“ଦଙ୍ଗଲ ଗାର୍ଲ” Fatima Sana Shaikh ଙ୍କ ବଡ ଖୁଲାସା, କହିଲେ- କାମ ବଦଳରେ ବହୁତ ଥର ସେ-କ୍ସ କରିବା ପାଇଁ କୁହାଗଲା ଓ ଶେଷରେ…

ଆଜିର ଜମାନା ଯେବେ ସୋସିଆଲ ମିଡିଆର ଅଟେ । ଲୋକ ମାନେ ସୋସିଆଲ ମିଡିଆରେ ନିଜର କିଛି ଅଭୂଲା କଥା ଶେୟାର କରିଥାନ୍ତି । ଆଉ କିଛି ଲୋକେ ଏହା ଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି ।

ବଲିଉଡର ଅନେକ କଳାକାର ମାନେ ନିଜ ସହ ଜଡିତ ଅନେକ କଥା ସୋସିଆଲ ମିଡିଆରେ ସେୟାର କରନ୍ତି । ଅଭିନେତ୍ରୀ ଫାତିମା ସନା ଶେଖ କିଛି ସମୟ ପାଇଁ ସୋସିଆଲ ମିଡିଆ ଠାରୁ ଦୂରରେ ରହିବା ପାଇଁ ନିସ୍ପତି ନେଇଛନ୍ତି । ତାଙ୍କର ଏହିଭଳି ନିଷ୍ପତିକୁ ନେଇ ତାଙ୍କ ଫ୍ୟାନ୍ସମାନେ ଅନେକ ପ୍ରକାରର ପ୍ରତିକ୍ରିୟା କରିଛନ୍ତି । ଆଜି ଆମେ ଆପଣମାନଙ୍କୁ ତାଙ୍କର ଏମିତି ଏକ ରହସ୍ୟ ବିଷୟରେ କହିବାକୁ ଯାଉଛୁ ଯେ ଯେବେ ଗୋଟେ ପୁଅ ସହ ତାଙ୍କର କଳହ ହୋଇଥିଲା ଓ ଫତିମା ସେହି ପୁଅକୁ ବହୁତ ଜୋରରେ ଥାପଡ ମାରିଥିଲେ ।

ଅଭିନେତ୍ରୀ ଫାତିମା ସନା ଶେଖ ଜଣେ ସୁନ୍ଦରୀ ଅଟନ୍ତି । ସେ ତାଙ୍କ ଜୀବନର ଅନେକ କଥା ସେୟାର କରନ୍ତି । ବର୍ତ୍ତମାନ ସେ ତାଙ୍କ ଜୀବନର ଏମିତି କିଛି କଥା ଶେୟାର କରି କହିଛନ୍ତି ଯେ ” ମୁଁ ରାସ୍ତାରେ ଯାଉଥିବା ସମୟରେ ଗୋଟେ ପୁଅ ଆସି ମୋତେ ହଇରାଣ କରିଲା । ସେ ପୁଅତି ତାଙ୍କ ଚାରିପଟେ ଘୂରୁଥିବାରୁ ଫାତିମା ତାକୁ ଏପରି କଣ ପାଇଁ କରୁଛି ବୋଲି ପ୍ରଶ୍ନ କରିଥିଲେ । ଉତ୍ତରରେ ଏମିତି ମୁଁ କରିବି ବୋଲି ସେ ପୁଅ ଜଣକ କହିଥିଲା । ଏହା ପରେ ଫାତିମା ତାଙ୍କୁ ମା-ରି-ବେ ବୋଲି କହିବାରୁ ସେ ହଁ କହିଥିଲା ।

ଏହା ପରେ ଦୁହିଙ୍କ ମଧ୍ୟରେ ବହୁତ ଯୁକ୍ତିତର୍କ ହୋଇଥିଲା । ଏହି ସମସ୍ଯା ମଧ୍ୟରେ ଫାତିମା ସେ ପୁଅ ଉପରକୁ ହାତ ଉଠାଇଥିଲେ । ତା ପରେ ସେ ପୁଅ ମଧ୍ୟ ତାଙ୍କୁ ଧକା ଦେଇଥିଲା ଓ ଫାତିମା ତଳେ ପଡି ଯାଇଥିଲେ” । ଏହା ପରେ ଫାତିମା ନିଜ ପିତାଙ୍କୁ ଫୋନ କରି ଏହି ସବୁ ଘଟଣା ବିଷୟରେ କହିଥିଲେ । ତା ପରେ ତାଙ୍କ ପିତା ଯେତେବେଳେ ତାଙ୍କ ପାଖକୁ ଆସିଲେ ସେତେବେଳେ ସେ ପୁଅଟି ସେଠାରୁ ପଳାଇ ଯାଇଥିଲା । ତାଙ୍କ ପିତା, ଭାଇ ଓ ଭାଇର ସାଙ୍ଗ ମାନେ ତାଙ୍କ ଝିଅକୁ କିଏ ମା-ରି-ଛି ବୋଲି ସେଠାରେ ଛିଡା ହୋଇ ଚିତ୍କାର କରିଥିଲେ ।

କା-ଷ୍ଟି-ଙ୍ଗ କା-ଉ-ଚର ମଧ୍ୟ ଶି-କା-ର ହୋଇଥିଲେ ଫାତିମା : ଅଭିନେତ୍ରୀ ଫାତିମା ମୁଖ୍ୟ କଳାକାର ଭାବେ ଅମିର ଖାନଙ୍କ ସହ “ଦଙ୍ଗଲ” ଫିଲ୍ମରୁ ବଲିଉଡରେ ନିଜର ଅଭିନୟ ଦୁନିଆ ଆରମ୍ଭ କରିଥିଲେ । ସେ ତାଙ୍କ ସହ ହୋଇଥିବା କା-ଷ୍ଟି-ଙ୍ଗ କା-ଉ-ଚ ଘଟଣା ବିଷୟରେ କହିଛନ୍ତି ଯେ କାମ କରିବା ପାଇଁ ତାଙ୍କ ସହ ଖରାପ ବ୍ୟବହାର କରାଯାଇ ଥିଲା । ତାଙ୍କର ପ୍ରଡ୍ୟୁସର ମାନେ ମଧ୍ୟ ତାଙ୍କୁ କାମରୁ ବାହାର କରି ଦେଇ ଅନ୍ୟକୁ କାମ ଦେଇଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ