ଗୁଗୁଲରେ ଭୁଲରେ ବି ଏହି ସୁନ୍ଦରୀମାନଙ୍କ ନା ସର୍ଚ କରନ୍ତୁ ନାହିଁ, ପଡ଼ିପାରନ୍ତି ଅସୁବିଧାରେ

ଯଦି ଆପଣଙ୍କୁ ଲାଗୁଛି କି ଗୁଗଲରେ କିଛି ବି ସର୍ଚ କରି ବ୍ରାଉଜିଂଗ ହିସ୍ଟ୍ରୀ ଡିଲୀଟ କରିବା ପରେ ଆପଣଙ୍କର ସମସ୍ତ ଡିଟେଲ୍ସ ଗାୟବ ହୋଇଯିବ, ତେବେ ଆପଣ ଭୁଲ ଭାବୁଛନ୍ତି । ଆମେ ଆପଣଙ୍କୁ କହିଦେଉଛୁ କି ଗୁଗଲରେ ଆପଣଙ୍କ ଦ୍ଵାରା କରାଯାଇଥିବା ସମସ୍ତ ସର୍ଚର ପୁରା ରେକର୍ଡ ରଖାଯାଇଥାଏ । ଏହା ଛଡା ଗୁଗଲରେ କିଛି ମହିଳାମାନଙ୍କର ନାମକୁ ସର୍ଚ କରିବା, ସମସ୍ୟାକୁ ଡାକି ଆଣିବା ସହ ସମାନ ଅଟେ ।

କହିବାକୁ ଗଲେ ସାଇବର ସିକ୍ୟୁରିଟୀ ଫର୍ମ ମ୍ୟାକେଫୀ ଏମିତି କିଛି ସିଲେବ୍ରିଟୀମାନଙ୍କର ଲିସ୍ଟ ଜାରି କରିଛନ୍ତି, ଯାହାଙ୍କର ନାମ ସର୍ଚ କରିବା କୌଣସି ସମସ୍ୟାକୁ ଡାକିବା ସଙ୍ଗେ ସମାନ ଅଟେ । କହିବାକୁ ଗଲେ ଏହି ସିଲେବ୍ରିଟୀଙ୍କର ନାମ ସହିତ କିଛି ଭୟାନକ ଲିଙ୍କ ସାମିଲ ହୋଇଥାଏ ଓ ଏହି ଲିଙ୍କ ଆପଣଙ୍କୁ ଅସୁବିଧାରେ ପକାଇ ପାରେ । ଏହି ଲିସ୍ଟରେ କେତେକ ହଲିଉଡ ଅଭିନେତ୍ରୀମାନେ ସାମିଲ ଅଛନ୍ତି ।

ଏହି ଲିସ୍ଟରେ ଆମେରିକାର ରିୟାଲିଟୀ ଷ୍ଟାର ‘କିମ କାର୍ଦଶିୟନ’ ସବୁଠୁ ଆଗରେ ଅଛନ୍ତି । କିମ ନିଜ ଶରୀର ଓ ସୁନ୍ଦରତା ପାଇଁ ପ୍ରାୟତଃ ଚର୍ଚାରେ ରହିଥାନ୍ତି । ସୋସିଆଲ ମିଡିଆରେ ତାଙ୍କର ହଟ ଫଟୋ ଭରପୁର ଅଛି ।

କିନ୍ତୁ ଯଦି ଆପଣ ତାଙ୍କର ନାମକୁ ସର୍ଚ କରୁଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ । କହିବାକୁ ଗଲେ ଆମେରିକାର ଟିଭି ଷ୍ଟାର କିମ ଇଣ୍ଟର୍ନେଟରେ ସବୁଠୁ ଅଧିକ ଭୟାନକ ସେଲେବ୍ରିଟୀ ହୋଇ ଯାଇଛନ୍ତି । କିମଙ୍କ ଭଳି ତାଙ୍କର ଭଉଣୀ କୋର୍ଟନୀ କାର୍ଦଶିୟନଙ୍କର ନାମ ବି ଏହି ଲିସ୍ଟରେ ସାମିଲ ଅଛି ।

ଏହା ଛଡା ବ୍ରିଟେନର ପ୍ରସିଦ୍ଧ ସିଙ୍ଗର ଏଡେଲ, ବ୍ରିଟେନ ର ଟିଭି – ରେଡିଓ ପ୍ରେଜେଂଟର ଓ ମଡେଲ କୈରୋଲିନଙ୍କର ନାମ ବି ଏଥିରେ ସାମିଲ ଅଛି । ସୁନ୍ଦର ସୁପର ମଡେଲ ନାଓମୀ ଯେତେ ପ୍ରସିଦ୍ଧ ଅଟନ୍ତି ଇଣ୍ଟର୍ନେଟରେ ତାଙ୍କର ନାମ ସର୍ଚ କରିବା ସେତିକି ଭୟାନକ ଅଟେ । ଅଭିନେତ୍ରୀ ରୋଜ ବ୍ରାୟନଙ୍କର ନାମ ବି ସର୍ଚ କଲେ ଆପଣ ଅସୁବିଧାରେ ପଡି ପାରନ୍ତି । ଏହା ଛଡା ଏଥିରେ ଗାୟିକା ବ୍ରିଟନୀ ସ୍ପୀୟର୍ସଙ୍କର ନାମ ବି ସାମିଲ ଅଛି ।

ମ୍ୟାକେଫୀର କହିବା ଅଟେ କି ସାଇବର ଜଗତରେ ଅପରାଧୀମାନେ ପ୍ରାୟତଃ ଏହି ସମସ୍ତ ଷ୍ଟାରମାନଙ୍କର ୱେବସାଇଟରେ କିଛି ଭୟାନକ ଲିଙ୍କ ଛାଡିଥାନ୍ତି । ଯଦି ଆପଣ ଏହି ଅଭିନେତ୍ରୀମାନଙ୍କର ସାଇଟକୁ ବ୍ୟବହାର କରୁଛନ୍ତି ତେବେ ଆପଣ ଏହି ଲିଙ୍କକୁ କ୍ଲିକ କରି ଆପଣ ସେହି ଭୟାନକ ୱେବସାଇଟରେ ପହଞ୍ଚି ଯିବେ ଓ ଏହି ସାଇଟର ମ୍ୟାଲୱେୟରମାନେ ଥାଆନ୍ତି, ଯେଉଁମାନେ ଆପଣଙ୍କର ବ୍ୟକ୍ତିଗତ ସୂଚନା ଓ ପାସୱାର୍ଡକୁ ହ୍ୟାକ କରି ନିଅନ୍ତି । ଏହି ସମସ୍ତ ସମସ୍ୟାରୁ ବଞ୍ଚିବା ପାଇଁ ୟୁଜରମାନଙ୍କୁ ଆଲର୍ଟ କରାଯାଏ ।

ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।