୪୩ ବର୍ଷୀୟ Mika Singh ଏହି ସୁନ୍ଦରୀ ସିଙ୍ଗରଙ୍କୁ ବିବାହ ପାଇଁ କରିଲେ ପ୍ରପୋଜ, ଦେଖନ୍ତୁ ଭାଇରାଲ ଭିଡିଓ

ବଲିଉଡର ପଞ୍ଜାବୀ ଗାୟକ ଓ ଲୋକଙ୍କ ଦିଲରେ ରାଜ କରୁଥିବା ମୋଷ୍ଟ ପପୁଲାର ସିଙ୍ଗର ଭାବେ ମିକ୍କା ସିଂ ଖୁବ ଚର୍ଚ୍ଚାରେ ରହି ଆସିଛନ୍ତି । ବର୍ତ୍ତମାନ ସେ ତାଙ୍କର ଏକ ବିଡିଓ ପାଇଁ ସୋସିଆଲ ମିଡିଆରେ ଖୁବ ଲୋକପ୍ରିୟ ହେଉଛନ୍ତି । ଏହି ବିଡିଓଟି ଟିଭି ସିରିଏଲର ସିଙ୍ଗିଙ୍ଗ ରିୟାଲିଟି ସୋ “ଇଣ୍ଡିଆନ ପ୍ରୋ ମ୍ୟୁଜିକ ଲିଗ” କୁ ନେଇ ସମ୍ଭଧ ରହିଛି । ଏହି ଦିନରେ ମସୁର ଗାୟକ ମିକ୍କା ସିଂ ଏହି ରିୟାଲିଟି ସୋରେ ଖୁବ ବ୍ୟସ୍ତ ରହୁଛନ୍ତି ।

ଏହି ସୋରେ ସେ ଜଜ ଭାବେ ଅଛନ୍ତି । ଏହି ଏପିସୋଡର ଏକ ଅଧ୍ୟାୟରେ ମିକ୍କା ସିଂ ଗୁଜୁରାଟରୁ ଆସିଥିବା ଗାୟିକା ଭାବେ ଭୂମି ତ୍ରିବେଦୀଙ୍କୁ କିଛି ଏମିତି କଥା କହିଛନ୍ତି ଯାହା ବର୍ତ୍ତମାନ ଖୁବ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ମିକ୍କା ସିଂ ଗୁଜୁରାଟର ରକ୍ସ ଗାୟିକା ଭୂମି ତ୍ରିବେଦୀଙ୍କୁ ଏହି ରିୟାଲିଟି ସୋର ମଞ୍ଚ ଉପରେ ତାଙ୍କୁ ବିବାହ କରିବା ପାଇଁ ପ୍ରପୋଜ କରିଥିଲେ । ତାଙ୍କର ଏହି ପ୍ରସ୍ତାବରେ ଭୂମିଙ୍କ ସହ ଅନ୍ୟ ଦର୍ଶକ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ ।

ଏହି ଘଟଣାର ବିଡିଓ ସୋସିଆଲ ମିଡିଆରେ ଖୁବ ଜୋରସୋରରେ ଭାଇରାଲ ହେବାରେ ଆଗେଇ ଚାଲିଛି । ମିକ୍କା ସିଂଙ୍କର ଏହି ପ୍ରସ୍ତାବକୁ ଗାୟିକା ଭୂମି ତ୍ରିବେଦୀ ଷାଣ୍ଡର ଉତ୍ତର ଦେଇଛନ୍ତି । ଏହି ସୋରେ ମୁକ୍କା ସିଂ ଅକ୍ଷୟ କୁମାର ଓ ସଲମାନ ଖାନଙ୍କ ଫିଲ୍ମ “ମୁଝ୍ସେ ସାଦି କରୋଗେ” ର ଟାଇଟେଲ ଗୀତ “ମୁଝ୍ସେ ସାଦି କରୋଗେ” ଗାଇଥିଲେ । ଏହି ଗୀତଟି ଗାଇ ସାରିବା ପରେ ସେ ଭୂମିଙ୍କୁ ତାଙ୍କ ସହ ବିବାହ କରିବେ କି ନାହି ପ୍ରଶ୍ନ କରିଥିଲେ ।

ମିକ୍କା ସିଂ କହିଥିଲେ “ମୁଝ୍ସେ ସାଦି କରୋଗେ ? ଭୂମି ଏବେ ତ କହିଦିଅ କି ମୁଝ୍ସେ ସାଦି କରୋଗେ” ? ସବୁ ଦର୍ଶକ ମାନେ ଭୂମିଙ୍କର ସାଥ ଦେଉଥିବାରୁ ମିକ୍କା ସିଂ ମଧ୍ୟ ଭୂମିଙ୍କ ସାଥ ଦେବା ପାଇଁ ଚିନ୍ତା କରିଥିଲେ । ଶେଷରେ ମିକ୍କା ସିଂ ଭୂମି ତ୍ରିବେଦୀଙ୍କ ସାମନାରେ ବସି ଗଲେ । ସେହି ସମୟରେ ପୁଣି ଥରେ “ମୁଝ୍ସେ ସାଦି କରୋଗେ” ଗୀତାଟି ବାଜିଥିଲା । ଏହା ପରେ ମିକ୍କା ସିଂଙ୍କ ପ୍ରସ୍ତାବରେ ଭୂମି ଉତ୍ତର ଦେଇଥିଲେ ଯେ ସେ ତାଙ୍କ ପାଇଁ ପ୍ରଥମରୁ ହିଁ ଦୁଲହନ ରେଡି କରି ରଖିଛନ୍ତି ।

 

ସେଥି ପାଇଁ ଏହି ଘଟଣା ପାଇଁ ତାଙ୍କ ସହ ଅନ୍ୟାୟ ହେବ । ଏହି ସୋର ଅନ୍ୟ ଜଜ ଏହି ଘଟଣାକୁ ନେଇ କହିଥିଲେ ଯେ “ଏ ବାହାଘର ସେତେବେଳେ ହେବ ଯେତେବେଳେ ମିକ୍କା ସିଂ ପଞ୍ଜାବ ଛାଡି ଗୁଜୁରାଟ ଯିବେ” । ଏହି କଥାକୁ ଶୁଣି ସବୁ ଲୋକମାନେ ହସିଥିଲେ । ଏହି ବିଡିଓର ଶେଷରେ ଜଣାପଡିଲା ଯେ ମିକ୍କା ସିଂ ଏହି କଥାଟିକୁ ନେଇ ଥଟ୍ଟା କରୁଥିଲେ । ସେହିପରି ଭୂମି ମଧ୍ୟ ତାଙ୍କର ଏହି କଥାର ଉତ୍ତର ବହୁତ ମଜାରେ ଦେଇଥିଲେ ।

ମିକ୍କା ସିଂଙ୍କର ଏହି ପ୍ରସ୍ତାବକୁ ନେଇ ସମସ୍ତେ ପ୍ରଥମରୁ ଆଶ୍ଚର୍ଯ୍ୟ ହୋଇଥିଲେ ମଧ୍ୟ ପରେ ସବୁ କିଛି ଠିକ ହୋଇଥିଲା । ଆଗରୁ ମିକ୍କା ସିଂ ଭାରତୀୟ ଫିଲ୍ମର ଅଭିନେତ୍ରୀ ଆକାଂକ୍ଷା ପୁରୀଙ୍କ ସହ ନିଜ ନାମ ଯୋଡି ଖୁବ ଚର୍ଚ୍ଚାରେ ରହିଥିଲେ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।