ଏମାନେ ହେଉଛନ୍ତି ଅଜୟ ଦେବଗନଙ୍କର ପୁରା ପରିବାର, ଫଟୋ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ, ଦେଖନ୍ତୁ

ସବୁଦିନ ବଲୀଉଡ ସହ ଜଡିତ ନୂଆ ନୂଆ ଖବର ସାମନାକୁ ଆସୁଥାଏ । ଏହା ବି ସତ ଅଟେ କି ପୂର୍ବ ଅପେକ୍ଷା ବର୍ତ୍ତମାନ ବଲୀଉଡ ଷ୍ଟାରମାନେ ଅଧିକ ଚର୍ଚାରେ ରୁହନ୍ତି । ସମସ୍ତେ ନିଜ ପସନ୍ଦିତା ଷ୍ଟାରଙ୍କର ପରର୍ସନାଳ ଲାଇଫ ବିଷୟରେ ଜାଣିବା ପାଇଁ ଚାହାନ୍ତି । ଏହା ବି ସତ ଅଟେ କି ବଲୀଉଡରେ ଯେଉଁ ଷ୍ଟାରମାନେ ଅଛନ୍ତି ତାଙ୍କର ରିୟଲ ଲାଇଫ ପରଦା ଲାଇଫ ଠାରୁ ବିଲକୁଲ ଅଲଗା ହୋଇଥାଏ ।

ଆଜି ଆମେ ଆପଣଙ୍କୁ ଅଜୟ ଦେବଗନଙ୍କ ବିଷୟରେ କହିବାକୁ ଯାଉଛୁ । ଯିଏକି ବହୁତ ଲୋକପ୍ରିୟ ଅଟନ୍ତି ଏବଂ ଆଜି ବି ତାଙ୍କର କୋଟି କୋଟି ଫ୍ୟାନ ଅଛନ୍ତି । ଅଜୟ ଦେବଗନ ଏକ ପ୍ରସିଦ୍ଧ ବଲୀଉଡ ଅଭିନେତା ଅଟନ୍ତି । ଯିଏକି ନିଜର ଦମଦାର ଅଭିନୟ ଏବଂ ପ୍ରଦର୍ଶନ ଯୋଗୁ ଆଜି ସେ ବଲୀଉଡ ଇଣ୍ଡଷ୍ଟ୍ରିରେ ଏକ ସୁପରଷ୍ଟାର ହୋଇ ପାରିଛନ୍ତି ।

ଆପଣ ସମସ୍ତେ ଅଜୟ ଦେବଗନଙ୍କ ବିଷୟରେ ତ ଜାଣିଛନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ ତାଙ୍କର ପରିବାରର ବାକି ସଦସ୍ୟଙ୍କ ବିଷୟରେ କହିବାକୁ ଯାଉଛୁ । ଆପଣଙ୍କୁ କହିଦେଉଛୁ ଯେ ଅଜୟ ଦେବଗନଙ୍କର ପିତାଙ୍କର ନାମ ବୀରୁ ଦେବଗନ ଏବଂ ମାତାଙ୍କର ନାମ ବିନା ଦେବଗନ ଅଟେ । ଅଜୟ ଦେବଗନ ୩ ଭାଇ ଭଉଣୀ ଅଟନ୍ତି । ଯେଉଁଥିରେ ତାଙ୍କ ଭାଇଙ୍କର ନାମ ଅନିଲ ଦେବଗନ ଏବଂ ଭଉଣୀଙ୍କର ନାମ ନୀଲମ ଦେବଗନ ଅଟେ ।

କହିଦେଉଛୁ ଯେ ଠିକ “ହଲଚଲ, ଗୁଣ୍ଡାରାଜ” ଭଳି ଫିଲ୍ମରେ ଅଜୟ ଦେବଗନ ଏବଂ କାଜୋଲ ଏକା ସହିତ କାମ କରୁଥିଲେ । କାଜୋଲ ବହୁତ କଥାବାର୍ତ୍ତା କରୁଥିଲେ ଏବଂ ଅଜୟ ଦେବଗନ ସବୁବେଳେ ଶାନ୍ତ ରହୁଥିଲେ । ଦୁଇ ଜଣଙ୍କର ବ୍ୟବହାର ପରସ୍ପର ଠାରୁ ଅଲଗା ଥିଲା । ଏହି କଥା ହିଁ ପରସ୍ପରଙ୍କ ପ୍ରତି ଆକର୍ଷଣର କେନ୍ଦ୍ର ହୋଇଥିଲା ।

ଦୁଇଜଣଙ୍କ ମଧ୍ୟରେ ବନ୍ଧୁତା ହୋଇଗଲା ଏବଂ କେତେବେଳେ ଦୁଇଜଣ ଭଲ ପାଇ ବସିଲେ ତାହା ଜଣା ପଡିଲା ନାହିଁ । ଏହା ପରେ ଦିନେ ଅଜୟ ଏବଂ କାଜୋଲ ବିବାହ କରିବା ପାଇଁ ନିଷ୍ପତି ନେଲେ ଏବଂ ପରସ୍ପର ବିବାହ ବନ୍ଧନରେ ବାନ୍ଧି ହୋଇଗଲେ ।

ଯେତେବେଳେ ଅଜୟ ଏବଂ କାଜୋଲ ବାହାଘର କରିଲେ ତେବେ ମିଡିୟାରେ ଏହି ବାହାଘରକୁ ନେଇ ବିଭିନ୍ନ ନ୍ୟୁଜ ଆସିଥିଲା । କାଜୋଲ ଆଜାଦୀ ଚିନ୍ତାଧାରାର ଝିଅ ଥିଲେ, ଯେତେବେଳେ କି ଅଜୟ ପାରିବାରିକ ଯୁବକ ଥିଲେ । କୁହାଯାଉଥିଲା କି ଏହି ଯୋଡି ଅଧିକ ଦିନ ପର୍ଯ୍ୟନ୍ତ ରହି ପାରିବ ନାହିଁ । କିନ୍ତୁ ଏହିଭଳି କିଛି ହୋଇନାହିଁ ଏମାନେ ବର୍ତ୍ତମାନ ଏକ ସୁଖମୟ ଜୀବନ ଜାପାନ କରୁଛନ୍ତି । କହିଦେଉଛୁ ଯେ ଏମାନଙ୍କର ଗୋଟିଏ ଝିଅ ନ୍ୟାସା ଏବଂ ଗୋଟିଏ ପୁଅ ଯାହାର ନାମ ୟୁଗ ଅଟେ ।

ଯଦି ଆପଣଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥାଏ ତେବେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ ଓ ଆଗକୁ ଏମିତି ମୋନରଞ୍ଜନ ଖବର ପାଇଁ ପେଜକୁ ଲାଇକ କରନ୍ତୁ ।