ସବୁଠୁ ଅଧିକ ହଟ ଆଉ ସୁନ୍ଦର ଅଟନ୍ତି ଏହି 4 ଜଣ Bhojpuri ହିରୋଇନ, ଯାହାଙ୍କ ହଟନେସ ଆଗରେ Bollywood ହିରୋଇନ ତ କିଛି ବି ନୁହଁନ୍ତି

ନମସ୍କାର ବନ୍ଧୁଗଣ, ହିନ୍ଦୀ ଚଳଚିତ୍ର ହେଉ କିମ୍ବା ଭୋଜପୁରୀ ଚଳଚିତ୍ର ନାୟିକା ମାନେ ତାଙ୍କର କମାଲ ଠିକ ଦେଖେଇଥାନ୍ତି । ଭୋଜପୁରୀ ଚଳଚିତ୍ରର ଅଭିନେତ୍ରୀ ମାନଙ୍କର ମଧ୍ୟ ବଲିଉଡ ଅଭିନେତ୍ରୀ ଙ୍କ ପରି ଫ୍ୟାନ ଫଲୋଇଙ୍ଗ ସେତିକି ହିଁ ଥାଏ । ଆଉ ଯେତେବେଳେ ଗୋଲଡ଼ ନେସ ବିଷୟରେ କଥା ହେବା ସେଥିରେ ମଧ୍ୟ ଭୋଜପୁରୀ ହିରୋଇନ କିଛି କମ ନୁହନ୍ତି । ଭୋଜପୁରୀ ହିରୋଇନ ମଧ୍ୟ ନିଜର ବିକିନି ପିନ୍ଧା ହଟ ଫୋଟୋ ଦେଖାଇଛନ୍ତି ନିଜ ଫ୍ୟାନ ଫଲୋଇଙ୍ଗ ମାନଙ୍କୁ ।

ଏହି ଅଭିନେତ୍ରୀ ମାନଙ୍କୁ ମଧ୍ୟ ଦର୍ଶକ ଅନେକ ପସନ୍ଦ କରିଥାନ୍ତି । ଆଜି ସେମିତି କିଛି ଭୋଜପୁରୀ ଅଭିନେତ୍ରୀ ଙ୍କ ବିଷୟରେ ଜାଣିବା । ଆପଣଙ୍କୁ ବି ଯଦି ଭୋଜପୁରୀ ଅଭିନେତ୍ରୀ ପସନ୍ଦ ତେବେ ଏହାକୁ ନିଶ୍ଚିତ ଜାଣନ୍ତୁ ।

ରୂପାଲି ଦୁବେ । ସବୁବେଳେ ପ୍ରାୟ ରୂପାଲି ଦୁବେ କୁ ଶାଢ଼ୀ ଏବଂ ଚୁଡିଦାର ରେ ଦେଖିବାକୁ ମିଳିଥାଏ । ଇଏ ତାଙ୍କର ସିଧା ସାଧା ରୂପରେ ଯେମିତି ଗୋଲଡ଼ ନେସ ରେ ବି ସେ ତାଙ୍କର ଖୁବ ଭଲ ଧମାଲ ମଚେଇ ରଖିଛନ୍ତି । ରୂପାଲି ମଧ୍ୟ ତାଙ୍କର ବିକିନି ଅବତାର ଲୋକଙ୍କୁ ଦେଖାଇ ସାରିଛନ୍ତି । ଯାହାକୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରିଛନ୍ତି ।

ରଶ୍ମି ଦେଶାଇ ଆପଣଙ୍କୁ ଜଣେଇ ଦେବାକୁ ଚାହୁଁଛୁ ଯେ ଟିଭି ଜଗତ କୁ ଆସିବା ପୂର୍ବରୁ ଇଏ ଭୋଜପୁରୀ ରେ କାମ କରି ଆସୁଥିଲେ । କିନ୍ତୁ ଆଜିକାଲି ରଶ୍ମି ଦେଶାଇ ନିଜ କ୍ଷମତା ଏବଂ ଅଭିନୟ ମାଧ୍ୟମରେ ପୁରା ଇଣ୍ଡଷ୍ଟ୍ରି ରେ ଧୁମ ମଚାଇ ସାରିଛନ୍ତି । ଏହାଛଡା ରଶ୍ମି ତାଙ୍କର ଗୋଲାପୀ ବିକିନି ରେ ସ୍ବୀମ୍ମିଙ୍ଗ ପୋଲ ରେ ନିଜର ଫୋଟୋ ସୁଟ କରେଇଥିଲେ । ଯେଉଁଥିରେ ସେ ବହୁତ ହଟ ଏବଂ ବହୁତ ସୁନ୍ଦର ଦେଖାଯାଇଥିଲେ । ଆଉ ଏହି ଫୋଟୋ ରେ ସେ ବହୁତ ସୁନ୍ଦର ମଧ୍ୟ ଦେଖାଯାଉଥିଲେ ।

ରାନୀ ଚାଟାର୍ଜୀ । ୨୦୦୩ ମସିହାରେ ଚଳଚିତ୍ର ଶଶୁରା ବଡ଼ା ପେସାବାଲା ଭୋଜପୁରୀ ଚଳଚିତ୍ର ରେ ଅଭିନୟ କରିଥିଲେ ରାନୀ ଚାଟାର୍ଜୀ । ଭୋଜପୁରୀ ରେ ଅଭିନୟ କରିଥିବା ରାନୀ ଚାଟାର୍ଜୀ ଙ୍କର ଫ୍ୟାନ ଫଲୋଇଙ୍ଗ କିଛି କମ ନୁହଁନ୍ତି । ରାନୀ ଚାଟାର୍ଜୀ ବହୁତ ଫିଟନେସ ରେ ରୁହନ୍ତି । ସେ ସବୁବେଳେ ତାଙ୍କର ହଟ ଫୋଟୋ ସବୁ ପୋଲ ପାଖରେ ଉଠାଇ ପୋଷ୍ଟ କରିଥାନ୍ତି । ଯାହାକୁ ଲୋକମାନେ ବହୁତ ଭାବରେ ପସନ୍ଦ କରିଥାନ୍ତି । ଯେଉଁଥିରେ ତାଙ୍କର ସୁନ୍ଦରତା ର ବର୍ଣ୍ଣିତ ସବୁବେଳେ ହୋଇଥାଏ ।

ମୋନାଲିସା ଭୋଜପୁରୀ ନାୟିକା ଏବଂ ଟେଲିଭିଜନ ର ବହୁତ ପ୍ରସିଦ୍ଧ ନାୟିକା ମୋନାଲିସା ତାଙ୍କର ହଟ ଅନ୍ଦାଜ ପାଇଁ ହିଁ ସବୁଆଡେ ପରିଚିତ । ତାଙ୍କ ପତି ଙ୍କର ଫ୍ୟାନ ମାନଙ୍କୁ ମଧ୍ୟ ମୋନାଲିସା ଖୁବ ଭଲଲାଗିଥାନ୍ତି । ତାଙ୍କର ବିକିନି ପିନ୍ଧା ଫୋଟୋ ସବୁ ସେ ସବୁବେଳେ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଥାନ୍ତି । ଯାହାକୁ ଲୋକମାନେ ବହୁତ ଭାବରେ ପସନ୍ଦ କରିଥାନ୍ତି । ସେ ତାଙ୍କର ଅନ୍ଦାଜ ଦ୍ବାରା ସମସ୍ତଙ୍କୁ ଖୁବ ସହଜ ରେ ଆକର୍ଷିତ କରିନେଇଥାନ୍ତି । ଆପଣଙ୍କୁ ଏହି ଭୋଜପୁରୀ ଅଭିନେତ୍ରୀ ମଧ୍ୟ ରୁ କିଏ ପସନ୍ଦ ନିଶ୍ଚିତ କହିବେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।