ଫଟୋରେ ନଜର ଆସୁଥିବା ଏହି 4 ଟି କୁନି ପିଲା ଆଜି ହେଇଯାଇଛନ୍ତି ବଡ, ଜଣେ ଆଜି Bollywood ଷ୍ଟାର ତ ଆଉ 3 ଜଣ ହେଉଛନ୍ତି ବଡ ବଡ ଷ୍ଟାରଙ୍କ ଝିଅ

ବଲିଉଡ ଦୁଇଆର କଳାକକାର ମାନଙ୍କ ପିଲାମାନେ ପିଲା ଦିନରୁ ହି ଅନେକ ସୁଖ ସୁବିଧା ଓ ଖୁଶି ପାଇଥାନ୍ତି । ଏମାନେ ପିଲା ଦିନରୁ ହିଁ ନିଆରା ଦୁନିଆରେ ରୁହନ୍ତି ଏମାନେ ଅନେକ ସମୟରେ ଚର୍ଚାର ପାତ୍ର ବି ଥାନ୍ତି ।ପିଲା ଦିନରୁ ଏମାନେ ଉଭୟ ସୁଖ ସୁବିଧା ସହ ବଢିଥାନ୍ତି । ଏବ ତ ସୋସିଆଲ ମିଡିଆରେ ବି ସେମାନଙ୍କୁ ଦେଖିବାକୁ ମିଳୁଛି । ନିଜର ଆକର୍ଷଣୀୟ ଫୋଟ ଦ୍ଵାରା ଏମାନେ ଏବେ ଚର୍ଚାରେ ।  ଏମାନଙ୍କୁ ନିଜ ମୁଭି ପାଇଁ ମଧ୍ୟ ଅଧିକ ପରିଶ୍ରମ କରିବାକୁ ପଡୁନି ତେବେ ଆସନ୍ତୁ ଜାଣିବା ଏଭଳି କିଛି କଳାକାର ଙ୍କ ପିଲାମାନଙ୍କ ବିଷୟରେ ।

ଆପଣ ଏବେ ତାଙ୍କୁ ପସନ୍ଦ କରନ୍ତୁ ବ ନକରନ୍ତୁ ଏମାନେ ନିଜକୁ ସବୁବେଳେ ଆଗୁଆ ରଖିଛନ୍ତି।ଏବେ ଯେଉଁ ତାରକା ମାନଙ୍କ ପିଲା ମାନଙ୍କର ଫୋଟ ଆମେ ଦେଖାଇବାକୁ ଯାଉଛୁ ସେମାନେ ହେଉଛନ୍ତି ପିଲାଦିନର ସାଙ୍ଗ । ଏକାଠି ଅନନେକ ସମୟ ବିତାଇ ଛନ୍ତି ଏମାନେ ।

ଏମାନେ ଏବେ ବି ନିଜର ବନ୍ଧୁତ୍ଵ ବଜାୟ ରଖିଛନ୍ତି । ଏମାନଙ୍କ ମଧ୍ୟରୁ କିଛି ଜଣ ନିଜର କାରିୟର ବଲିଉଡ ରେ ଆରମ୍ଭ କରିଥିବା ବେଳେ କିଛି ଜଣ ବଲିଉଡରେ ପାଦ ଥାପି ବାକୁ ଯାଉଛନ୍ତି , ମାତ୍ର କହିହେବ ନାହିଁ ଏମାନେ ନିଜକୁ କିଭଳି ଭାବେ ପରିଚିତ କରାଇବେ ।  ଏବେ ଆମେ ଆପଣଙ୍କୁ କିଛି ପିଲାଦିନର ଫୋଟ ଦେଖାଇବାକୁ ଯାଉଛୁ । ଏହାକୁ ଦେଖିକି ଆପଙ୍କୁ ଜଣା ପଡୁଛିକି ଏଥିରେ କେଉଁ ତାରକା ମାନେ ଅଛନ୍ତି । ଆସନ୍ତୁ ଏହାକୁ ଟିକେ ନିରେଖି ଦେଖିବା ।

ଆପଣ ଜାଣିପାରିଲେ କି ନା ? କିଛି କଥା ନାଇ ଆସନ୍ତୁ ଆମେ କହିଦେଉଛୁ ।ଏଥିରେ “ସୁହାନା ଖାନ , “ଅନନ୍ୟା ପାଣ୍ଡେ”,”ଷନାୟା କପୂର”,”ନଭ୍ଯା ନଭେଲି ନନ୍ଦା” ଅଛନ୍ତି ।”ସୁହାନା” “ସାହାରୁଖ”ଙ୍କ ଝିଅ ଅଟନ୍ତି ।ସେ ଖୁବ ଶୀଘ୍ର ବଲିଉଡରେ ଡେବ୍ୟୁ କରିବବାକୁ ଯାଉଛନ୍ତି। “ଅନନ୍ୟା” ହାସ୍ୟ ଅଭିନେତା “ଚଙ୍କି ପାଣ୍ଡେ”ଙ୍କ ଝିଅ ଅଟନ୍ତି । ସେ ନିଜକୁ ବଲିଉଡରେ ଡ଼େବ୍ୟୁ କରିସାରିଛନ୍ତି।

“ପଟି ପତ୍ନୀ ଅର ବୋ “,”ଖାଲି ପିଲି” ମୁଭିରେ ଅଭିନୟ କରିଛନ୍ତି। “ସନାୟା” “ଅନିଲ”ଙ୍କ ଭାଇ “ସଞ୍ଜୟ”ଙ୍କ ଝିଅ ଅଟନ୍ତି ।ସେ ନିଜର ଫୋଟ ପାଇଁ ସବୁ ବେଳେ ଚର୍ଚାରେ ଥାନ୍ତି । ଶେଷରେ “ନବ୍ଯା” “ଅମିତାଭ”ଙ୍କ ନାତୁଣୀ ଅଟନ୍ତି । ସେ “ଶ୍ଵେତା”ଙ୍କ ଝିଅ ଅଟନ୍ତି। ସେ ବଡ ହେଲା ପରେ ଅଭିନୟ ଦୁନିଆରେ ପାଦ ଥାପିବେକୀ ନାଇ ତାହା ଜଣା ନାଇ ।

ଏହି ୪ ଜଣ ପିଲା ଦିନର ସାଙ୍ଗ ଅଟନ୍ତି । ଏମାନଙ୍କୁ ପ୍ରାୟ ଏକାଠି ଦେଖିବାକୁ ମିଳି ଥାଏ। ଏମାନଙ୍କ ସହ ପିଲା ଦିନର ଏହି ଫଟାକୁ “ଅନନ୍ୟା” ସେୟାର କରିଥିଲେ ନିଜର ଇନଷ୍ଟାଗ୍ରାମରେ । ପ୍ରଥମରେ ଏହି ଚାରି ଜଣ ନିଜର ଏହି ବୟସର ଫୋଟ ଦେଇଥିଲେ ଦୁତୀୟରେ ସେହି ପୋଜ ରେ ପିଲାଦିନେ ଠିଆ ହୋଇ ଥିଲେ।  ଯଦି ଆପଣାଙ୍କୁ ଆମର ଏହି ସୂଚନା ଭଲ ଲାଗେ ତେବେ ଲାଇକ କରନ୍ତୁ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।