ବାଛନ୍ତୁ ନିଜ ପସନ୍ଦର ଗୋଟିଏ ହାର୍ଟ ଓ ଜାଣନ୍ତୁ ଆପଣଙ୍କ କ୍ରଶ ଆପଣଙ୍କୁ ଦେଖି କଣ ଭାବନ୍ତି ? Love Quiz Game

ମନୁଷ୍ୟର ପସନ୍ଦ ଓ ନାପସନ୍ଦ ଏକ ଆରେକ ଠାରୁ ଅଲଗା ହୋଇଥାଏ । ଜଣଙ୍କର ପସନ୍ଦ ଅନ୍ୟ ଜଣଙ୍କର ନାପସନ୍ଦ ହୋଇଥାଏ । ତେବେ ଆଦ୍ୟ କାଳରୁ ବ୍ୟକ୍ତିର ପସନ୍ଦ ଏବଂ ନାପସନ୍ଦ ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ବ୍ୟକ୍ତିତ୍ଵ ବିଷୟରେ ଜାଣି ହୁଏ ବୋଲି ବିଶ୍ବାସ ରହିଛି ।

ଆଜି ସେହିପରି ଗୋଟିଏ ଗେମ୍ ଖେଳିବା । ପ୍ରଥମେ ଦିଆ ଯାଇଥିବା ୫ଟି ହୃଦୟ ଗୁଡ଼ିକ ମଧ୍ୟରୁ ଗୋଟିଏ ନିଜ ପସନ୍ଦ ଅନୁସାରେ ବାଛନ୍ତୁ ଓ ଫଳାଫଳ ଦେଖି ଜାଣନ୍ତୁ ଆପଣଙ୍କ କ୍ରଶ୍ ଆପଣଙ୍କ ବିଷୟରେ କଣ ଭାବନ୍ତି । ଯଦି ଆପଣ ପ୍ରଥମ ହୃଦୟ ଟି ବାଛିଛନ୍ତି ତେବେ ଆପଣଙ୍କ ପାଇଁ କ୍ରଶ୍ ଆପଣଙ୍କୁ ଭେଟିବାକୁ ଚିନ୍ତା କରୁଛନ୍ତି ।

ସେ ଆପଣଙ୍କୁ ଦିନ ରାତି ବହୁତ ମିସ୍ କରୁଛନ୍ତି ଓ ତାଙ୍କ ଦିନ ଆପଣଙ୍କୁ ନ ଦେଖିଲେ ବିତେ ନାହିଁ । ଆପଣଙ୍କୁ ଦେଖି ସେ ଗୋଟେ ଅଲଗା ପ୍ରେମ ଭରା ସ୍ବପ୍ନ ଦେଖିବା ଡୁବି ରୁହନ୍ତି । ଅର୍ଥାତ୍ ସେ ସ୍ୱପ୍ନର ଦୁନିଆରେ ହଜି ଯାଆନ୍ତି ।

ଯଦି ଆପଣ ଦ୍ଵିତୀୟ ହୃଦୟ ଟି ବାଛିଛନ୍ତି ତେବେ ଆପଣଙ୍କ କ୍ରଶ୍ ବହୁତ ଶୀଘ୍ର ଆପଣଙ୍କୁ ପ୍ରେମ ନିବେଦନ କରିବାକୁ ଭାବୁଛନ୍ତି । ସେ ବହୁତ ସମୟରୁ ଆପଣଙ୍କୁ ସିଧା ସଳଖ ନିଜ ହୃଦୟର କଥା ପ୍ରକାଶ କରିବା ପାଇଁ ଭାବୁଛନ୍ତି । ସେ ଆପଣଙ୍କୁ ବହୁତ ପସନ୍ଦ କରନ୍ତି, କିନ୍ତୁ ଆପଣଙ୍କ ମୁହଁରେ ତାହା କହିବା ପାଇଁ ସାମାନ୍ୟ ଭୟ କରୁଛନ୍ତି ।

ଯଦି ଆପଣ ତୃତୀୟ ହୃଦୟ ଟି ବାଛିଛନ୍ତି ତେବେ ଆପଣ କେବେ ସମ୍ପୂର୍ଣ୍ଣ ଭାବେ ଆପଣଙ୍କ କ୍ରଶ୍ ଙ୍କ ର ହେବେ ବୋଲି ସେ ସେ ଭାବୁଛନ୍ତି । ଆଉ ମଧ୍ୟ ସେ କେବେ ଆପଣଙ୍କୁ କହି ପାରିବେ କି ସେ ଆପଣଙ୍କୁ ବହୁତ ଭଲ ପାଆନ୍ତି ବୋଲି । ଆପଣଙ୍କ କ୍ରଶ୍ ଆପଣଙ୍କୁ ନିଜର କରିବାକୁ ଭାବୁଛନ୍ତି ।

ଯଦି ଆପଣ ଚତୁର୍ଥ ହୃଦୟ ଟି ବାଛିଛନ୍ତି ତେବେ ଆପଣଙ୍କ କ୍ରଶ୍ ଆପଣଙ୍କୁ ଦେଖି ଭାବୁଛନ୍ତି କି ଆପଣଙ୍କ ଆଖି ଓ ଆପଣଙ୍କ ଷ୍ଟାଇଲ ତାଙ୍କୁ ଆପଣଙ୍କର ଦିୱାନା ବନେଇ ସାରିଛି । ସେ ସବୁ ସମୟରେ ଆପଣଙ୍କୁ ନିଜ ସହ ହିଁ ରଖିବାକୁ ଚାହାଁନ୍ତି ଓ ସେ କେବଳ ଆପଣଙ୍କ ଚିନ୍ତାରେ ବୁଡି ରହୁଛନ୍ତି । ସେ କେବେ ମଧ୍ୟ ଆପଣଙ୍କୁ ହରେଇବାକୁ ଚାହାଁନ୍ତି ନାହିଁ ।

ଯଦି ଆପଣ ପଞ୍ଚମ ହୃଦୟଟି ବାଛିଛନ୍ତି ତେବେ ଆପଣଙ୍କ କ୍ରଶ୍ ଆପଣଙ୍କୁ ଦେଖି ଖୁବ୍ ଖାସ୍ ଅନୁଭବ କରନ୍ତି । ସେ ଆପଣଙ୍କୁ ସବୁବେଳେ ଖୁସି ରଖିବାକୁ ଚାହାଁନ୍ତି ଓ ସେଥି ସକାଶେ ଆପଣଙ୍କ ପାଇଁ ଏକ ବଡ଼ ସରପ୍ରାଇଜ୍ ଗିଫ୍ଟ ର ମଧ୍ୟ ଯୋଜନା କରୁଛନ୍ତି । ସେ ସବୁବେଳେ ନିଜ ନଜର ଆପଣଙ୍କ ଉପରେ ରଖିଥାନ୍ତି ଓ ଲୁଚି ଲୁଚି ଆପଣଙ୍କୁ ହିଁ ଦେଖୁଥାନ୍ତି । ଆପଣଙ୍କ କ୍ରଶ୍ ଆପଣଙ୍କୁ ଖୁବ୍ ଅଧିକ ପସନ୍ଦ କରନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଆର୍ଟିକଲଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।