ବିବାହ ପରେ ପ୍ରଥମ ଥର କେମିତି ହୋଲି ଖେଳିଲେ ସବ୍ୟ-ଅର୍ଚ୍ଚିତା, ଦେଖନ୍ତୁ ପୁରା ଭିଡିଓ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ନିଶ୍ଚିତ ଭାବରେ ଓଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତା ସବ୍ୟସାଚୀ ଏବଂ ଅଭିନେତ୍ରୀ ଅର୍ଚ୍ଚିତା ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଯୋଡ଼ି ଗତ କିଛି ଦିନ ପୂର୍ବରୁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ବର୍ତ୍ତମାନ ସମୟରେ ଏହି ଯୋଡ଼ି ଙ୍କ ବିବାହ ର ସମସ୍ତ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି । ତେବେ କିଛି ଦିନ ହେବ ଏହି ଯୋଡ଼ି ଙ୍କ ବିଭିନ୍ନ ପ୍ରକାରର ଫଟୋ ସୋସିଆଲ ମିଡିଆ ରେ ବହୁତ ମାତ୍ରାରେ ଭାଇରାଲ ହୋଇଛି ।

ଆଜି ହୋଲି ଅବସର ରେ ଦୁହେଁ ଏକା ସହିତ ହୋଲି ଖେଳି ବହୁତ ମଜା ମସ୍ତି କରିଛନ୍ତି ଯାହାର ଏକ ଭିଡିଓ ସବ୍ୟସାଚୀ ନିଜର ସୋସିଆଲ ମିଡିଆ ଆକାଉନ୍ଟ ରେ ପୋଷ୍ଟ କରିଛନ୍ତି ଯେଉଁଥିରେ ହୋଲି ର ରଙ୍ଗରେ ଦୁହେଁ ବହୁତ ସୁନ୍ଦର ଲାଗୁଛନ୍ତି ।

ଯେଉଁଥିରେ ସବ୍ୟସାଚୀ ଏହା ମଧ୍ୟ କହୁଛନ୍ତି କି ଅର୍ଚ୍ଚିତା କେବେ ବି ହୋଲି ଖେଳି ନଥିଲେ, ଯେଉଁଥି ପାଇଁ ମୁଁ ତାଙ୍କୁ ହୋଲି ର ମଜା ଚଖାଉଥିଲି । ଏହି ଭିଡିଓ ଟି ବର୍ତ୍ତମାନ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦର୍ଶକ ମାନେ ବହୁତ ପସନ୍ଦ କରୁଛନ୍ତି ।

 

 

View this post on Instagram

 

A post shared by SABYASACHI MISHRA (@sabyasachi_actor)

ଏହି ଭିଡିଓ ରେ ସବ୍ୟ ଅର୍ଚ୍ଚିତା ଙ୍କ ଫ୍ୟାନ୍ସ ମାନେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ରଖିଛନ୍ତି ଓ ହୋଲି ର ଶୁଭ କାମନା ଜଣାଇଛନ୍ତି । ଏହା ଥିଲା ସବ୍ୟ ଅର୍ଚ୍ଚିତା ଙ୍କର ବାହାଘର ପରର ପ୍ରଥମ ହୋଲି । ଯାହାକୁ ସେ ଖୁବ ଆନନ୍ଦର ସହ ପାଳନ କରିଛନ୍ତି । ଯାହା ଆପଣ ମାନେ ଏହି ଭିଡିଓ ରେ ନିଶ୍ଚିତ ଭାବରେ ଦେଖି ପାରିବେ ।

ଆପଣଙ୍କୁ କହି ଦେଉଛୁ କି ମାର୍ଚ୍ଚ 1 ତାରିଖ ଦିନ ଦୁହେଁ ରାଜସ୍ଥାନ ର ଏକ ବିଳାସ ପୂର୍ଣ୍ଣ ପ୍ୟାଲେସ ରେ ଖୁବ ଧୁମଧାମ ର ସହ ବିବାହ କରିଥିଲେ । ଏହା ଓଡିଶା ଫେରି ଓଡିଶାରେ ମଧ୍ୟ ତାଙ୍କର ରିସିପ୍ସନ ଭୋଜି ଦେଇଥିଲେ । ଏହି ରିସେପ୍ସନ ପାର୍ଟି ରେ ଓଡିଶାର ସମସ୍ତ କଳାକାର ମାନେ ଯୋଗ ଦେଇଥିଲେ ଓ ଏହି ନବଦମ୍ପତି ଙ୍କୁ ଆଶୀର୍ବାଦ କରିଥିଲେ ।

ଦୁଇ ଜଣଙ୍କ ପାଇଁ ଫ୍ୟାନ୍ସ ମାନଙ୍କ ତରଫରୁ ବିବାହର ଢେର ସାରା ଶୁଭକାମନା ମିଳିଥିଲା । ଏହା ମଧ୍ୟରେ ସେମାନଙ୍କ ବିବାହକୁ ଏକ ମାସ ହୋଇ ଗଲାଣି । ବର୍ତ୍ତମାନ ସେମାନେ ନିଜ ପର୍ଶନାଲ ଲାଇଫ ରେ ବହୁତ ଖୁସିରେ ଅଛନ୍ତି ।

ବିବାହ ପରେ ପ୍ରଥମ ହୋଲି ର ଖୁବ ମଜା ନେଇଛନ୍ତି । ତେବେ ଆପଣ ମାନଙ୍କୁ ଏହି ଦୁଇ ଜଣଙ୍କ ଯୋଡି କେମିତି ଲାଗୁଛି ଆମକୁ କମେନ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ କରି ଦିଅନ୍ତୁ । ଧନ୍ୟବାଦ