ଅକ୍ଷୟ କୁମାର ପ୍ରଥମ ଥର ନେଲେ ନିଜ ମାଙ୍କ ସହିତ ସେଲଫି, ଦେଖିବା ମାତ୍ରେ ହିଁ ଲୋକମାନେ କରିବାକୁ ଲାଗିଲେ ଏମିତି ପ୍ରଶଂସା, କହିଲେ…

ବଲୀଉଡରେ ସବୁବେଳେ ନୂଆ ନୂଆ ଖବର ଆସିଥାଏ । ବର୍ତ୍ତମାନ ହିଁ ଖିଲାଡ଼ି କୁମାର ଅକ୍ଷୟ କୁମାରଙ୍କର ଏକ ନୂଆ ଖବର ସାମନାକୁ ଆସିଛି । ଆପଣଙ୍କୁ କହିଦେଉଛୁ ଯେ ବର୍ତ୍ତମାନ ଅକ୍ଷୟ କୁମାର ନିଜର ଫିଲ୍ମ “କେସରୀ” ପାଇଁ ବହୁତ ଚର୍ଚାରେ ଅଛନ୍ତି । ଏବଂ କିଛି ଦିନ ପୂର୍ବେ ହିଁ କେସରୀ ଫିଲ୍ମର ଟ୍ରେଲର ଦର୍ଶକ ସାମନାକୁ ଆସିଛି । ଏହି ଫିଲ୍ମର ଟ୍ରେଲର ବହୁତ ଧମାଲ ମଚାଇ ଦେଇଛି ।

୨୪ ଘଣ୍ଟା ମଧ୍ୟରେ ୨୦ ମିଲିୟନର ଅଧିକ ଲୋକମାନେ ଏହି ଟ୍ରେଲରକୁ ଦେଖି ସାରିଛନ୍ତି । ଏହି ଫିଲ୍ମ ୨୧ ମାର୍ଚରେ ରିଲିଜ ହେବାର ଅଛି ।

କହି ଦେଉଛୁ ଯେ ବର୍ତ୍ତମାନ ହିଁ ଅକ୍ଷୟଙ୍କୁ ଏହି ଫିଲ୍ମ କାରଣରୁ ଲୋକମାନଙ୍କ ଠାରୁ ବହୁତ ଗାଳି ବି ଶୁଣିବାକୁ ମିଳିଥିଲା । କହିବାକୁ ଗଲେ ଅକ୍ଷୟ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ନିଜ ଫିଲ୍ମର ଏକ ଗୀତ ରିଲିଜ କରିଥିଲେ । ଯେମିତି ହିଁ ଏହି ଗୀତକୁ ଅକ୍ଷୟ ନିଜ ଟ୍ୱିଟର ଉପରେ ଶେୟାର କରିଲେ, ସେମିତି ହିଁ ସୋସିୟାଲ ମିଡିୟା ୟୁଜର୍ସମାନେ ତାଙ୍କୁ ଟ୍ରୋଲ କରିବାକୁ ଆରମ୍ଭ କରିଦେଲେ ।

ଗୀତ ରିଲିଜ କରିବା ଉପରେ କେତେକ ଲୋକ ତାଙ୍କର ଆଲୋଚନା କରିଲେ ତ କିଛି ଲୋକମାନେ ତାଙ୍କର ଥଟ୍ଟା କରିବାକୁ ଲାଗିଲେ । ଅନ୍ୟ ପଟେ ଏହି ଘଟଣା ପୂର୍ବରୁ ଅକ୍ଷୟ କୁମାର ନିଜର ଦୟାଳୁ ଆଚରଣ କାରଣରୁ ଖବରରେ ଆସିଥିଲେ ।

ଆପଣଙ୍କୁ କହିଦେଉଛୁ ଯେ ଆଜି ପୁଣି ଥରେ ଅକ୍ଷୟ ସୁର୍ଖିୟାରେ ଅଛନ୍ତି । ଏଥର ସେ କୌଣସି ଟ୍ରୋଲ ପାଇଁ ନୁହେଁ, ତାଙ୍କର ପ୍ରଶଂସା ପାଇଁ ହେଉଛି । ବର୍ତ୍ତମାନ ହିଁ ଅକ୍ଷୟ ନିଜର ମା ଅରୁଣା ଭାଟିୟାଙ୍କ ସହିତ ନିଜର ଏକ ସେଲଫି ଶେୟାର କରିଛନ୍ତି । ଯାହାକି ବହୁତ ଭାଇରାଲ ହେଉଛି ।

ଅକ୍ଷୟ କେତେ ବି ବଡ ସୁପରଷ୍ଟାର ହୋଇ ଯାଆନ୍ତୁ ନାହିଁ କାହିଁକି ତାଙ୍କ ପାଇଁ ତାଙ୍କର ପରିବାର ପ୍ରଥମେ ଆସିଥାଏ । ସେ ସବୁବର୍ଷ ନିଜର ପରିବାରଙ୍କ ସହିତ ଛୁଟି ମନାଇବା ପାଇଁ ବିଦେଶକୁ ଯାଆନ୍ତି ଏବଂ ବହୁତ ଫଟୋ ବି ଶେୟାର କରନ୍ତି । ଆଜି ହିଁ ସେ ନିଜ ମାଙ୍କ ସହିତ ନେଇଥିବା ଏକ ଫଟୋ ସମସ୍ତଙ୍କୁ ବହୁତ ପସନ୍ଦ ଆସୁଛି । ଏବଂ ତାଙ୍କର ବହୁତ ପ୍ରଶଂସା କରା ଯାଉଛି ।

ପୋଷ୍ଟଟି ଭଲ ଲାଗିଲେ ସେଆର କରନ୍ତୁ ଓ ଆଗକୁ ଏମିତି ନୂଆ ନୂଆ ମନୋରଞ୍ଜନ ଖବର ପାଇଁ ପେଜକୁ ଲାଇକ କରନ୍ତୁ ।