ସବ୍ୟ-ଅର୍ଚ୍ଚିତାଙ୍କ କଉଡି ଖେଳ, ଦେଖନ୍ତୁ କିଏ ଜିତିଲା ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ନିଶ୍ଚିତ ଭାବରେ ଓଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତା ସବ୍ୟସାଚୀ ଏବଂ ଅଭିନେତ୍ରୀ ଅର୍ଚ୍ଚିତା ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଯୋଡ଼ି ଗତ କିଛି ଦିନ ପୂର୍ବରୁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ବର୍ତ୍ତମାନ ସମୟରେ ଏହି ଯୋଡ଼ି ଙ୍କ ବିବାହ ର ସମସ୍ତ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି । ତେବେ କିଛି ଦିନ ହେବ ଏହି ଯୋଡ଼ି ଙ୍କ ବିବାହ ର କଉଡ଼ି ଖେଳ ର ଫଟୋ ସୋସିଆଲ ମିଡିଆ ରେ ବହୁତ ମାତ୍ରାରେ ଭାଇରାଲ ହୋଇଛି ।

ଏହି ଫଟୋ ସ୍ୱୟଂ ସବ୍ୟସାଚୀ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି । ଏହି ଫଟୋ କୁ ସୋସିଆଲ ମିଡିଆ ରେ ପୋଷ୍ଟ କରିବା ସହିତ ସବ୍ୟସାଚୀ ନିଜର କ୍ୟାପ୍ସନ ରେ ଲେଖିଛନ୍ତି, ‘କଉଡ଼ି ଖେଳ ଯାହା ଅର୍ଚ୍ଚିତା କବାଡ଼ି ଭଳି ଖେଳିଛନ୍ତି, କହିଲ ଦେଖି କିଏ ଜିତିଥିବ’?

ଆଜ୍ଞା ବନ୍ଧୁଗଣ ଏମିତି କିଛି ଲେଖି ହିଁ ସାବ୍ୟସାଚୀ ନିଜର ସୋସିଆଲ ମିଡିଆ ପେଜ ରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ସବ୍ୟସାଚୀ ଏବଂ ଅର୍ଚ୍ଚତା ଙ୍କୁ କଉଡ଼ି ଖେଳୁ ଥିବାର ଦେଖିବାକୁ ମିଳିଛି । ଏହା ସହିତ ଅଭିନେତା ସବ୍ୟସାଚୀ ଏହା ମଧ୍ୟ କହିଛନ୍ତି ଯେ ଅର୍ଚ୍ଚତା ଏହି କଉଡ଼ି ଖେଳ କୁ ଏକଦମ କବାଡ଼ି ଖେଳ ଭଳି ଖେଳିଛନ୍ତି ଏବଂ ସେ ନିଜର ଫାନ୍ସ ମାନଙ୍କୁ ପଚାରିଚନ୍ତି ଯେ ଏହି ଖେଳ ରେ କିଏ ଜିତିଛି ବୋଲି ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ କଣ ଲାଗୁଛି ଏହି କଉଡ଼ି ଖେଳ ରେ କିଏ ଜିତିଥିବ ଅଭିନେତା ସବ୍ୟସାଚୀ ଅଥବା ଅଭିନେତ୍ରୀ ଅର୍ଚ୍ଚିତା ? ତେବେ ବନ୍ଧୁଗଣ ଏହା ଥିଲା ଓଲିଉଡ ର ପ୍ରସିଦ୍ଧ ଅଭିନେତା ସବ୍ୟସାଚୀ ଏବଂ ତାଙ୍କ ପତ୍ନୀ ଅଭିନେତ୍ରୀ ଅର୍ଚ୍ଚିତା ଙ୍କ ବିବାହ ସମ୍ବନ୍ଧୀୟ ଏକ ତଥ୍ୟ ସମ୍ବନ୍ଧରେ ।

ଯେଉଁଥିରେ ଉଭୟ ଏକାଠି କଉଡ଼ି ଖେଳୁ ଥିବାର ନଜର ରେ ଆସୁଛନ୍ତି ଏବଂ ଏହି ଯୋଡ଼ି ଏକତ୍ର ଖୁବ ସୁନ୍ଦର ଦେଖା ଯାଉଛନ୍ତି । ଏହି ଯୋଡ଼ି ଙ୍କ ବିବାହ ର ଚର୍ଚ୍ଚା ବର୍ତ୍ତମାନ ସୋସିଆଲ ମିଡିଆ ରେ ଭରପୁର ମାତ୍ରା ରେ ହେଉଛି । ବର୍ଷା ପ୍ରିୟା ଦର୍ଶିନୀ ଓ ଅନୁଭବ ମହାନ୍ତି ମଧ୍ୟ ନିଜର ପ୍ରତିକ୍ରିୟା ରଖି ନବ ବିବାହିତ ଯୋଡି କୁ ଢେର ସାରା ଶୁଭ କାମନା ଜଣାଇଛନ୍ତି ।

ଏମାନଙ୍କ ବିବାହ ର ଫଟୋ ଏବଂ ଭିଡିଓ ଖୁବ ମାତ୍ରା ରେ ସୋସିଆଲ ମିଡିଆ ରେ ସେୟାର କରାଯାଉଛି ଏବଂ ଭାଇରାଲ ହେଉଛି । ତେବେ ଏହି ଯୋଡ଼ି ଙ୍କ ବିବାହ ସମ୍ବନ୍ଧୀୟ ତଥ୍ୟ ବର୍ତ୍ତମାନ ଚର୍ଚ୍ଚା ର ବିଷୟ ସାଜିଛି । ତେବେ ଆଶା କରୁଛୁ ଆପଣ ମାନଙ୍କୁ ଏହି ଯୋଡ଼ି ଙ୍କ ବିବାହ ର କଉଡ଼ି ଖେଳ ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।  ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।