ଏହି ଅଭିନେତ୍ରୀ ସହ ଖରାପ କାମ କରୁଥିବା ସମୟରେ ଧରା ପଡିଥିଲେ ଶାହରୁଖ, ଗୌରୀ ରାଗି ଯାଇ କରି ଦେଇଥିଲେ ଏହି କାମ

ବଲୀଉଡର କିଙ୍ଗ ଖାନ ଶାହରୁଖ ଖାନଙ୍କୁ କୁହାଯାଏ । ଏତେ ବର୍ଷ ମଧ୍ୟରେ ସେ ଏହି କଥାକୁ ପ୍ରମାଣିତ କରିଛନ୍ତି କି ସେ ବଲୀଉଡର ଅସଲ କିଙ୍ଗ ଅଟନ୍ତି ଓ ତାଙ୍କ ସ୍ଥାନକୁ ଆଉ କେହି ବି ନେଇ ପାରିବ ନାହିଁ । ଶାହରୁଖ ଖାନ ଏକ ମାତ୍ର ଏମିତି କଳାକାର ଅଟନ୍ତି, ଯିଏକି ସମସ୍ତ ପ୍ରକାରର ଫିଲ୍ମ କରିଛନ୍ତି ।

ଶାହରୁଖ ଅଭିନେତା ହେବା ସହିତ ଏକ ନିର୍ମାତା ବି ଅଟନ୍ତି । ତାଙ୍କର ଫ୍ୟାନ ଫଲୋଇଂଗ ଭାରତ ସହିତ ବିଦେଶରେ ବି ବହୁତ ଅଛି । ବିଦେଶରେ ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ ଅଛନ୍ତି । କିନ୍ତୁ କୁହନ୍ତି କି ମଣିଷ କେତେ ବି ବଡ ହୋଇ ନ ଥାଉ ନା କାହିଁକି କିନ୍ତୁ ସେ ନିଜ ସ୍ତ୍ରୀ ସାମନାରେ ଏକ ସାଧାରଣ ବ୍ୟକ୍ତି ହିଁ ଅଟନ୍ତି । ଏମିତି ହିଁ ଏକ ବାକ୍ୟ ଆଜି ଆମେ ଶାହରୁଖ ଖାନଙ୍କ ବିଷୟରେ ନେଇ ଆସିଛୁ ।

ଗୌରୀଙ୍କ ପାଇଁ ଷ୍ଟେସନରେ କାଟିଛନ୍ତି କେତେକ ରାତି

ସମସ୍ତେ ଜାଣିଛନ୍ତି କି ଶାହରୁଖ ଗୌରୀଙ୍କର ଦିବାନ ଅଟନ୍ତି । ସେ ଗୌରୀଙ୍କୁ ଏତେ ଭଲ ପାଉଥିଲେ କି ତାଙ୍କର ଶର୍ଟ ଡ୍ରେସ ପିନ୍ଧିବା ବି ତାଙ୍କୁ ପସନ୍ଦ ନ ଥିଲା । ଶାହରୁଖ ଓ ଗୌରୀଙ୍କୁ ବିବାହ କରିବା କୌଣସି ଯୁଧ୍ୟ ଠାରୁ କମ ନ ଥିଲା । ଗୌରୀ ହିନ୍ଦୁ – ପଞ୍ଜାବୀ ପରିବାରର ଥିଲେ ଓ ଅନ୍ୟ ପଟେ ଶାହରୁଖ ମୁସଲମାନ । ଗୌରୀଙ୍କର ପରିବାର ଲୋକମାନେ ଏହି ସମ୍ପର୍କ ପାଇଁ ବିଲକୁଲ ରାଜି ନ ଥିଲେ ।

କୁହଯାଏ କି ଶାହରୁଖ ଗୌରୀଙ୍କ ପଛେ ପଛେ ମୁମ୍ବାଇ ବି ଚାଲି ଆସିଥିଲେ ଓ ରେଲୱେ ସ୍ଟେଶନରେ ବି କେତେକ ରାତି ବିତାଇ ଥିଲେ । ବହୁତ ଅସୁବିଧା ପରେ ଦୁଇ ଜଣ ବିବାହ କରିଲେ ଓ ଆଜି ଶାହରୁଖ ଖାନ ଦୁନିଆ ଉପରେ ରାଜ କରୁଛନ୍ତି ।

ଝିଅମାନଙ୍କ ମଧ୍ୟରେ ଶାହରୁଖଙ୍କର ଫ୍ୟାନ ଫଲୋଇଂଗ ବହୁତ ଅଧିକା ଅଟେ । ଏମିତିରେ ଗୌରୀ ଖାନଙ୍କର ପଜେସିବ ଅନିର୍ବାୟ ଅଟେ ଓ ଆଜି ଆମେ ଯେଉଁ କଥା ନେଇ ଆସିଛୁ ତାଙ୍କୁ ଶୁଣିବା ପରେ ଆପଣମାନେ ବି କହିବେ ସତରେ ଶାହରୁଖଙ୍କୁ ନେଇ ଗୌରୀ ବହୁତ ପଜେସିବ ଅଟନ୍ତି ।

ଶାହରୁଖଙ୍କର ଏହି କାମ ଉପରେ ଆସିଥିଲା ଗୌରୀଙ୍କୁ ରାଗ

ଯେମିତି ଆମେ ସମସ୍ତେ ଜାଣିଛନ୍ତି କି ଅଭିନେତ୍ରୀ ପ୍ରୀତି ଜିନ୍ଟା ଡିମ୍ପଲ କୁଇନ ଅଟନ୍ତି । ଡିମ୍ପଲ କାରଣରୁ ପ୍ରୀତି ଜିନ୍ଟା ଆହୁରି ଭଲ ଦେଖା ଯାଆନ୍ତି ଓ ଶାହରୁଖଙ୍କୁ ବି ପ୍ରୀତି ଜିନ୍ଟାଙ୍କର ଡିମ୍ପଲ ବହୁତ ପସନ୍ଦ ଅଟେ । କହିବାକୁ ଗଲେ କିଛି ଏମିତି ହେଲା କି ଥରେ ଶାହରୁଖ ଖାନ ପ୍ରୀତି ଜିନ୍ଟାଙ୍କର ଗାଲ ଉପରେ ପଡୁଥିବା ଡିମ୍ପଲ ଉପରେ ହାତ ରଖିଦେଲେ । ଯେମିତି ହିଁ ଗୌରୀଙ୍କୁ ଏହି କଥା ବିଷୟରେ ଜଣା ପଡିଲା ତେବେ ସେ ଶାହରୁଖଙ୍କୁ ଗାଳି ଗୁଲଜ କରିଲେ । ଏହା ପରେ କେବେ ବି ଶାହରୁଖ ଅନ୍ୟ ହିରୋଇନଙ୍କୁ ହାତ ଲଗାଇଲେ ନାହିଁ ।

ଏହା ଦ୍ଵାରା ଜଣା ପଡୁଛି କି ଶାହରୁଖ ପୂରାପୂରି ଗୌରୀଙ୍କର କନ୍ଟ୍ରୋଲରେ ଅଛନ୍ତି । ଫିଲ୍ମ ‘ଡନ’ର ଶୁଟିଙ୍ଗ ସମୟରେ ବି ଏହା ଖବର ଆସୁଥିଲା ଆକି ପ୍ରିୟଙ୍କା ଓ ଶାହରୁଖଙ୍କର ମଧ୍ୟରେ କିଛି ଚାଲିଛି । ଏହା ବିଷୟରେ ଜଣା ପଡିଲା ପରେ ଗୌରୀ ଶାହରୁଖଙ୍କ ଉପରେ ପୂରାପୂରି ରାଗି ଯାଇଥିଲେ । ଏହା ପରେ ଶାହରୁଖ ପ୍ରିୟଙ୍କା ଠାରୁ ଦୂରେଇ ଯିବା ପାଇଁ ନିଷ୍ପତି ନେଲେ । ଆଜି ଶାହରୁଖ ଓ ଗୌରୀ ନିଜର ତିନି ଜଣ ପିଲାମାନଙ୍କ ସହ ବହୁତ ଖୁସିରେ ଅଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।