ଦ୍ଵିତୀୟ ବିବାହ ପୂରାପୂରି ବଦଳେଇ ଦେଲା TV ର ଏହି 5 ଜଣ ଅଭିନେତ୍ରୀ ଙ୍କ ଜୀବନ, 4 ନମ୍ବର Actress ଙ୍କ ନାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା କଳାକାର ମାନେ ପ୍ରେମ କରି ମାରେଜ କରିଛନ୍ତି ତ ଆଉ କେତେକ ଆରେଞ୍ଜ ମାରେଜ କରି ବେଶ ଖୁସିରେ ଲାଇଫ ସ୍ପେନ୍ଡ କରୁଛନ୍ତି । କିଛି କ୍ଷେତ୍ରରେ ସେମାନଙ୍କ ବିବାହ ଜୀବନ ସଫଳ ହେଉଛି ତ ଆଉ କିଛି କ୍ଷେତ୍ରରେ ଅସଫଳ ହେଉଛି ।

କିଛି କଳାକାର ମାନେ ନିଜର ପ୍ରଥମ ମ୍ୟାରେଜରେ ଅସଫଳ ହୋଇ ଦିତୀୟ ବିବାହ କରି ଆଜିକା ଡେଟରେ ବହୁତ ହାପି ଲାଇଫ ବିତାଉଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ନିଜର ଦିତୀୟ ମାରେଜ ଲାଇଫରେ ବେଶ ଖୁସିରେ ଅଛନ୍ତି ।

“ଗୌତମୀ କପୁର” : ଟିଭି ଜଗତର ଫ୍ୟାମ୍ସ ଅଭିନେତ୍ରୀ ଗୌତମୀ କପୁର ପ୍ରଥମେ ଫ୍ଯମାସ ଫୋଟୋସପ ମଧୁର ଶ୍ରୋଫଙ୍କ ସହ ମାରେଜ କରିଥିଲେ । ଏହା ପରେ ଦୁହିଙ୍କର ମନାନ୍ତର ହେବା ଯୋଗୁ ଏମାନେ ଅଲଗା ହୋଇଥିଲେ । ଏହା ପରେ ଗୌତମୀ ଅଭିନେତା ରାମ କପୁରଙ୍କ ସହ ୨୦୦୩ରେ ଦିତୀୟ ମ୍ୟାରେଜ କରି ଆଜିକା ଡେଟରେ ବହୁତ ଖୁସିରେ ଅଛନ୍ତି ।

“ରୁଚା ଗୁଜୁରାତି” : “ଭାବି” ସିରିଏଲରେ ସୁହାରା ଭୂମିକାରେ ଅଭିନୟ କରି ଅଭିନେତ୍ରୀ ରୁଚା ବହୁତ ଫ୍ୟାମସ ହୋଇଥିଲେ । ସେ ପ୍ରଥମେ ବିଜନେସ ମ୍ୟାନ ମିଥୁଲ ଶାଙ୍ଗଭୀଙ୍କ ସହ ମାରେଜ କରିଥିଲେ । ଏହା ପରେ ଦୁହେଁ ପରସ୍ପର ଠାରୁ ଅଲଗା ହୋଇଥିଲେ । ଏହା ପରେ ରୁଚା ୨୦୧୬ରେ ବିଶାଲଙ୍କ ସହ ଦିତୀୟ ମାରେଜ କରି ବେଶ ଖୁସିରେ ଅଛନ୍ତି ।

“ତନାଜ ଇରାନୀ” : ଟିଭି ଜଗତରେ ଅନେକ ସିରିଏଲରେ ଅଭିନୟ କରିବାର ଅଭିନେତ୍ରୀ ତନାଜ ଇରାନୀ ନଜର ଆସିଛନ୍ତି । ସେ ପ୍ରଥମେ ଅଭିନେତା ଫରିଦ କୁରିନଙ୍କ ସହ ମାରେଜ କରିଥିଲେ । ଏହା ପରେ ଦୁହିଙ୍କ ମଧ୍ୟରେ ଠିକ ବୁଝାମଣା ନ ହେବାରୁ ଦୁହେଁ ଅଲଗା ହୋଇ ଯାଇଥିଲେ । ଏହା ପରେ ୨୦୦୭ରେ ତନାଜ ଇରାନୀ ବଖତିୟାର ଇରାନୀ ଯିଏ ତାଙ୍କ ଠାରୁ ବୟସରେ ୮ ବର୍ଷ ଛୋଟ ତାଙ୍କ ସହ ଦିତୀୟ ମ୍ୟାରେଜ କରି ଆଜିକା ଡେଟରେ ବହୁତ ଖୁସିରେ ଲାଇଫ ବିତାଉଛନ୍ତି ।

“ଦୀପିକା କକ୍କଡ” : କଲର୍ସ ଚ୍ୟାନେଲରେ ପ୍ରସାରିତ ହେଇଥିବା “ଶଶୁରାଲ ସୀମର କା” ସିରିଏଲରେ ସୀମର ଭିମିକରେ ଅଭିନେତ୍ରୀ ଦୀପିକା କକ୍କଡ ନଜର ଆସିଥିଲେ । ତାଙ୍କର ପ୍ରଥମ ମ୍ୟାରେଜ ରୋନକଙ୍କ ସହ ହୋଇ ମଧ୍ୟ ଅସଫଳ ହୋଇଥିଲା ଯାହା ଫଳରେ ଦୀପିକା ମାରେଜର ୩ ବର୍ଷ ପରେ ରୋନକଙ୍କ ଠାରୁ ଅଲଗା ହୋଇ ଯାଇଥିଲେ । ଏହା ପରେ ସେ ଅଭିନେତା ଶୋଏବ ଇବ୍ରାହିମଙ୍କ ସହ ୨୦୧୮ରେ ଦିତୀୟ ବିବାହ କରିବା ପରେ ତାଙ୍କର ଜୀବନ ପୂରାପୂରି ବଦଳି ଯାଇଛି । ଆଜିକା ଡେଟରେ ଦୁହେଁ ପରସ୍ପରକୁ ବହୁତ ଭଲ ପାଇବା ସହ ହାପି ଲାଇଫ ସ୍ପେନ୍ଡ କରୁଛନ୍ତି ।


“କାମ୍ୟା ପଞ୍ଜାବୀ” : “ଶକ୍ତି” ସିରିଏଲରେ ଅଭିନୟ କରିଥିବା ଅଭିନେତ୍ରୀ କାମ୍ୟା ପଞ୍ଜାବୀ ଏହି ଲିଷ୍ଟର ଶେଷରେ ଅଛନ୍ତି ।  ସେ ପ୍ରଥମେ ୨୦୦୩ରେ ବିଜନେସ ମାଇଁ ବଣ୍ଟି ନେଗୀଙ୍କ ସହ ମାରେଜ କରିଥିଲେ ମଧ୍ୟ ୨୦୧୩ରେ ଦୁହେଁ ଅଲଗା ହୋଇଥିଲେ । ଏହା ପରେ ୨୦୨୦ରେ ସଲାବ ଧଙ୍ଗଙ୍କ ସହ ଦିତୀୟ ମାରେଜ କରି ବେଶ ଖୁସିରେ ଲାଇଫ ବିତାଉଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ