ଏବେ ସହଜରେ ମିଳୁଛି, ନିହାତି ଖାଆନ୍ତୁ, ୧୦ ପ୍ରକାର ରୋଗ ଭଲ ହୋଇଯିବ, ଭାଇରସ ବି ପାଖ ମାଡିବନି- Health Tips

ନମସ୍କାର ବନ୍ଧୁଗଣ । ପଣସ ଏସିଆ ଦେଶର ସବୁଠାରୁ ଲୋକପ୍ରିୟ ଫଳ ଅଟେ । ପଣସ ଫଳ ମଧ୍ୟରେ ସବୁଠାରୁ ବଡ ଫଳ ଅଟେ । ପଣସ ଖାଇ ତାର ମଞ୍ଜିକୁ ଭୂଲର ବି ପକାନ୍ତୁ ନାହି । କାରଣ ଏଥିରେ ଥିବା ବିଭିନ୍ନ ପ୍ରକାରର ପୋଷାକତତ୍ତ୍ଵ ରହିଥାଏ ।

ଏହାକୁ ଖାଇଲେ କୋଲେଷ୍ଟର ବା ମୋଟାପଣ ହୋଇନଥାଏ । ଆଜି ଆମେ ଆପଣ ମାନଙ୍କୁ ପଣସ ମଞ୍ଜିର ଉପକାରିତା କଣ ରହିଛି ସେହି ବିଷୟରେ କହିବାକୁ ଯାଉଛୁ । ପ୍ରଥମେ ୧୦୦ଗ୍ରାମ ପଣସ ମଞ୍ଜି ନିଅନ୍ତୁ । ଏହାକୁ ଭଲ ଭାବେ ଧୋଇ ସାରିବା ପରେ ଏହାକୁ ହାଲକାରେ ଛେଚି ଦିଅନ୍ତୁ । ଏହା ପରେ ପଣସ ମଞ୍ଜିକୁ ଗୋଟିଏ ପାଟରେ ନେଇ ଏହାକୁ ଭଲ ଭାବେ ୫ ମିନିଟ ଜାଣେ ଭଜୀ ଏହାକୁ ଢାଙ୍କି ଦିଅନ୍ତୁ ।

ଏହାକୁ ସେତେ ଯାଏଁ ଭାଯିବେ ଯେ ଯାଏଁ ପଣସ ମଞ୍ଜି କଳା ନ ହୋଇଛି । ପଣସ ମଞ୍ଜି ଏକ ଲୌହର ତତ୍ତ୍ଵ ଅଟେ ଯାହା ହିମୋଗ୍ଲୋବିନର ମହତ୍ଵପୂର୍ଣ୍ଣ ତତ୍ତ୍ଵ ଅଟେ । ଏହା ଶରୀରରେ ରକ୍ତ ଅଧିକ କରିବାରେ ସାହାଜ୍ଯ କରିଥାଏ । ଯଦି କୌଣସି ବ୍ୟକ୍ତିଙ୍କୁ ଏନେମିଆର ସମସ୍ଯା ଅଛି ତେବେ ପଣସ ମଞ୍ଜିର ସେବନ ନିହାତି କରିବା ଉଆହକିଟ । ଏହା ଛଡା ରକ୍ତ ସମ୍ଭଧିତ ସମସ୍ଯାକୁ ମଧ୍ୟ କମ କରିବାରେ ସାହାଜ୍ୟ କରିଥାଏ । ପଣସ ମଞ୍ଜିରେ ପ୍ରଚୁର ମାତ୍ରାରେ କ୍ୟାଲୋରି ଓ କାର୍ବୋହାଇଡ୍ରେଡ ରହିଥାଏ । ଶରୀରର ଶକ୍ତି ବଢାଇବରେ ପଣସ ମଞ୍ଜି ଦରକାରୀ ହୋଇଥାଏ ।

ଏଥିରେ ଫାଇବାର ଅଧିକ ଥିବାରୁ ଯାହା ପାଚନ ତନ୍ତକୁ ସୁସ୍ଥ ରଖିବାରେ ଲାଭଦାୟକ ହୋଇଥାଏ । ପଣସ ମଞ୍ଜିରେ ଥିବା ପୋଷାକତତ୍ତ୍ଵ ଆମ ଶରୀରରେ ଇମ୍ୟୁନିଟି ପାୱାର ବୃଦ୍ଧି କରିବାରେ ସାହାଜ୍ଯ କରିଥାଏ । ଏଥିରେ ଜିଙ୍କ ଅଧିକ ରହିଥିବାରୁ ଯାହା ଇମ୍ୟୁନିଟି ପାୱାର ବଢାଇବା ସହ ଏଥିରେ ଆଣ୍ଟି ମାଇକ୍ରୋବ୍ୟାନ ଗୁଣ ରହିଥାଏ । ଯାହା ଆମ ଶରୀରରେ ବ୍ୟାକ୍ଟେରିୟାରୁ ମୁକ୍ତ ରଖିଥାଏ ।

ଏଥିରେ ଥିବା ଆଣ୍ଟି ଆକ୍ସିଡେଣ୍ଟ ରହିଥିବାରୁ ଏହା କ୍ୟାନ୍ସର ସହ ଲଢିବାରେ ସାହାଜ୍ଯ କରିଥାଏ । ଯଦି କୌଣସି ବ୍ୟକ୍ତିଙ୍କୁ ଆସ୍ଥାମା ହୋଇଥାଏ ତେବେ ତାଙ୍କୁ ପଣସ ମଞ୍ଜିର ସେବନ କରିବା ନିହାତି ଜରୁରୀ ଅଟେ । ଥଣ୍ଡା କ୍ଷୀରରେ ପଣସ ମଞ୍ଜି ବାଟି ଲଗାଇଲେ ମୁହଁ ସଫ୍ଟ ଓ ସ୍ମୁଥ ରହିଥାଏ । ଏଥିରେ ଭିଟାମିନ-ଏ ପ୍ରଚୁର ମାତ୍ରାରେ ଥିବାରୁ କେଶ ଝଡିବା ବନ୍ଦ କରିବାରେ ସାହାଜ୍ଯ କରିଥାଏ ।

ଏଥିରେ ଥିବା ପ୍ରୋଟିନ କେସକୁ ମଜବୁତ କରିଥାଏ । ଏହା ମାନସିକ ଚିନ୍ତା ଦୂର କରିବାରେ ସାହାଜ୍ଯ କରିଥାଏ । ପଣସ ମଞ୍ଜି ଭଲ ଭାବେ ଭାଜି ହୋଇଗଲେ ଏହାର ଚୋପା ଛଡାଇ ଦିଅନ୍ତୁ । ଏହା ପରେ ଏହାର ମଞ୍ଜିକୁ ସେବନ କରିଲେ ଏହା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ