Kangana Ranaut ଙ୍କ ପ୍ରଥମ ଫିଲ୍ମ ର ଶୁଟିଙ୍ଗ ସମୟରେ Mahesh Bhatt କରିଥିଲେ ଏମିତି କିଛି କାରନାମା, ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

କଙ୍ଗନା ରଣାୱତ କୁ ଆମେ ଭଲ ଭାବରେ ଜାଣିଛେ । ସେ ଅନେକ ସଫଳ ମୁଭିରେ କାମ କରି ସାରିଛନ୍ତି । କଙ୍ଗନା ଜଣେ ଏଭଳି ମହିଳା ଯିଏ କିଛି ବି କହିବାକୁ ଡରନ୍ତିନୀ ।

କାରଣ ତାଙ୍କୁ ଲାଗେ ସେ ଯାହା ଅନୁଭବ କରିଛନ୍ତି ତାହା କହିବା ହିଁ ଠିକ ରହିବ । ତେବେ ସେ ନିଜର ବଲିଉଡ ରେ କାମ ଖୁବ କମ ବୟସରୁ ଆରମ୍ଭ କରିଥିଲେ । ତାଙ୍କୁ ଅନେକ ଚଳଚିତ୍ର ମିଳିଥିବା ବେଳେ ସେ କେତେକ ଚଳଚିତ୍ରରେ କାମ କରିବାକୁ ମନା କରି ଦେଇଥିଲେ । ସେ ଜଣେ ଏଭଳି ଅଭିନେତ୍ରୀ ଜିଏକି ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

ନିଜର ଅଭିନୟ ଓ ମୁହ ଉପରେ କହୁ ଥିବା କଥା ପାଇଁ ତାଙ୍କୁ ସବୁ ହିରୋଇନ ମାନାଙ୍କ ଠାରୁ ଅଲଗା ଦେଖହାଯାଏ । ସେ ସୁସାନ୍ତ ଙ୍କର ମୃତ୍ୟୁ ହେଉ କିମ୍ବା ନିଜର ସମ୍ପର୍କ ହେଉ ରୀତିକ ଙ୍କ ସହ ଏହାକୁ ନେଇ ସବୁ ବେଳେ ଚର୍ଚ୍ଚାରେ ରୁହନ୍ତି ।

ସେ କେବଳ ଅଭିନୟ ନୁହେଁ ବରଂ ମଡେଲିଙ୍ଗ ବି କରନ୍ତି । କିଛି ଡିଆଁ ତଳେ ଏଭଳିଇ କିଛି ସତ ଘଟଣା ସେ କହିଥିବାରୁ ତାଙ୍କୁ  ହଇରାଣ କରିବା ପାଇଁ ତାଙ୍କ ଘର ଭାଙ୍ଗି ଦିଆ ଯାଇ ଥିଲା । ଏବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ମହେଶ ଭଟ୍ଟ ଜଣେ ନାମୀ ପ୍ରଯୋଜକ ଓ ନିର୍ମାତା କଣ କରିଥିଲେ କଙ୍ଗନାଙ୍କ ସହ । ଆପଣ ମହେଶ ଭଟ୍ଟ ଙ୍କୁ ଜାଣି ଥିବେ ସେ ବଲିଉଡ କୁ ଅନେକ ଚଳଚିତ୍ର ଦେଇଛନ୍ତି ।

ମାତ୍ର ସେ ଅନେକ ସମୟରେ ନିଜର ଖରାପ ଚରିତ୍ର ପାଇଁ ସୋସିଆଲ ମିଡିଆରେ ଦେଖାଯାନ୍ତି । ତେବେ ତାଙ୍କର ମଧ୍ୟ ଝିଅ ଏହି ଦୁନିଆରେ ପାଦ ଥାପି ସାରି ଲାଣି ଆମେ କହିଦେଉଛୁ କି ମହେଶ ଦୁଇ ଥର ବିବାହ କରିଛନ୍ତି ସେ ପ୍ରଥମେ ଚଳଚିତ୍ର ଜଗତର ଅଭିନେତ୍ରୀ ପରବିନା ବାବି ଙ୍କୁ ଭଲ ପାଉଥିଲେ । ମାତ୍ର ସେ ତାଙ୍କୁ ବିବାହ କରି ନଥିଲେ । ଏହା ପରେ କିରନ ଭଟ୍ଟ ଙ୍କୁ ବିବାହ କରିଥିଲେ ମାତ୍ର ଏହା ଅସଫଳ ରହିଥିଲା।

ଏହା ପରେ ସେ ବିବାହ କରିଥିଲେ ସୋନି ରାଜଦାନ ଙ୍କୁ ବିବାହ କରିଥିଲେ । ସେ ସବୁ ବେଳେ ନିଜର ଫିଲ୍ମ ଏବଂ ଚରିତ୍ର ପାଇଁ ଚର୍ଚ୍ଚା ରେ ରହି ଥାନ୍ତି । ତେବେ ଆସନ୍ତୁ ଜାଣିବା କଣ କରି ଥିଲେ କଙ୍ଗନା ଙ୍କ ସହ । ସେ ଯେତେବେଳେ କଙ୍ଗନା ଙ୍କର ଚଳଚ୍ଚିତ୍ର ପ୍ରଥମ ଥର ପାଇଁ ଆସିଥିଲା ସେତେବେଳେ କଙ୍ଗନା ଏହାକୁ ଦେଖିବା ପାଇଁ ଯାଇ ଥିଲେ ମାତ୍ର ତାଙ୍କ ଉପରକୁ ସେ ଚପଲ ଫିଙ୍ଗି ଥିଲେ ଓ କହିଥିଲେ ସେ ଚଳଚିତ୍ର ଦେଖି ପାରିବେନି ।

ନିଜରି ଚଳଚିତ୍ର ଦେଖି ପାରି ନଥିଲେ କଙ୍ଗନା । କିଛି ଦିନ ତଳେ କଙ୍ଗନାଙ୍କର ଇନଷ୍ଟାଗ୍ରାମକୁ ବନ୍ଦ କରା ଦିଆ ଯାଇ ଥିଲା ମାତ୍ର ଏହା ପରେ ସେ ନିଜ ଭଉଣୀଙ୍କା ମାଧ୍ୟମରେ ଓ ଅନ୍ୟ ସୋସିଆଲ ମିଡିଆ ମାଧ୍ୟମରେ ଏହା ଜଣାଇ ଥିଲେ । ଏହାର ଜବାବ ଦେଇ ସୋନି ରାଜଦାନ କହିଥିଲେ କଙ୍ଗନା ଙ୍କୁ ପ୍ରଥମେ ମହେଶ ହିଁ ଆଣିଥିଲେ ।

ଏହା ପରେ କଙ୍ଗନାଙ୍କର ଭଉଣୀ ରଙ୍ଗୋଲି କହିଥିଲେ କି ତାଙ୍କୁ ଅନୁରାଗ ବାସୁ ଆଣିଥିଲେ ଏହି ଦୁନିଆକୁ । ଏହା ପରେ ସୋନି ଏହାକୁ ଆଉ ଅଧିକ ଟାଣି ବାକୁ ଚାହିଁ ନଥିଲେ ତେଣୁ ଚୁପ ହୋଇ ଯାଇଥିଲେ । ତେବେ ଏହି ସୂଚନା ଯଦି ଆପଣଙ୍କୁ ଭଲ ଲାଗେ ପେଜକୁ ଲାଇକ କରିବେ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ