ବିବାହର ୧.୫ ବର୍ଷ ପରେ ଅନୁଷ୍କା ଖୋଲିଲେ ବଡ ସୀକ୍ରେଟ, କହିଲେ – ‘କମ ବୟସରେ ବିବାହ କରିଲି, କାହିଁକି ନା କୋହଲି…’

ବଲୀଉଡର ଟପ ଅଭିନେତ୍ରୀମାନଙ୍କ ମଧ୍ୟରେ ସାମିଲ ଥିବା ଅନୁଷ୍କା ଶର୍ମା ବିବାହର ୧.୫ ବର୍ଷ ପରେ ଏକ ସୀକ୍ରେଟ ଖୋଲିଲେ । କହିବାକୁ ଗଲେ ଅନୁଷ୍କା ଶର୍ମା ୨୦୧୭ ଡିସେମ୍ବରରେ ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ବିରାଟ କୋହଲିଙ୍କ ସହିତ ବିବାହ କରିଥିଲେ । ଯାହା ପର ଠାରୁ ହିଁ ବିଭିନ୍ନ ପ୍ରକାରର ପ୍ରଶ୍ନ ଉଠୁଛି । ଏତିକି ନୁହେଁ ଅନୁଷ୍କା ଶର୍ମା ବିରାଟ କୋହଲିଙ୍କ ବିବାହ କରିବାର ନିଷ୍ପତି ଏହିଭଳି ସମୟରେ କରିଥିଲେ, ଯେତେବେଳେ ସେ ନିଜର କ୍ୟାରିୟରର ପିକଅପରେ ଥିଲେ, ଯାହା ଉପରେ ବର୍ତ୍ତମାନ ଯାଇ ସେ ଏକ ବଡ ବୟାନ ଦେଇଛନ୍ତି ।

ବଲୀଉଡର ଅଭିନେତ୍ରୀ ଅନୁଷ୍କା ଶର୍ମା ବର୍ତ୍ତମାନ ହିଁ ମିଡିୟା ସହିତ କଥାବାର୍ତ୍ତା କରି ନିଜର ବିବାହକୁ ନେଇ ଏକ ବଡ ବୟାନ ଦେଇଛନ୍ତି । କହିବାକୁ ଗଲେ ଏହି ଅଭିନେତ୍ରୀ ଜଣକ ବହୁତ କମ ବୟସରେ ହିଁ ବିବାହ କରିନେଲେ, ଯାହା ପରେ ତାଙ୍କର କ୍ୟାରିୟର ଉପରେ ପ୍ରଶ୍ନ ଉଠୁଛି । କିନ୍ତୁ ବର୍ତ୍ତମାନ ଯାଇ ସେ ଏହାର ଉତ୍ତର ଦେଇଛନ୍ତି । କହିଦେଉଛୁ ଯେ ଅନୁଷ୍କା ଶର୍ମା ୨୯ ବର୍ଷ ବୟସରେ ବିରାଟ କୋହଲିଙ୍କ ସହ ବିବାହ କରିଛନ୍ତି ।

ଅନୁଷ୍କା କହିଲେ କମ ବୟସରେ ବିବାହ କରିବାର ରାଜ୍

ଇଣ୍ଟରଭିୟୁରେ ଅନୁଷ୍କା ଶର୍ମା କହିଥିଲେ କି ଜଣେ ଅଭିନେତ୍ରୀ ହେବା ସତ୍ବେ ବି ମୁଁ ବହୁତ ଜଲ୍ଦି ବିବାହ କରିଥିଲି । ଯେଉଁ କାରଣରୁ ଲୋକମାନେ କହୁଛନ୍ତି କି ମୋର କ୍ୟାରିୟର ଉପରେ ଫୁଲସ୍ଟପ ଲାଗିଯାଇଛି । କିନ୍ତୁ ମୋର ମାନିବା ଅଟେ କି ଆମର ଦର୍ଶକମାନେ ବହୁତ ବଦଳି ଯାଇଛନ୍ତି, ଏମିତିରେ ତାଙ୍କୁ ଫରକ ପଡେ ନାହିଁ କି ଆପଣଙ୍କର ପର୍ସନାଲ ଜୀବନରେ କଣ ଚାଲିଛି ।

କାରଣ ସେ କେବଳ ଆପଣଙ୍କୁ ପରଦାରେ ଦେଖିବାକୁ ଚାହାନ୍ତି । ଅନୁଷ୍କା ଶର୍ମା କହିଲେ କି କମ ବୟସରେ ବିବାହ କରିବାର ଅର୍ଥ ଏହା ନୁହେଁ କି କ୍ୟାରିୟର ଶେଷ ହୋଇଯିବ । ଏହା ଦ୍ଵାରା ଆମେ ଆମର ଦାୟିତ୍ଵକୁ ବୁଝି ପାରିଥାଉ ।

ସମ୍ପର୍କକୁ ନୂଆ ଚେହେରା ଦେବାକୁ ଚାହୁଁ ଥିଲେ – ଅନୁଷ୍କା

ଅନୁଷ୍କା ଶର୍ମା କହିଲେ କି ମୋତେ ବିରାଟ କୋହଲିଙ୍କ ସହ ପ୍ରେମ ହୋଇଯାଇଥିଲା, ଯେଉଁ ମୁଁ କାରଣରୁ ସମ୍ପର୍କକୁ ନୂତନ ପରିଚୟ ଦେବା ପାଇଁ ଚାହୁଁଥିଲି ଓ ମୁଁ ବିବାହ କରିନେଲି । ଅନୁଷ୍କା ଶର୍ମା କହିଲେ କି ମୁଁ ବହୁତ ଭାଗ୍ୟଶାଳୀ ଅଟେ କି ମୋତେ ତାଙ୍କ ଭଳି ଜୀବନସାଥୀ ମିଳିଛି । ଯିଏକି ବହୁତ ବିଶ୍ଵାସୀ ଅଟନ୍ତି । ତାଙ୍କ ପାଖରେ ମିଥ୍ୟା ବୋଲି କିଛି କଥା ନାହିଁ, ସବୁ ସତ ହିଁ ଅଟେ, ଯେଉଁ କାରଣରୁ ମୁଁ ନିଜ କ୍ୟାରିୟରର ପିକଅପ ସମୟରେ ହିଁ ବିବାହ କରି ନେଲି ଓ ଆଜି ବହୁତ ଖୁସିରେ ଅଛି ।

ବାହାଘର ପରେ କାମ କରିବାରେ ଡର ନାହିଁ – ଅନୁଷ୍କା

ଅନୁଷ୍କା ଶର୍ମା ଆଗକୁ କହିଲେ କି ବାହାଘର ପରେ ପୁରୁଷ କାମ କରିବାକୁ ବିଲକୁଲ ଡରନ୍ତି ନାହିଁ, ସେହିଭଳି ମହିଳମାନଙ୍କୁ ବି ଡରିବା ଉଚିତ ନୁହେଁ, ସେଥିପାଇଁ ମୁଁ ନିଜର ସୁନ୍ଦର ସମୟ ମଧ୍ୟରେ କ୍ୟାରିୟରର ଫୁଲସ୍ଟପର ଡର ଆଣିଲି ନାହିଁ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।