“ସବ୍ୟସାଚୀ” ଓ “ଅର୍ଚ୍ଚିତା” ଏମିତି ପାଳନ କଲେ ରାମ ନବମୀ, ଦେଖନ୍ତୁ!

ଓଡିଆ ଜଗତରେ ଅଭିନୟ କରୁଥିବା କଳାକାର ମାନେ ନିଜର ସାନଦାର ଅଭିନୟରେ ଦର୍ଶକ ମାନକର ହୃଦୟରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଅନେକ କାଳକାର ମାନେ ନିଜର ସୁନ୍ଦରାତା, ଅନ୍ଦାଜ, ଷ୍ଟାଇଲ, ଲୁକ, ବ୍ୟବହାର ପାଇଁ ଓଡିଆ ଇଣ୍ଡଷ୍ଟ୍ରିରେ ନିଜ ପାଇଁ ନୂଆ ପରିଚୟ ସୃଷ୍ଟି କରି ପାରିଛନ୍ତି । ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ଟିଭି ଦୁନିଆରେ ଅଭିନୟ କରିବା ସହ ବାସ୍ତବ ଜୀବନରେ ପରସ୍ପର ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚନାଙ୍କ ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ ।

ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚନାଙ୍କ ଯୋଡି ଦର୍ଶକ ମାନକୁ ବହୁତ ପସନ୍ଦ ଆସିଥାଏ । ଦୁହେଁ ପରସ୍ପର ସହ ଅନେକ ଫିଲ୍ମରେ ଅଭିନୟ କରି ଓଡିଆ ଜଗତକୁ ହିଟ ଫିଲ୍ମ ଦେଇ ସାରିଛନ୍ତି । ଓଡିଆ ଚଳଚିତ୍ର ଜଗତର ସବୁଠାରୁ ସୁପର ଯୋଡି ଭାବେ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚନା ଖୁବ ଲୋକପ୍ରିୟ ଅଟନ୍ତି । ଫିଲ୍ମ ଦୁନିଆରେ ଦୁହିଙ୍କର ଯୋଡିକୁ ସୋସିଆଲ ମିଡିଆରେ ମଧ୍ୟ ବହୁତ ଲାଇକ କରା ଯାଇଛି ।

ଦୁହିଙ୍କର “ସ୍ମାଇଲ ପ୍ଳିଜ”, “ବାଏ ବାଏ ଦୁବାଇ”, “କେବେ ତମେ ନାହଁ କେବେ ମୁଁ ନାହି” ଆଦି ଫିଲ୍ମ ଗୁଡିକ ଖୁବ ଲୋକପ୍ରିୟ ହୋଇଥିଲା । ଫିଲ୍ମ ଦୁନିଆରେ ଅଭିନୟ କରିବା ପରେ ବର୍ତ୍ତମାନ ବାସ୍ତବ ଜୀବନରେ ଦୁହେଁ ପରସ୍ପରର ରିୟଲ ଲାଇଫ ପାର୍ଟନର ହୋଇଛନ୍ତି । ଦୁହେଁ ପରସ୍ପର ସହ ସବୁ ଦିନ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବିବାହ ପରେ ଦୁହେଁ ବହୁତ ହସ ଖୁସିରେ ଜୀବନ ଅତିବାହିତ କରୁଛନ୍ତି ।

ନିଜ ପରିବାର ଲୋକଙ୍କ ସହ ଅର୍ଚ୍ଚିତା ବହୁତ ଭଲ ବ୍ୟବହାର କରିବା ସହ ପରିବାର ଲୋକଙ୍କର ବହୁତ ଭଲ ଭାବେ ଯତ୍ନ ନେଉଛନ୍ତି । ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ମଧ୍ୟରେ ପ୍ରଚୁର ଭଲ ପାଇବା ରହିବା ସହ ଦୁହିଙ୍କ ଭିତରେ ବୁଝାମଣା ମଧ୍ୟ ରହିଛି । ଦୁହେଁ ପରସ୍ପର ସହ ସାତ ଜନ୍ମ ପାଇଁ ଏକାଠି ରହିବାକୁ ନିସ୍ପତି ନେଇଛନ୍ତି । ବିବାହ ପରେ କାଶ୍ମୀରରେ ନିଜର ହନିମୂନ ମନେଇବାକୁ ଯାଇଥିଲେ । ସେଠାରେ ଦୁହେଁ ବହୁତ ମଜାମସ୍ତି ମଧ୍ୟ କରିଥିଲେ ।

ସେଠାରୁ ଫେରିବା ପରେ ଦୁହେଁ ଖୁବ ଧୁମଧାମରେ ରାମ ନବମୀ ପାଳନ କରିଛନ୍ତି । ଆମ ପରମ୍ପରା ଓ ସଂସୃତି ଅନୁଯାୟୀ ଦୁହେଁ ରାମ ନବମୀ ନିଜ ଘରେ ପାଳନ କରିଛନ୍ତି । ନୀତି ନିୟମ କୁ ପାଳନ କରି ସବ୍ୟସାଚୀ ଓ ଅର୍ଚ୍ଚିତା ପ୍ରଭୁ ରାମଚନ୍ଦ୍ରଙ୍କର ପୂଜା ଆରାଧନା କରିଛନ୍ତି । ଏହି ସେଲିବ୍ରେସନକୁ ଦୁହେଁ ସୋସିଆଲ ମିଡିଆରେ ଶେୟାର କରିବା ସହ ତାଙ୍କ ଫ୍ୟାନ୍ସ ମାନକୁ ରାମ ନବମୀର ଶୁଭେଚ୍ଛା ଜଣାଇଛନ୍ତି ।

ଓଡିଆ ଇଣ୍ଡଷ୍ଟ୍ରିର ଅନେକ କାଳାକାର ମାନେ ଳଵ ମ୍ୟାରେଜ କରିଛନ୍ତି ଓ ବେଶ ଖୁସିରେ ନିଜ ଜୀବନ ଅତିବାହିତ କରୁଛନ୍ତି । ସେମାନଙ୍କ ମଧ୍ୟରୁ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ମଧ୍ୟ ବେଷ୍ଟ କପଲ ବା ଯୋଡି ଭାବେ ନିଜର ଲାଇଫ ସ୍ପେନ୍ଡ କରୁଛନ୍ତି । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।