ନିଜ ପ୍ରିଗ୍ନେନ୍ସି ଲୁଚାଉଛନ୍ତି Bollywood ଏହି 5 ହିରୋଇନ

ବଲିଉଡ ର ସୁନ୍ଦର ଅଭିନେତ୍ରୀ କରିନା କପୁର ଖାନ ଏବଂ ଅନୁଷ୍କା ଶର୍ମା ଆଜି କାଲି ନିଜର ପ୍ରେଗ୍ନେନ୍ସି ଟାଇମ କୁ ବହୁତ ବେଶି ଏଞ୍ଜୟ କରିବାରେ ଲାଗିଛନ୍ତି । ଦୁହେଁ ବହୁତ ସମୟ ନିଜର ବେବୀ ବମ କୁ ଫ୍ଲଣ୍ଟ କରୁଛନ୍ତି । ଏବଂ ନିଜର ଫଟୋ ସୋସିଆଲ ମିଡିଆରେ ମଧ୍ୟ ସେୟାର କରୁଛନ୍ତି । ଏହି ଫଟୋ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରହିଛି । କରିନା ଦ୍ୱିତୀୟ ଥର ପାଇଁ ମାଆ ହେବାକୁ ଯାଉଛନ୍ତି ଯୋଉଥିପାଇଁ ସେ ବହୁତ ଖୁସି ମଧ୍ୟ ଅଛନ୍ତି ।

କିନ୍ତୁ ବଲିଉଡ ରେ ଏମିତି କିଛି ଅଭିନେତ୍ରୀ ମଧ୍ୟ ଅଛନ୍ତି ଯିଏ ବିବାହ ପରେ ନିଜର ପ୍ରିଗ୍ନେନ୍ସୀ କୁ ଲୁଚାଇବାକୁ ଚେଷ୍ଟା କରୁଥିବାର ନଜର ଆସିଛନ୍ତି । ଆଜି ଆମେ ସେହି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା ।

ପ୍ରିୟଙ୍କା ଚୋପ୍ରା:- ନିଜର ସୋସିଆଲ ମିଡିଆରେ ପ୍ରିୟଙ୍କା କିଛି ଏମିତି ଫଟୋ ସେୟାର କରିଛନ୍ତି ଯେଉଁଥିରେ ତାଙ୍କର ବେବି ବମ ଦେଖିବାକୁ ମିଳିଛି । କିନ୍ତୁ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏହି ବିଷୟରେ ମିଡ଼ିଆ ସାମ୍ନାରେ କିଛି ମଧ୍ୟ କହିନାହାନ୍ତି । କିନ୍ତୁ ଏହି କଥା ବହୁତ ଭାଇରାଲ ହେବାରେ ଲାଗିଛି କି ପ୍ରିୟଙ୍କା ଚୋପ୍ରା ଖୁବ ଶୀଘ୍ର ମାଆ ହେବାକୁ ଯାଉଛନ୍ତି ।

ଦୀପିକା ପାଦୁକନ:- ସମସ୍ତଙ୍କ ହୃଦୟରେ ରାଜ କରୁଥିବା ଅଭିନେତ୍ରୀ ଦୀପିକା କହିଛନ୍ତି କି ସେ ଖୁବ ଶୀଘ୍ର ସମସ୍ତଙ୍କୁ ଗୁଡ ନିଉଜ ଦେବାକୁ ଯାଇଛନ୍ତି । ଯାହା ପରେ ସେ ରଣବୀର ସିଂ ଙ୍କ ଗୋଟେ ପୋଷ୍ଟ ରେ ଡାଡୀ ବୋଲି ମଧ୍ୟ କମେଣ୍ଟ କରିଥିଲେ ଯାହା ପରେ ଏହା ଭାଇରାଲ ହେବାରେ ଲାଗିଛି କି ଦୀପିକା ମଧ୍ୟ ମା ହେବାକୁ ଯାଉଛନ୍ତି ।

ଇଲିଆନା ଡି କ୍ରୁଜ:- ବଲିଉଡ ଅଭିନେତ୍ରୀ ଇଲିଆନା ଙ୍କୁ ଶେଷ ଥର ପାଇଁ ବଲିଉଡ ମୁଭି ପାଗଳ ପନ୍ତିରେ ଦେଖିବାକୁ ମିଳିଥିଲା । ଗୋଟେ ଇଭେଣ୍ଟ ରେ ଇଲିଆନା ରେଡ ଗାଉନ ରେ ପହଞ୍ଚିଥିଲେ । ଯୋଉଥିରେ ତାଙ୍କର ବେବି ବମ ଦେଖାଯାଉଥିଲା । ଯାହାକୁ ଦେଖିବା ପରେ ଏହି ଖବର ସାମ୍ନାକୁ ଆସିଥିଲା କି ଇଲିଆନା ପ୍ରେଗ୍ନେଣ୍ଟ ଅଛନ୍ତି ।

ଐଶ୍ୱରୀଆ ରାୟ ବଚ୍ଚନ :- ନିଜର ଲୁକ ଏବଂ ଅନ୍ଦାଜରେ ସମସ୍ତଙ୍କୁ ନିଜର ଦିୱାନା କରିଛନ୍ତି ଐଶ୍ଵରିଆ । ନିଜର ପ୍ରଥମ ବେବି ପରେ ଐଶ୍ୱରୀଆ ରାୟ ବଚ୍ଚନ ଦୁତିୟ ଥର ପାଇଁ ମାଆ ହେବାକୁ ଯାଉଛନ୍ତି । କିନ୍ତୁ ସେ ଏହି ଖବର କୁ ଲୁଚେଇ ରଖିଛନ୍ତି ।

ନେହା ଧୂପିଆ:- ୨୦୧୮ ରେ ନେହା ନିଜ ପ୍ରେମିକ ଅଙ୍ଗଦ ବେଦୀ ଙ୍କ ସହ ବିବାହ କରିଥିଲେ । ନେହା ଦୂତିୟ ଥର ପ୍ରିଗ୍ନେଣ୍ଟ ଥିବାର ଖବର ସାମ୍ନାକୁ ଆସୁଛି । କିନ୍ତୁ ଏବେ ପର୍ଯ୍ୟନ୍ତ ସେ ଏହି କଥାକୁ ମିଡ଼ିଆ ସାମ୍ନାରେ କହିନାହାନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।