ଏହି ତେଲକୁ ଥରେ ମାଲିସ କରି ନିଅନ୍ତୁ, Varicose veins, ଶିର ଦରଜ, ଶିର ବ୍ଲକେଜ, କମ୍ଜୋରି ସବୁ କିଛି ଭଲ ହେଇଯିବ- Health Tips

ପ୍ରତେକ ଦିନ ଆମେ କିଛି ନା ରୋଗ ବିଷୟରେ ଜାଣିବାକୁ ପାଉଛେ ଆମେ ଜାଣିଛେ କି ଯଦି ଆମେ ସୁସ୍ଥ ରହିବା ତାହେଲେ ଆମେ ଖୁସି ରେ ରହିବା । କାରଣ କୁହାଯାଏ କି ଗୋଟେ ସୁସ୍ଥ ମସ୍ତିସ୍କ, ମନ କେବଳ ଗୋଟେ ସୁସ୍ଥ ଶରୀର ରେ ବାଶ କରେ ।

ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଆପଣ ମାନେ ସାଧାରଣତଃ ଦେଖି ଥିବେ । ଏହାକୁ ଆମେ ଭାରିକସ ଭେଁନ ବୋଲି କହି ଥାଉ । ଏହାକୁ ଆପଣ ଜାଣିଥିବେ କି ବେଳେ ଆମ ଜଙ୍ଘ କିମ୍ବା ଆମ ଆଣ୍ଠୁ ପଛ ପଟେ କିଛି ଶିର ଥାଏ ଓ ଏହା ଗଣ୍ଠି ପଡିଲା ଭଳି ହୋଇ ଯାଇଥାଏ । ଆପଣ ଜାଣିଥିବେ ଏଭଳୀ ହେଲେ ଯନ୍ତ୍ରଣା ବଢି ଯାଏ ।

ଚାଲିବା ସମୟରେ କିମ୍ବା ବସିବା ସମୟରେ ମାନେ ଯଦି ଆପଣ ଗୋଡ ଭାଙ୍ଗିକି ବସିବା ପାଇଁ ଚାହିଁ ବେ ତାହାଲେ  ଏହା ଖୁବ ଜ୍ଯୋର୍ ଯନ୍ତ୍ରଣା ଦେଇ ଥାଏ । ଆପଣ ଯଦି ଏହାକୁ ଆରମ୍ଭରୁ ଜାଣି ନେବେ ଓ ଏହାର ଯତ୍ନ ନେବେ ତାହେଲେ ଏହା ଖୁବ ଜଲ୍ଦି ଭଲ ହୋଇଜୀବ । ଏହା ଆମର ଗଣ୍ଠିକୁ ଫୁଲେଈ ଦିଏ । ଏହା ମହିଳା ମାନଙ୍କ ପାଖରେ ଅଧିକ ଦେଖାଯାଏ। ଏହାର କାରଣ ଆଜି କାଲୀ ସ୍ତ୍ରୀ ଲୋକମାନେ ଗୋଟେ ଜାଗାରେ ବସିକି ରୁହନ୍ତି  କିଛି ବି ଶାରିରୀକ କାମ ହେଉନି। କାରଣ ହେଉଛି ଆଜି କାଲୀ ଘର କାମ ଅଧିକ ରୁ ଅଧିକ ମଶିନ ମାନେ କରୁଛନ୍ତି ।

ଏହା ସହ ମହିଳା ମାନେ ଅଧିକ ସମୟରେ ହାଇ ହିଲ ପିନ୍ଧୁଛନ୍ତି ଓ ଅନେକ ସମୟରେ ଅଧିକ ଚିପା ଡ୍ରେସ ପିନ୍ଧୁଛନ୍ତି ତେଣୁ କରି ଏହା ପୁରୁଷ ମାନଙ୍କ ଅପେକ୍ଷା ମହିଳା ମାନଙ୍କ ଭିତରେ ଅଧିକ ଦେଖାଯାଏ । ଶରୀର ର ତଳ ଭାଗରେ ଥିବା ଶିରା ଗୁଡିକରୁ ସଠିକ ଭାବେ ରକ୍ତ ଆମ ମସ୍ତିସ୍କ କୁ ପହଞ୍ଚି ପାରେନି ଏହା ପରେ ଆରମ୍ଭ ହୋଇ ଯାଇ ଥାଏ ଗୋଡ ଫୁଲିବା। କେବଳ ଏହା ଏକ କାରଣ ନୁହେଁ ଯଦି ଆମେ ଆପଣଙ୍କୁ କହିବାକୁ ଯିବା ତେବେ ଆମେ ଯଦି ଦରକାର ରୁ ଅଧିକ ଓଜନ ବଢାଇବା ଶରୀରର ତାହେଲ ଆମେ ଏଭଳି ପରିସ୍ଥିତିରେ ପଡିବା ।

ଏହା ଆରମ୍ଭରୁ ଅଧିକ ହୋଇ ନଥାଏ ଯଦି ଆପଣ ଏଭଳି କିଛି ଅନୁଭବ କରୁଛନ୍ତି ତାହେଲେ ଆପଣ ଏହାକୁ କମେଇବା ପାଇଁ ଚେଷ୍ଟା କରନ୍ତୁ । ଆପଣ ଏହାକୁ କମେଇବା ପାଇଁ ଅଧିକ ମାତ୍ରାରେ ବ୍ୟାୟାମ କରନ୍ତୁ ଓ ଏହା ସହ ଆପଣ ଖାଇ ସାରିବା ପରେ କମ ରୁ କମ 15 ମିନିଟ ଯାଏ ଟିକେ ଚଲା ଚଲି କରନ୍ତୁ । ଏହା ସହ ଆପଣ ଯଦି ଜଡା ତେଲ କିମ୍ବା ଅଲିଭ ତେଲରେ ନିଜ ଗୋଡକୁ ମାଳିଶ କରିବେ ଏହା ଦ୍ଵାରା ରକ୍ତ ଭଲ ଭାବେ ଗତି କରି ପାରିବ ।

ଆପଣ ନିଜ ଖାଦ୍ଯରେ ଭିଟାମିନ A ଓ ଭିଟାମିନ B 12 ଅଧିକ ମାତ୍ରାରେ  ଖାନ୍ତୁ । ଏହା ସହ ଆପଣ ମୁନକା ଏହା କିସମିସ ଭଳି ଦେଖିବାକୁ ମାତ୍ର ଏହା ଟିକେ ଅଲଗା , ଏହା ସହ ଆପଣ କିଛି ଆଲସୀ ନେବେ ଓ ଅକରୁଟ ମଧ୍ୟ ନେବେ ଆପଣ  ଏହାକୁ ରାତିରେ ଭିଜେଇ ରଖିବେ ଓ ଏହାକୁ ସକାଳେ ଖାଇବେ ତାହେଲେ ଆପଣ ଏହି ବେମାରି ରୁ ଖୁବ ଜଲ୍ଦି ମୁକ୍ତି ପାଇବେ । ମନେ ରଖିବେ ଏହାର ମଞ୍ଜିକୁ ଆପଣ ପକେଇ ଦେବେ ନି କାରଣ ଏହାର ମଞ୍ଜି ହିଁ ଖୁବ ଦରକାରୀ ଅଟେ ।

ଏହା ସହ ଆପଣ ମିଠା ଜିନିଷ ଖାଇବା ବନ୍ଦ କରି ଦିଅନ୍ତୁ ଯଦି ଆପଣ ନିଶା ସେବନ କରୁଛନ୍ତି ତାହେଲେ ଆପଣ ଏହାକୁ କିଛି ଦିନ ପାଇଁ ବନ୍ଦ କରି ଦିଅନ୍ତୁ । ଏହା ସହ ଆପଣ ଶୋଇବା ସମୟରେ ଗୋଡ ତଳେ ତକିଆ ରଖନ୍ତୁ ଏଭଳି କରିବା ଦ୍ଵାରା ଆପଣଙ୍କ ଶରୀର ଏକ ସମତଳ ରେ ରହିବ। ଏହା ସହ ଜଙ୍କ ଫୁଡ କୁ ଆପଣ ନିଜ ଠାରୁ ଦୂରେଇ ରଖନ୍ତୁ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ