ଶିଶୁଟିର ପିତା ହେବାର ଦାବି କରିଥିଲେ ୩ ଟି ଯୁବକ, ଶିଶୁଟିର ମା’ର ଜବାବ ଶୁଣି ଚମକି ପଡିବେ ଆପଣ

ଆଜି ଆମେ ଆପଣଙ୍କୁ ଏହି ପୋଷ୍ଟ ମାଧ୍ୟମରେ ଏମିତି ଏକ ଶିଶୁ କନ୍ୟା ବିଷୟରେ କହିବାକୁ ଯାଉଛୁ, ଯାହାର ପିତା ହେବାର ଦାବି ୩ ଟି ଯୁବକ କରୁଛନ୍ତି । ଆପଣ ଏ ପର୍ଯ୍ୟନ୍ତ ଫିଲ୍ମରେ ଏପରି ହେବାର ଦେଖିଥିବେ କିନ୍ତୁ ଏହା ସତ ଅଟେ ।

ଏହି ଘଟଣା ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଅଟେ । ଆପଣଙ୍କୁ ଜଣାଇ ଦେଉଛୁ କି କିଛି ଦିନ ପୂର୍ବେ ଏଠିକାର ଏକ ଘରୋଇ ହସ୍ପିଟାଲରେ ଜଣେ ମହିଳା ତାର ଶିଶୁ କନ୍ୟାକୁ ଜନ୍ମ ଦେଇଛି ।

ଶିଶୁଟି ଜନ୍ମ ହେବାର କିଛି ସମୟ ପରେ ଶିଶୁ କନ୍ୟାର ପିତା ହେବାର ଦାବି କରି ୩ ଟି ଯୁବକ ଆସିଲେ । ଯେତେବେଳେ ହସ୍ପିଟାଲ ପ୍ରଶାସନ ତାଙ୍କୁ ଅଟକାଇ ପାରିଲେନି ସେତେବେଳେ ପୋଲିସ ଡକାଗଲା । ଏହି ୩ ଜଣଙ୍କ ମଧ୍ୟରୁ ଜଣେ ତା’ର ମ୍ୟାରେଜ ସାର୍ଟିପିକେଟ ଦେଖାଇଲା । କିନ୍ତୁ ମହିଳା ଜଣଙ୍କର ମା’ ଏହି ଯୁବକର ସାର୍ଟିପିକେଟକୁ ଫର୍ଜି ବୋଲି କହି ଶିଶୁଟିର ପିତା ନୁହେଁ ବୋଲି କହିଥିଲା । ତା ପରେ ଯେତେବେଳେ ପୋଲିସ ପଚରା ଉଚରା କରିଥିଲା ତେବେ ସବୁ ସତ କଥା ସାମ୍ନାକୁ ଆସିଥିଲା ।

ମହିଳା ଜଣଙ୍କ ହୋସ ରେ ଆସିବା ପରେ ଯେତେବେଳେ ପୋଲିସ ତା’ର ପ୍ରକୃତ ସ୍ଵାମୀ ବିଷୟରେ ପଚାରିଥିଲା , ତେବେ ତା’ର କହିବାର ଥିଲା କି ମ୍ୟାରେଜ ସାର୍ଟିପିକେଟ ଦେଖାଉଥିବା ବ୍ୟକ୍ତି ହିଁ ତାର ସ୍ଵାମୀ ଅଟେ । ସେ କହିଲା କି ଦୁଇ ଜଣଙ୍କର ବିବାହ ହୋଇଥିଲା । କିନ୍ତୁ ସେହି ବ୍ୟକ୍ତି ଓ ତାର ପରିବାର ଲୋକ ତାକୁ ଯୌତୁକ ଦାବି କରି ଘରୁ ବାହାର କରି ଦେଇଥିଲେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।