କଣ ଆପଣ ଜାଣିଛନ୍ତି କି ନିଆଁରେ ଜଳି ନଥାଏ ଶରୀରର ଏହି ଅଂସ ? ଜାଣନ୍ତୁ

ସବୁ ଧର୍ମରେ ବ୍ୟକ୍ତିଙ୍କର ମୁର୍ତ୍ୟୁ ପରେ ତାଙ୍କର ଅନ୍ତିମ ସଂସ୍କାର କରିବା ପାଇଁ ଅଲଗା ଅଲଗା ନିୟମ ହୋଇଥାଏ । କୌଣସି ଧର୍ମରେ ମୃତ ବ୍ୟକ୍ତିମାନଙ୍କୁ ମାଟିରେ ପୋତା ଯାଇ ଥାଏ ତ କାହାକୁ ନଦୀରେ ପ୍ରବାହିତ କରା ଯାଇ ଥାଏ । ସେହିଭଳି ହିନ୍ଦୁ ଧର୍ମରେ ମୃତ ବ୍ୟକ୍ତିଙ୍କୁ ଅଗ୍ନି ପ୍ରଦାନ କରି ତାଙ୍କର ଅନ୍ତିମ ସଂସ୍କାର କରା ଯାଇ ଥାଏ । ଏହା ପରେ ତାହାର ଅସ୍ତିକୁ କୌଣସି ପବିତ୍ର ନଦୀରେ ପ୍ରବାହିତ କରା ଯାଇ ଥାଏ ।

କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ଅନ୍ତିମ ସଂସ୍କାର ଜଡିତ କିଛି ଏମିତି କଥା ବିଷୟରେ କହିବୁ ଯାହାକୁ ବୋଧେ ଆପଣ କେବେ ଶୁଣି ନଥିବେ । ଏକ ଏମିତି ପ୍ରଶ୍ନ ଯାହାକୁ ଜାଣିବା ପରେ ଆପଣ ବି ଏହା ଭାବିବାକୁ ବାଧ୍ୟ ହୋଇଯିବେ କି ଏହା କେମିତି ହୋଇ ପାରିବ । ତେବେ ଚାଲନ୍ତୁ ଜାଣିବା ସେ ପ୍ରଶ୍ନ କଣ ଅଟେ ।

ପ୍ରଶ୍ନ – ପ୍ରଶ୍ନ ଏହା ଅଟେ କି ଶରୀରର ଏମିତି କେଉଁ ଅଙ୍ଗ ଅଛି ଯାହା ନିଆଁରେ ଜଳିବା ପରେ ବି ଜଳି ନଥାଏ ?

କହି ଦେଉଛୁ ଯେ ଏହି ପ୍ରଶ୍ନର ଉତ୍ତର ଆପଣଙ୍କୁ ଶାସ୍ତ୍ରରେ ମିଳିଯିବ, କିନ୍ତୁ ଏହି କଥା ଉପରେ ଆପଣ କେବେ ବି ଭାବି ନଥିବେ । ତେବେ ଆଜି ଆମେ ଏହି ପ୍ରଶ୍ନର ଉତ୍ତର ଆପଣଙ୍କ ପାଖକୁ ନେଇ ଆସିଛୁ ।

ଉତ୍ତର – କହିଦେଉଛୁ ଯେ ଏହି ପ୍ରଶ୍ନର ଉତ୍ତର ହେଉଛି “ନଖ” । ନଖ ଆମ ଶରୀରର ଏକ ଏମିତି ଅଙ୍ଗ ଅଟେ ଯାହା ନିଆଁରେ ଜଳି ନଥାଏ । ଏବଂ ଅସ୍ତି ସହିତ ନଖକୁ ବି ପବିତ୍ର ନଦୀରେ ପ୍ରବାହିତ କରା ଯାଇଥାଏ ।

ବର୍ତ୍ତମାନ ମନରେ ଏହି ପ୍ରଶ୍ନ ଆସୁଥିବ କି ଏହା କାହିଁକି ହୋଇଥାଏ । କୁହାଯାଏ କି ଯେତେବେଳେ ବ୍ୟକ୍ତିର ମୁର୍ତ୍ୟୁ ହୋଇଯାଏ ତେବେ ତାହା ପରେ ବି ବ୍ୟକ୍ତିର ଶରୀରର ନଖ ଏବଂ ଚୁଟି ବଢିଥାଏ । କିନ୍ତୁ ଏହା ପୁରାପୁରୀ ପ୍ରମାଣିତ ହୋଇନାହିଁ । କିନ୍ତୁ ଏହା କୁହାଯାଏ କାରଣ ନଖ ଏବଂ ଚୁଟି ମୃତ କୋଶିକା ଦ୍ଵାରା ହିଁ ହୋଇ ଥାଏ । ଯେଉଁ କାରଣରୁ ସେ ମଣିଷର ମୁର୍ତ୍ୟୁ ପରେ ବି ବଢି  ଥାଏ ।

ଲେଖାଟି ଭଲ ଲାଗିଲେ ଶେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ ।