ନିଜ ସହିତ କାମ କରୁଥିବା ହିରୋଇନମାନଙ୍କୁ ଯେବେ କରିବାର ଥାଏ ଇମ୍ପ୍ରେସ, ତ ଏହି ଟ୍ରିକ ଆପଣାଇ ଥାନ୍ତି ସଞ୍ଜୟ ଦତ୍ତ

ନିଜର ଦମଦାର ଅଭିନୟ ଓ ଜବରଦସ୍ତ ଆକ୍ସନ ପାଇଁ ପରିଚିତ ଥିବା ଅଭିନେତା ସଞ୍ଜୟ ଦତ୍ତଙ୍କୁ ତ ଆପଣ ଭଲ ଭାବରେ ଜାଣିଛନ୍ତି । ଯିଏକି ବଲୀଉଡକୁ ଗୋଟିଏରୁ ବଳି ଗୋଟିଏ ସୁପରହିଟ ଫିଲ୍ମ ଦେଇଛନ୍ତି । ଏହା ଛଡା ତାଙ୍କ ଜୀବନୀ ଉପରେ ବି ଏକ ଫିଲ୍ମ ତିଆରି ହୋଇ ସାରିଛି ଯାହାର ନାମ ଫିଲ୍ମ ‘ସଞ୍ଜୁ’ ଅଟେ । ତେବେ ଆଜି ଆମେ ତାଙ୍କ ବିଷୟରେ ଏମିତି କିଛି କଥା କହିବା ପାଇଁ ଯାଉଛୁ ଯାହାକୁ ଜାଣିଲେ ଆପଣ ବିଶ୍ଵାସ କରିବେ ନାହିଁ ।

ଇମୋଶନଲୀ ବ୍ଲାକମେଲ :

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ସଞ୍ଜୟ ଦତ୍ତ ବର୍ତ୍ତମାନ ପର୍ଯ୍ୟନ୍ତ ୩୦୦ ଝିଅମାନଙ୍କୁ ଡେଟ କରିସାରିଛନ୍ତି । କହିବାକୁ ଗଲେ ସେ ଝିଅମାନଙ୍କୁ ସର୍ବ ପ୍ରଥମେ ଗୋଟିଏ କବ୍ରିସ୍ତାନକୁ ନେଇ ଯାଉଥିଲେ ଓ ମିଛରେ କୌଣସି ବି କବ୍ରକୁ ନିଜ ମା’ର କବ୍ର କହି ଦୁଃଖିତ ହେଉଥିଲେ ଓ ସେହି ଝିଅ ସହିତ ପ୍ରଥମେ ବନ୍ଧୁତା କରୁଥିଲେ । ମାଧୁରୀ ଦୀକ୍ଷିତଙ୍କ ସହିତ ମଧ୍ୟ ସେ ଏହିଭଳି କରିଥିଲେ । କିନ୍ତୁ ଡ୍ରଗ ଏଡିକ୍ଟ ହେବା କାରଣରୁ ଏହି ଦୁଇ ଜଣଙ୍କର ସମ୍ପର୍କ ଭାଙ୍ଗିଗଲା ଓ ସେମାନେ ପରସ୍ପର ଠାରୁ ଅଲଗା ହୋଇଗଲେ ।

ମାନ୍ୟତାଙ୍କ ସହିତ ବିବାହ :

କହିବାକୁ ଗଲେ ପିତା ସୁନୀଲ ଦତ୍ତଙ୍କର ମୁର୍ତ୍ୟୁ ପରେ ସଞ୍ଜୟ ଦତ୍ତ ବିବାହ କରିବା ପାଇଁ ନିଷ୍ପତି ନେଲେ କାରଣ ସେ ନିଜ ଜୀବନରେ ପୁରା ଏକୁଟିଆ ହୋଇ ଯାଇଥିଲେ । ଏହା ପରେ ତାଙ୍କ ଜୀବନରେ ମାନ୍ୟତା ଆସିଲେ ଓ ସେ ମାନ୍ୟତାଙ୍କୁ ବିବାହ କରିନେଲେ । ଆଜିକାଲି ସେ ନିଜର ବୈବାହିକ ଜୀବନରେ ବହୁତ ଖୁସିରେ ଅଛନ୍ତି । ଆପଣଙ୍କୁ କହିଦେଉଛୁ କି ତାଙ୍କର ଦୁଇଟି ସନ୍ତାନ ବି ଅଛନ୍ତି ଓ ସେମାନେ ନିଜ ପରିବାର ସହିତ ବହୁତ ଖୁସିରେ ରହୁଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।