ସନ୍ତାନର ମାତା ପିତା ହୋଇଥାନ୍ତି ତେବେ ତାଙ୍କର ଖୁସିର କୌଣସି ଠିକଣା ନ ଥାଏ । ସେମାନଙ୍କୁ ଲାଗେ କି ସେମାନେ ଦୁନିଆର ସମସ୍ତ ଖୁସି ପାଇ ଗଲେ । ଯେତେବେଳେ ଜେଜେବାପା ଓ ଜେଜେମା ନିଜ ନାତି କିମ୍ବା ନତୁଣୀକୁ ଦେଖନ୍ତି ତେବେ ସେମାନେ ବି ପୁରା ଆନନ୍ଦିତ ହୋଇ ଯାଆନ୍ତି । ପୁରା ପରିବାରରେ ଏକ ପ୍ରକାରର ଖୁସିର ଲହରୀ ଖେଳି ଯାଏ । ପରିବାର ସବୁ ସଦସ୍ୟ ସେହି କୁନି ପିଲା ସହ ଖେଳିବା ଆରମ୍ଭ କରନ୍ତି ।

ଏହା ପ୍ରତି ଘରର ଦୃଶ୍ୟ ହୋଇଥାଏ । ଏହିଭଳି କିଛି ଦୃଶ୍ୟ ବାବୁସାନଙ୍କ ଘରେ ବି ଦେଖିବାକୁ ମିଳିଛି । ଆପଣ ସମସ୍ତେ ଜାଣିଛନ୍ତି କି ବାବୁସାନ କିଛି ଦିନ ତଳେ ହିଁ ବାପା ହୋଇଛନ୍ତି । ସେ ତାଙ୍କର ପୁଅର ଭିଡିଓ ଓ ଫଟୋ ସମୟ ସମୟ ଶେୟାର କରିଥାନ୍ତି । ସବୁଠୁ ମୁଖ୍ୟ କଥା ହେଉଛି ବାବୁସାନଙ୍କ କିଛି ଭିଡିଓରେ ଜେଜେ ଉତ୍ତମ ମହାନ୍ତି ଓ ନାତି ଖେଳୁ ଥିବାର ନଜର ଆସନ୍ତି ।

ଆପଣ ସମସ୍ତେ ବାବୁସାନ ମହାନ୍ତିଙ୍କ ପରିବାର ବିଷୟରେ ଜାଣିଛନ୍ତି । ପିତା ଅଭିନେତା ଉତ୍ତମ ମହାନ୍ତି ଓ ମା ଅଭିନେତ୍ରୀ ଅପରାଜିତା ମହାନ୍ତି । କହିଦେଉଛୁ କି ବାବୁସାନ ବର୍ତ୍ତମାନ ସମୟରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଆଗଧାଡିର ଅଭିନେତା ଅଟନ୍ତି । ତାଙ୍କର ପ୍ରାୟତଃ ସବୁ ଫିଲ୍ମ ସୁପରହିଟ ହୋଇଥାଏ । ଦର୍ଶକମାନେ ବି ତାଙ୍କର ଫିଲ୍ମକୁ ବହୁତ ପସନ୍ଦ କରନ୍ତି ।

କହିଦେଉଛୁ କି ବାବୁସାନ ମହାନ୍ତି ବି ତାଙ୍କ ମାତା ଓ ପିତାଙ୍କ ଭଳି ସଫଳ ଅଭିନେତା ଅଟନ୍ତି । ସେ ବହୁତ କମ ସମୟ ମଧ୍ୟରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ନାଁ କରିଛନ୍ତି । କହିଦେଉଛୁ କି କିଛି ଦିନ ତଳେ ତାଙ୍କର ଗୋଟିଏ ଫିଲ୍ମର ଟ୍ରେଲର ଆସିଥିଲା । ଯାହାର ନାଁ ବିଦ୍ୟାରାଣ । ବର୍ତ୍ତମାନ ଦର୍ଶକମାନେ ଏହାର ଅପେକ୍ଷା କରିଛନ୍ତି ।

ଯଦି ବାବୁସାନଙ୍କ ପୁଅ ବିଷୟରେ କହିବା ତେବେ ଲକଡାଉନ କାରଣରୁ ପୁରା ପରିବାର ଏକାଠି ଥିଲେ । ଏହା ମଧ୍ୟରେ ବାବୁସାନଙ୍କ ପୁଅ ଅର୍ଥାତ ଜେଜେ ଉତ୍ତମ ମହାନ୍ତି ନିଜର ନାତି ସହ ଖେଳୁ ଥିବାର କିଛି ଭିଡିଓ ସାମ୍ନାକୁ ଆସିଛି । ଯାହାକି ବହୁତ ହିଁ ମଜାଦାର ଅଟେ । ଏତିକି ନୁହେଁ ବାବୁସାନ ବି ନିଜ ପୁଅ ସହ ଖେଳୁଥିବାର ନଜର ଆସୁଛନ୍ତି ।