ବଲିଉଡ ରେ କାମ କରି ଏହି ୭ ଟି ପାକିସ୍ତାନ କଳାକାର କମେଇଲେ ଖୁବ ପଇସା, ଆକ୍ରମଣ ପରେ ଫିଲ୍ମ ଜଗତ କାଟିଲା ଏମାନଙ୍କ ପତା, ଦେଖନ୍ତୁ କିଏ ସେମାନେ

ଗତ ୧୪ ଫେବୃୟାରୀ ରେ ପୁଲବାମା ରେ ହୋଇଥିବା ଆତଙ୍କି ଆକ୍ରମଣରେ ୪୦ ରୁ ଅଧିକ ଯବାନ ସହିଦ ହୋଇଗଲେ । ପୁରା ଦେଶ ଯବାନମାନଙ୍କୁ ହରାଇ ଶୋକ ରେ ଡୁବିଛି । ଏହି ଆକ୍ରମଣ ପରେ ଦେଶ ସାରା ଲୋକ ପାକିସ୍ଥାନ କୁ ନିନ୍ଦା କରୁଛନ୍ତି ଓ ବହୁତ ବିରୋଧ କରୁଛନ୍ତି । ସାଧାରଣ ଜନତାଙ୍କ ଠୁ ବଲିଉଡ ତାରକା ମାନେ ମଧ୍ୟ ଏହି ଆକ୍ରମଣରେ ଅଲଗା ଅଲଗା ପ୍ରକାରର ବିରୋଧ କରୁଛନ୍ତି । ସାଧାରଣତଃ ସେଲିବ୍ରିଟି ମାନେ ଏହି ପରି ମାମଲାରେ ଟ୍ଵିଟ କରନ୍ତି ନାହିଁ କିନ୍ତୁ ଏଥରକ ପୁରା ବଲିଉଡ ଯେମିତି ଗୋଟିଏ ହୋଇ ଯାଇଛି । ଏଥରକ ଅଧିକାଂଶ ତାରକାମାନେ ଆଗକୁ ଆସି ନିଜ କଥା କହିଛନ୍ତି ଓ ପାକିସ୍ଥାନ ର ଏହି ଭୀରୁ କାର୍ଯ୍ୟର ବହୁତ ନିନ୍ଦା କରିଛନ୍ତି ।

ଏହା ମଧ୍ୟରେ ଅଲ ଇଣ୍ଡିଆ ସିନେ ୱାର୍କର ଆସୋସିଏସନ (AICWA) ପାକିସ୍ଥାନ କଳାକାରଙ୍କୁ ଭାରତରେ ସଂପୂର୍ଣ୍ଣ ଭାବେ ବ୍ୟାନ କରିଛି । ଏବେ ଯଦି କୌଣସି ବି ସଂଗଠନ କୌଣସି ପାକିସ୍ଥାନ କଳାକାରଙ୍କ ସହିତ କାମ କରେ ତେବେ ତା ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଆପଣଙ୍କୁ ଜଣାଇ ଦେଉଛୁ କି ବଲିଉଡ ରେ କାମ କରି ପାକିସ୍ଥାନ କଳାକାରମାନେ ଖୁବ ପଇସା ଓ ନାମ ଅର୍ଜନ କରିଛନ୍ତି । ଆଜିର ଏହି ପୋଷ୍ଟ ରେ ଆମେ ଆପଣଙ୍କୁ ଏମିତି ହିଁ କିଛି କଳାକାରଙ୍କ ବିଷୟରେ ଜଣାଇବାକୁ ଯାଉଛୁ ।

ମାହିରା ଖାନ

ମାହିରା ଖାନ ପାକିସ୍ଥାନ ର ଫେମସ ଆକ୍ଟ୍ରେସ ଅଟନ୍ତି । ସେ ପାକିସ୍ଥାନୀ ଫିଲ୍ମ ବ୍ୟତୀତ ଟିଭି ସିରିଏଲ ରେ କାମ ମଧ୍ୟ କରନ୍ତି । ଜଣାଇ ଦେଉଛୁ କି ମାହିରା ଖାନ ଫିଲ୍ମ “ରଇଜ” ଜରିଆରେ ବଲିଉଡ ରେ ଏଣ୍ଟ୍ରି କରିଥିଲେ । ଏହି ଫିଲ୍ମ ରେ ସେ ଶାହରୁଖ ଖାନ ଙ୍କ ସହିତ କାମ କରିଥିଲେ ଓ ଏହା ପରେ ସେ ବହୁତ ପପୁଲାର ହୋଇଥିଲେ ।

ସବା କମର

ସବା କମର ବି ପାକିସ୍ଥାନ ର ଫେମସ ଆକ୍ଟ୍ରେସ ଅଟନ୍ତି । ସବା ଫିଲ୍ମ “ହିନ୍ଦୀ ମିଡିଅମ” ରୁ ବଲିଉଡ ରେ ଏଣ୍ଟ୍ରି କରିଥିଲେ । ଏହି ଫିଲ୍ମ ରେ ସେ ଅଭିନେତା ଇରଫାନ ଖାନ ଙ୍କ ସହ ନଜର ଆସିଥିଲେ ।

ଫବାଦ ଖାନ

ପାକିସ୍ଥାନୀ ଟିଭି ସୋଜ ରୁ ଆରମ୍ଭ କରିଥିବା ଫବାଦ ଖାନ ପାକିସ୍ଥାନ ର ଏକ ଜଣା ଶୁଣା ଅଭିନେତା ଅଟନ୍ତି । ଫବାଦ ବହୁତ ବଲିଉଡ ଫିଲ୍ମ ରେ ନଜର ଆସିଛନ୍ତି । ସୋନମ କପୁର ଙ୍କ ସହିତ ଫିଲ୍ମ “ଖୁବସୁରତ” ରୁ ଡେବ୍ୟୁ କରିଥିବା ଫବାଦ “ଏ ଦିଲ ହେ ମୁସ୍କିଲ” ଓ “କପୁର ଏଣ୍ଡ ସନ୍ସ” ରେ ବି କାମ କରି ସାରିଛନ୍ତି ।

ରାହତ ଫତେ ଅଲି ଖାନ

ଆପଣଙ୍କୁ ଜଣାଇ ଦେଉଛୁ କି ସୁଫି ଗାୟକ ରାହତ ଫତେ ଅଲ୍ଲି ଖାନ ଙ୍କୁ ଟିଭି ସିରିଜ ନିଜ ଆକାଉଣ୍ଟ ରୁ ହଟାଇ ଦେଇଛି । ରାହତ ବହୁତ ହିଟ ଗୀତରେ କଣ୍ଠଦାନ କରିଛନ୍ତି କିନ୍ତୁ ବ୍ୟାନ ପରେ ସେ ବଲିଉଡ ରେ ଆଉ କେବେ ବି ଆସିବେ ନାହିଁ ।

ଅଲି ଜାଫର

ବହୁତ ବଲିଉଡ ଫିଲ୍ମ ରେ କାମ କରିସାରିଥିବା ଅଭିନେତା ଅଲି ଜାଫର ଙ୍କ ଉପରେ ମଧ୍ୟ ବ୍ୟାନ ଲାଗିଛି । ସେ “ତେରେ ବିନ ଲାଦେନ”, “ମେରେ ବ୍ରଦର କି ଦୁଲହନ” ଭଳି ବହୁତ ଫିଲ୍ମ ରେ କାମ କରି ସାରିଛନ୍ତି । ସେ ଅଭିନେତା ହେବା ସହିତ ସିଙ୍ଗର ମଧ୍ୟ ଅଟନ୍ତି । ଆଗକୁ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।