Virat Kohli ଙ୍କ ଝିଅ ହେବା ଖୁସିରେ କ୍ରିକେଟ ଷ୍ଟାର ମାନେ ଦେଲେ ଏହି ସବୁ ଦାମୀ ଗିଫ୍ଟ, Virendra Sehwag ଦେଲେ ସବୁଠୁ ଅଧିକ ମହଙ୍ଗା ଗିଫ୍ଟ ଯାହାର ଦାମ ଶୁଣିଲେ ଆପଣ ଚମକି ପଡିବେ

ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ଝିଅ ଜନ୍ମ ସମୟରୁ ହିଁ ଚାରିଆଡେ ଚର୍ଚାରେ ଅଛି । ଏମିତିରେ ସମସ୍ତେ ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କୁ ତାଙ୍କର ପ୍ରଥମ ସନ୍ତାନ ପାଇଁ ଶୁଭେଚ୍ଛା ଓ ଉପହାର ବି ଦେଉଛନ୍ତି । କେତେକ ବଲୀଉଡର ଷ୍ଟାରମାନେ ତ ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ଝିଅକୁ ଉପହାର ମଧ୍ୟ ଦେଇଛନ୍ତି ।

କିନ୍ତୁ ଏହା ମଧ୍ୟରେ ସବୁଠୁ ବଡ ଆଶ୍ଚର୍ଯ୍ୟ କଥା ହେଉଛି କି କେବଳ ଭାରତରେ ରହୁଥିବା ଲୋକମାନେ ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ଝିଅକୁ ଉପହାର ଦେଇ ନାହାନ୍ତି ଏହା ଛଡା ଭାରତ ବାହାରେ ଅର୍ଥାତ ବିଦେଶରେ ରହୁଥିବା କିଛି ଲୋକମାନେ ବି ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ଝିଅକୁ ଉପହାର ଦେଇଛନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ବିରାଟ କୋହଲିଙ୍କ କ୍ରିକେଟର ବନ୍ଧୁମାନଙ୍କ ଠାରୁ ଓ ଅନ୍ୟ ଦେଶର କ୍ରିକେଟରମାନଙ୍କ ତରଫରୁ ମିଳିଥିବା ଉପହାର ବିଷୟରେ ଆପଣଙ୍କୁ କହିବୁ ।

ରୋହିତ ଶର୍ମା

ରୋହିତ ଶର୍ମା ଓ ବିରାଟ କୋହଲି ବହୁତ ଭଲ ବନ୍ଧୁ ଅଟନ୍ତି । ଏମିତିରେ ରୋହିତ ଶର୍ମା ବିରାଟଙ୍କ ଝିଅ ପାଇଁ ତାଙ୍କୁ ଏକ ଗୋଲ୍ଡ ଚେନ ପଠାଇଛନ୍ତି । ଏହି ଗୋଲ୍ଡ ଚେନର ମୂଲ୍ୟ ହେଉଛି ୨ ଲକ୍ଷ ଟଙ୍କା ।

ରବୀନ୍ଦ୍ର ଜଡେଜା

ରବୀନ୍ଦ୍ର ଜଡେଜା ଓ ବିରାଟ ବି ଭଲ ବନ୍ଧୁ ଅଟନ୍ତି । ରବୀନ୍ଦ୍ର ଜଡେଜା ବିରାଟଙ୍କ ଝିଅ ପାଇଁ ଦାମୀ ଗୋଲାପି ରଙ୍ଗର କଣ୍ଢେଇ ପଠାଇଛନ୍ତି ।

ଜସପ୍ରୀତ ବୁମରାହ

ଜସପ୍ରୀତ ବୁମରାହ ଓ ବିରାଟଙ୍କ ମଧ୍ୟରେ ଭଲ ବଡିଙ୍ଗ ଅଛି । ଜସପ୍ରୀତ ବୁମରାହ ବିରାଟଙ୍କ ଝିଅକୁ ଏକ ବଡ କଣ୍ଢେଇ ଉପହାର ଦେଇଛନ୍ତି ଓ ଏହି କଣ୍ଢେଇର ମୂଲ୍ୟ ୧ ଲକ୍ଷ ଟଙ୍କା ଅଟେ ।

ବିରେନ୍ଦ୍ର ସହୱାଗ

ବିରେନ୍ଦ୍ର ସହୱାଗ ବିରାଟଙ୍କ କ୍ୟାପଟେନଶିପକୁ ବହୁତ ଅଧିକ ପସନ୍ଦ କରନ୍ତି । ବିରେନ୍ଦ୍ର ସହୱାଗ ବିରାଟଙ୍କୁ ଝିଅକୁ ଶୁଭକାମନା ସହିତ ତାଙ୍କ ଝିଅ ପାଇଁ ଏକ ଛୋଟ ଗୋଲ୍ଡ କାର ପଠାଇଛନ୍ତି । ଏହି କାର ମୂଲ୍ୟ ୭ ଲକ୍ଷ ଟଙ୍କା ଅଟେ ।

ହରଭଜନ ସିଂହ

ହରଭଜନ ସିଂହ ବିରାଟ କୋହଲିଙ୍କ ଝିଅକୁ ଗୋଟିଏ ଡଲ ହାଉସ ଗିଫ୍ଟ କରିଛନ୍ତି । ଯାହାର ମୂଲ୍ୟ ୧ ଲକ୍ଷ ଟଙ୍କା ଅଟେ ।

ଶ୍ରେୟସ ଅୟର

ଶ୍ରେୟସ ଅୟର ବିରାଟ କୋହଲିଙ୍କୁ ତାଙ୍କ ଝିଅ ପାଇଁ ଏକ ଦାମୀ ଡାକ୍ତର ଖେଳଣା ଗିଫ୍ଟ କରିଛନ୍ତି ।

ଶିଖର ଧବନ

ଶିଖର ଧବନ ବିରାଟଙ୍କ ଝିଅକୁ ଗୋଟିଏ ଛୋଟ ହେଲିକପ୍ଟର ଗିଫ୍ଟ କରିଛନ୍ତି । ଏହି ହେଲିକପ୍ଟରର ମୂଲ୍ୟ ୧.୫ ଲକ୍ଷ ଟଙ୍କା ଅଟେ ।

ଡେବିଡ ୱାର୍ନର

ଡେବିଡ ୱାର୍ନର ଅଷ୍ଟ୍ରେଲିୟାର କ୍ରିକେଟର ଅଟନ୍ତି ଓ ପଡିଆ ବାହାରେ ସେ ବିରାଟଙ୍କ ଭଲ ବନ୍ଧୁ ଅଟନ୍ତି । ଡେବିଡ ୱାର୍ନର ବିରାଟ କୋହଲିଙ୍କ ଝିଅ ପାଇଁ ଗୋଟିଏ ଆଡଭାନ୍ସ ଟୟ ହାଉସ ଗିଫ୍ଟ କରିଛନ୍ତି ଓ ଏହି ଆଡଭାନ୍ସ ଟୟ ହାଉସର ମୂଲ୍ୟ ୫ ଲକ୍ଷ ଟଙ୍କା ଅଟେ ।

ସଚିନ ତେନ୍ଦୁଲକର

ସଚିନ ତେନ୍ଦୁଲକର ବିରାଟଙ୍କ ଝିଅକୁ ଏକ ସ୍ପେଶାଲ ହାତଲେଖା ନୋଟ ଓ ଫୁଲତୋଡା ପଠାଇଛନ୍ତି ।

ମହମ୍ମଦ ଆମିର

ମହମ୍ମଦ ଆମିର ପାକିସ୍ତାନର ଫେମସ ବୋଲର ଅଟନ୍ତି ଓ ବିରାଟ କୋହଲିଙ୍କୁ ବହୁତ ମାନନ୍ତି ବି । ଏମିତିରେ ମହମ୍ମଦ ଆମିର ବିରାଟ କୋହଲିଙ୍କୁ ଶୁଭେଛା ସହ ତାଙ୍କର ଝିଅ ପାଇଁ ବହୁତ ମହଙ୍ଗା ମିଠା ବି ପଠାଇଛନ୍ତି ।