ଏମାନେ ହେଲେ South ର ସବୁଠୁ ସୁନ୍ଦର ଆଉ ବୋଲ୍ଡ 5 Actress, ଯିଏ ସୁନ୍ଦରତାରେ Bollywood ଅଭିନେତ୍ରୀଙ୍କୁ ଦେଇଥାନ୍ତି କଡା ଟକ୍କର

ଆଜିକାଲି ସାଉଥ ଇଣ୍ଡଷ୍ଟ୍ରିର ଫିଲ୍ମ ଦେଶ ବିଦେଶରେ ବହୁତ ପସନ୍ଦ କରାଯାଉଛି । ଫିଲ୍ମ ସହିତ ଅଭିନେତାଙ୍କ ଏକସନ ସିନ ଓ ଅଭିନେତ୍ରୀମାନଙ୍କର ବି ବହୁତ ପ୍ରଶଂସା କରାଯାଉଛି । ଏହା ସହିତ ସାଉଥ ଅଭିନେତ୍ରୀମାନଙ୍କ ସୁନ୍ଦରତାର ବି ବହୁତ ଚର୍ଚା ହୋଇଥାଏ । ଆଜି ବଲୀଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀଙ୍କ ଭଳି ସାଉଥ ଫିଲ୍ମରେ କାମ କରୁଥିବା ଅଭିନେତ୍ରୀମାନଙ୍କର ବି କୋଟି କୋଟି ଦିବାନା ଅଛନ୍ତି । ସୁନ୍ଦରତା ମାମଲାରେ ବଲୀଉଡର ଅଭିନେତ୍ରୀଙ୍କୁ ବି କଡା ଟକ୍କର ଦେଇଥାନ୍ତି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀମାନେ ।

ଆଜି ଆମେ ଆପଣଙ୍କୁ ସାଉଥ ଇଣ୍ଡଷ୍ଟ୍ରିର ସବୁଠୁ ସୁନ୍ଦର ଅଭିନେତ୍ରୀମାନଙ୍କ ବିଷୟରେ ନୁହେଁ ଅଥବା ସେହି ୫ ଅଭିନେତ୍ରୀମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ କୁଆଁରୀ ଅଛନ୍ତି ତେବେ ଚଲାନ୍ତୁ ଜାଣିବା ସେହି ଅଭିନେତ୍ରୀମାନଙ୍କ ବିଷୟରେ ।

୧. ହଂସିକା ମୋଟୱାନୀ

ହଂସିକା ମୋଟୱାନୀ ସାଉଥର ସବୁଠୁ ସୁନ୍ଦର ଓ ଷ୍ଟାଇଲିସ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ହଂସିକା ମୋଟୱାନୀ ନିଜର ସୁନ୍ଦରତାକୁ ନେଇ ବହୁତ ଚର୍ଚା ବି ଠନଟି । ହଂସିକା ମୋଟୱାନୀ ସାଉଥର ବହୁତ ହିଟ ଫିଲ୍ମରେ ନଜର ବି ଆସିସାରିଛନ୍ତି । କିନ୍ତୁ ହଂସିକା ମୋଟୱାନୀ ୨୯ ବର୍ଷର ହୋଇସାରିଛନ୍ତି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ କୁଆନାରୀ ଅଛନ୍ତି ।

୨. କାଜଲ ଅଗ୍ରୱାଲ

କାଜଲ ଅଗ୍ରୱାଲ ସାଉଥର ବଡ ବଡ ଫିଲ୍ମରେ କାମ କରିସାରିଛନ୍ତି । କିନ୍ତୁ କାଜଲ ଅଗ୍ରୱାଲ ନିଜର କ୍ୟାରିୟରର ଆରମ୍ଭ ୨୦୦୪ ବଲୀଉଡ ଫିଲ୍ମ ଦ୍ଵାରା କରିଥିଲେ । ବର୍ତ୍ତମାନ ସମୟରେ କାଜଲ ଅଗ୍ରୱାଲ ୩୫ ବର୍ଷର ହୋଇଯାଇଛନ୍ତି ଓ ସେ ବର୍ତ୍ତମାନ ବିବାହ ମଧ୍ୟ କରିସାରିଛନ୍ତି ।

୩. ଶ୍ରୁତି ହାସନ

ଶ୍ରୁତି ହାସନ ସାଉଥର ସବୁଠୁ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ଶ୍ରୁତି ହାସନ ସାଉଥର ଓ ବଲୀଉଡର ବହୁତ ଫିଲ୍ମରେ ମଧ୍ୟ ନଜର ଆସିସାରିଛନ୍ତି । ସେ ନିଜର ସୁନ୍ଦରତା ଓ ସ୍ମାଇଲକୁ ନେଇ ବି ବହୁତ ଚର୍ଚାରେ ରହିଥାନ୍ତି । ବର୍ତ୍ତମାନ ସମୟରେ ଶ୍ରୁତି ହାସନ ୩୪ ବର୍ଷର ହୋଇସାରିଛନ୍ତି ଓ ବର୍ତ୍ତମାନ ପର୍ଯ୍ୟନ୍ତ ସେ କୁଆଁରୀ ଅଛନ୍ତି ।

୪. ତମନ୍ନା ଭାଟିୟା

ତମନ୍ନା ଭାଟିୟା ସାଉଥ ଇଣ୍ଡଷ୍ଟ୍ରିର ଜଣେ ଜଣା ଶୁଣା ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ତମନ୍ନା ଭାଟିୟା ବଲୀଉଡ ଓ ଟଲୀଉଡ ଫିଲ୍ମରେ ନଜର ଆସନ୍ତି । ତମନ୍ନା ଭାଟିୟା ୩୧ ବର୍ଷର ହୋଇଯାଇଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବି ସେ କୁଆଁରୀ ଅଛନ୍ତି ।

୫. ଅନୁଷ୍କା ଶେଟ୍ଟୀ

ଅନୁଷ୍କା ଶେଟ୍ଟୀ ସାଉଥ ସିନେମା ଜଗତରେ ନିଜର ସୁନ୍ଦରତା ଓ ଦମଦାର ଅଭିନୟକୁ ନେଇ ଚର୍ଚାରେ ରହିଥାନ୍ତି । ଅନୁଷ୍କା ଶେଟ୍ଟୀ ବାହୁବଳି ଓ ବାହୁବଳି ୨ ଫିଲ୍ମ ଠାରୁ ବହୁତ ବଡ ସଫଳତା ହାସଲ କରିଛନ୍ତି । ଅନୁଷ୍କା ଶେଟ୍ଟୀ ୩୯ ବର୍ଷର ହୋଇସାରିଛନ୍ତି । କିନ୍ତୁ ଏହା ସତ୍ବେ ବି ବର୍ତ୍ତମାନ ପର୍ଯ୍ୟନ୍ତ କୁଆଁରୀ ଅଛନ୍ତି ।

ଆପଣ ମାନଙ୍କୁ ଏମାନଙ୍କ ମଧ୍ୟରୁ ସବୁଠୁ ଅଧିକ କିଏ ପସନ୍ଦ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ