ରାଶି କହିବ ଆପଣଙ୍କୁ ମିଳିବ କେମିତି ବୋହୁ, କେମିତି ରହିବ ତାର ଆପଣଙ୍କ ସହିତ ସମ୍ପର୍କ, ଜାଣନ୍ତୁ

ସମସ୍ତେ ଏହା ଚାହିଁଥାନ୍ତି କି ନିଜ ପୁଅ ଯବାନ ହେବା ମାତ୍ରେ ହିଁ ନିଜ ଘରକୁ ଜଲ୍ଦି ଜଲ୍ଦି ଏକ ବୋହୁ ନେଇ ଆସୁ । କିନ୍ତୁ ଏଥିପାଇଁ ଅଳ୍ପ ଟେନସନ ବି ଥାଏ । ସେମାନେ ଚିନ୍ତା କରନ୍ତି କି ଯେଉଁ ବୋହୁ ତାଙ୍କ ଘରକୁ ଆସିବ ତାହାର ପରିବାର ପ୍ରତି ବ୍ୟବହାର କେମିତି ରହିବ । କଣ ସେ ଆସିବା ଦ୍ଵାରା ଘରକୁ ଖୁସି ଆସିବ ନା ବର୍ବାଦୀ ଆଡକୁ ଅଗ୍ରସର ହେବ । ଏହି ସମସ୍ତ ପ୍ରଶ୍ନର ଉତ୍ତର ଦେବା ପାଇଁ ଆମେ ଆପଣଙ୍କୁ ଆପଣଙ୍କର ରାଶି ଅନୁସାରେ ଭବିଷ୍ୟତରେ ମିଳିବାକୁ ଥିବା ବୋହୁର ନେଚର ବିଷୟରେ କହିଦେଉଛୁ ।

ମେଷ :

ଏହି ରାଶିର ଲୋକମାନଙ୍କୁ ବହୁତ ବୁଦ୍ଧିମାନ ଓ ଗୁଣମତୀ ବୋହୁ ମିଳିଥାଏ । ଏହି ବୋହୁମାନେ ନିଜ ପରିବାରର ନାମକୁ କେବେ ବି ଖରାପ କରନ୍ତି ନାହିଁ ।

ବୃଷ :

ଏମାନଙ୍କୁ ଅଳ୍ପ ଚାଲାକ ବାଲା ବୋହୁ ମିଳିଥାଏ । ଏମାନେ ନିଜ ବିଷୟରେ ଅଧିକ ଚିନ୍ତା କରିଥାନ୍ତି । ଏମାନେ କାହକୁ ବି ମୂର୍ଖ ବନାଇ ନିଜର କାମ ବାହାର କରି ଦିଅନ୍ତି ।

ମିଥୁନ :

ଏହି ଲୋକମାନଙ୍କ ଭାଗ୍ୟରେ ଧନୀ ବୋହୁ ଲେଖା ହୋଇଥାଏ । ଏମାନଙ୍କ ଘରେ ଆସିବା ପରେ ପୁରା ପରିବାରର ଭାଗ୍ୟ ଚମକି ଯାଇଥାଏ ।

କର୍କଟ :

ଏହି ରାଶିର ଲୋକମାନଙ୍କୁ ମର୍ଡନ ଚିନ୍ତାଧାରା ବାଲା ବୋହୁ ମିଳିଥାଏ । ଏମାନଙ୍କର ନିଜ ଶାଶୁ ସହିତ ଭଲ ରିଲେଶନ ରହିଥାଏ । ଏମାନେ କେୟାରିଙ୍ଗ ନେଚରର ହୋଇଥାନ୍ତି ।

ସିଂହ :

ଏମାନଙ୍କୁ ଦବଙ୍ଗ ନେଚରର ବୋହୁ ମିଳିଥାଏ । ଘରେ ରାଜ କରିବା ଏମାନଙ୍କ ମାଇଣ୍ଡରେ ଆସିଥାଏ ।

କନ୍ୟା :

ଏମାନଙ୍କ ଘରେ ସଂସ୍କାରୀ ବୋହୁ ଆସିଥାଏ । ଏମାନେ ନିଜ ଶାଶୁଙ୍କର ସମସ୍ତ କଥା ମାନନ୍ତି ।

ମକର :

ଏମାନଙ୍କ ଘରେ ପ୍ରତିଭାଶାଳୀ ବୋହୁ ଆସିଥାଏ । ପରିବାରରେ ଟଙ୍କା ଓ ଉନ୍ନତି ହେବା ପଛରେ ଏମାନଙ୍କର ବହୁତ ବଡ ହାତ ଥାଏ ।

ତୁଳା :

ଏହି ରାଶିର ଲୋକମାନଙ୍କୁ ସୁନ୍ଦର ଓ ସୁଶୀଳ ବୋହୁ ମିଳିଥାଏ । ଏହି ବୋହୁମାନେ ଘରେ ସମସ୍ତଙ୍କ ସହିତ ମିଳିମିଶି ରହିଥାନ୍ତି ।

ଧନୁ :

ଏହି ରାଶିର ଲୋକମାନଙ୍କୁ ଅଧିକ କ୍ରୋଧିତ ହେଉଥିବା ବୋହୁ ମିଳିଥାଏ । ଏହି ବୋହୁମାନଙ୍କୁ ରାଗ ବହୁତ ଜଲ୍ଦି ଆସିଥାଏ ।

ବିଛା :

ଏହି ଲୋକମାନଙ୍କୁ ହସମୁଖ ବୋହୁ ମିଳିଥାଏ । ଏମାନେ ଘରକୁ ସୁଖର ସମୁଦ୍ର ନେଇ ଆସନ୍ତି ।

କୁମ୍ଭ :

ଏମାନଙ୍କୁ ଚୁଲବୁଲୀ ଓ ମସ୍ତୀଖୋର ବୋହୁ ମିଳିଥାଏ । ଏମାନଙ୍କ ଦ୍ଵାରା ଆପଣଙ୍କ ଜୀବନରେ ଖୁସି ଆସିଥାଏ ।

ମୀନ :

ଏମାନଙ୍କୁ ଅଳ୍ପ ସ୍ଵାର୍ଥୀ ବୋହୁ ମିଳିଥାଏ । ଏମାନେ ପରିବାର ପୂର୍ବରୁ ନିଜ ବିଷୟରେ ଚିନ୍ତା କରିଥାନ୍ତି ।