KBC 11 – ୮୦ ହଜାର ଟଙ୍କାର ପ୍ରଶ୍ନରେ ମୁଣ୍ଡ କାମକଲାନି କଂଟେସ୍ଟେଂଟର, ପ୍ରଶ୍ନ ଥିଲା ବଲୀଉଡ ବିବାହ ସହ ଜଡିତ, କଣ ଆପଣ ଜାଣିଛନ୍ତି ଏହାର ଉତ୍ତର ? ଦେଖନ୍ତୁ

ସୋନି ଟିଭିରେ ‘କୌନ ବନେଗା କରୋଡ଼ପତି’ର ସିଜିନ ୧୧ ଆରମ୍ଭ ହୋଇ ଯାଇଛି ଓ ଏଠି ଯିବା ପାଇଁ ଆପଣଙ୍କୁ ଦୁନିଆର କୌଣସି ବି ପ୍ରଶ୍ନ ପଚରା ଯାଇ ପାରିବ । ଯାହାର ଉତ୍ତର ଦେବାକୁ ଆପଣ ବାଧ୍ୟ ଅଟନ୍ତି ନ ହେଲେ ଆପଣ ଆଉଟ ହୋଇଯିବେ । କହିବାକୁ ଗଲେ ଦ୍ଵିତୀୟ ଏପିସୋଡରେ ନଜର ଆସିଥିବା କଂଟେସ୍ଟେଂଟକୁ ଅମିତାଭ ବଚ୍ଚନ ଏହି ପ୍ରଶ୍ନ ଉପରେ ଅଳ୍ପ ଅଟକିବା ପାଇଁ ବାଧ୍ୟ କରି ଦେଲେ ।

୮୦ ହଜାର ଟଙ୍କା ପାଇଁ ପଚରା ଯାଇଥିବା ପ୍ରଶ୍ନରେ ମୁଣ୍ଡ କାମ କଲାନି

Image courtesy: Google

‘କୌନ ବନେଗା କରୋଡ଼ ପତି’ କୁ ହୋସ୍ଟ କରି ଅମିତାଭ ବଚ୍ଚନ ଗତ କିଛି ସିଜିନ ଦ୍ଵାରା ଶୋକୁ ସଫଳ କରି ଛନ୍ତି । ଏଥରର ସିଜିନରେ ଛତ୍ତିସଗଢ଼ ର ରାୟପୁର ରୁ ଆସି ଥିବା କଂଟେସ୍ଟେଂଟ ଚିତ୍ରରେଖା ରାଠୌର ୪୦ ହଜାର ଟଙ୍କାକୁ ସହଜରେ ଜିତି ନେଲେ କିନ୍ତୁ ସେ ୮୦ ହଜାରର ପ୍ରଶ୍ନରେ ଫସି ଗଲେ । ଅମିତାଭ ବଚ୍ଚନ ଚିତ୍ରରେଖାଙ୍କୁ ପ୍ରଶ୍ନ କରିଲେ କି ବଲୀଉଡରେ କେଉଁ ବିବାହଟି ସବୁଠୁ ଶେଷରେ ହୋଇଥିଲା?

ଏଥିରେ ଅପସନ ସୋନମ କପୁର – ଆନନ୍ଦ ଆହୁଜା, ପ୍ରିୟଙ୍କା ଚୋପଡ଼ା – ନିକ ଜୋନସ, ଦୀପିକା ପାଦୁକୋଣ – ରଣବୀର ସିଂହ, ନେହା ଧୂପିୟା – ଅଂଗଦ ବେଦୀଙ୍କର  ନାମ ସାମିଲ ଥିଲା ।

Image courtesy: Google

ଏହି ପ୍ରଶ୍ନ ଉପରେ ଚିତ୍ରରେଖା ଅଳ୍ପ ଚିନ୍ତିତ ନଜର ଆସିଲେ ଓ ବହୁତ ଚିନ୍ତା କରିବା ପରେ ନିଜେ ହିଁ ପ୍ରିୟଙ୍କା ଓ ନିକର ଅପସନକୁ ଲକ କରିବା ପାଇଁ କହିଲେ । ଶେଷରେ ତାଙ୍କର ଉତ୍ତର ସଠିକ ବାହାରିଲା । ଏହି ଭଳି ଭାବରେ ଚିତ୍ରରେଖା ଶୋ ରୁ ୬ ଲକ୍ଷ ୨୦ ହଜାର ଟଙ୍କା ଜିତି ନେଲେ, କିନ୍ତୁ ସେ ୧୨ ଲକ୍ଷ ୪୦ ହଜାର ଟଙ୍କା ପାଇଁ ବି ଖେଳି ଥିଲେ କିନ୍ତୁ ପ୍ରଶ୍ନର ଉତ୍ତର ଜଣା ନ ଥିବାରୁ ସେ କ୍ୱୀଟ କରି ଦେଲେ । ଆପଣଙ୍କୁ କହିଦେଉଛୁ ଯେ ପ୍ରିୟଙ୍କା ଓ ନିକଙ୍କର ବିବାହ ୨ ଡିସେମ୍ବରକୁ ହୋଇ ଥିଲା । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।