ଓଡ଼ିଆ ହିରୋଇନ ମାନଙ୍କର ପ୍ରକୃତ ବୟସ କେତେ ? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ !

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଅନେକ ଓଡ଼ିଆ ଫିଲ୍ମ ନିଶ୍ଚିତ ଭାବରେ ଦେଖିଥିବେ ଏବଂ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଆପଣଙ୍କ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମଧ୍ୟ ଥିବେ। ତେବେ ପ୍ରାୟତଃ ବ୍ୟକ୍ତି ନିଜର ପ୍ରିୟ କଳାକାର ଙ୍କ ସମ୍ବନ୍ଧରେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଓଡ଼ିଆ ହିରୋଇନ ମାନଙ୍କ ପ୍ରକୃତ ବୟସ ସମ୍ବନ୍ଧରେ ଆପଣ ମାନଙ୍କୁ କହିବୁ।ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ପ୍ରିୟା ଚୌଧୁରୀ- ବନ୍ଧୁଗଣ ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ପ୍ରିୟା ଚୌଧୁରୀ। ଏହି ଅଭିନେତ୍ରୀ ଙ୍କୁ ଆପଣ ମାନେ ଅନେକ ଫିଲ୍ମ ରେ ନାୟିକା ରୂପରେ ଏବଂ ଅନେକ ରିଆଲିଟି ସୋ ରେ ଜଜ୍ ରୂପରେ ମଧ୍ୟ ଦେଖିବାକୁ ପାଇଥିବେ।ଏହି ଅଭିନେତ୍ରୀ ଙ୍କ ଜନ୍ମ ୨୫ ନଭେମ୍ବର ୧୯୮୯ ମସିହାରେ ହୋଇଥିଲା। ବର୍ତ୍ତମାନ ଏହି ଅଭିନେତ୍ରୀ ୩୦ ବର୍ଷ ବୟସର ଅଟନ୍ତି।

୨. ବର୍ଷା ପ୍ରିୟଦର୍ଶିନୀ- ବନ୍ଧୁଗଣ ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଏହି ଅଭିନେତ୍ରୀ ଓଲିଉଡ କୁଇନ ଭାବରେ ସମଗ୍ର ଓଡ଼ିଶା ରେ ପରିଚିତ। ଏହି ଅଭିନେତ୍ରୀ ଙ୍କ ଜନ୍ମ ୭ ଅଗଷ୍ଟ ୧୯୮୪ ମସିହାରେ ହୋଇଥିଲା। ବର୍ତ୍ତମାନ ଏହି ଅଭିନେତ୍ରୀ ୩୫ ବର୍ଷ ବୟସ ର ଅଟନ୍ତି।

୩. ସିବାନୀ ସଂଗୀତା- ବନ୍ଧୁଗଣ ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ସିବାନୀ ସଂଗୀତା। ଏହି ଅଭିନେତ୍ରୀ କିଛି ବର୍ଷ ପୂର୍ବେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜ କ୍ୟାରିଅର ର ଆରମ୍ଭ କରିଥିଲେ। ଏହି ଅଭିନେତ୍ରୀ ଙ୍କ ଜନ୍ମ ୧୩ ଜୁଲାଇ ୨୦୦୧ ମସିହାରେ ହୋଇଥିଲା।ବର୍ତ୍ତମାନ ଏହି ଅଭିନେତ୍ରୀ ୧୮ ବର୍ଷ ବୟସର ଅଟନ୍ତି।

୪. ଭୂମିକା ଦାସ- ବନ୍ଧୁଗଣ ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଭୂମିକା ଦାସ।ଏହି ଅଭିନେତ୍ରୀ ମଧ୍ୟ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ନୂଆ ପାଦ ରଖିଥିବା ଅଭିନେତ୍ରୀ ଙ୍କ ମଧ୍ୟରୁ ଜଣେ ଅଟନ୍ତି। ଏହି ଅଭିନେତ୍ରୀ ଙ୍କ ଜନ୍ମ ୨୨ ଜାନୁଆରୀ ୨୦୦୩ ମସିହାରେ ହୋଇଥିଲା।ବର୍ତ୍ତମାନ ଏହି ଅଭିନେତ୍ରୀ ୧୭ ବର୍ଷ ବୟସ ର ଅଟନ୍ତି।

୫. ଝିଲ୍ଲୀକ ଭଟ୍ଟାଚାର୍ଯ୍ୟ- ବନ୍ଧୁଗଣ ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଝିଲ୍ଲୀକ ଭଟ୍ଟାଚାର୍ଯ୍ୟ। ଏହି ଅଭିନେତ୍ରୀ ଓଲିଉଡ ଇଣ୍ଡଷ୍ଟ୍ରୀ ର ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି। ଏହି ଅଭିନେତ୍ରୀ ୧ ଜୁନ ୧୯୯୧ ମସିହାରେ ହୋଇଥିଲା। ବର୍ତ୍ତମାନ ଏହି ଅଭିନେତ୍ରୀ ୨୮ ବର୍ଷ ବୟସର ଅଟନ୍ତି।

୬. ଏଲିନା ସାମନ୍ତରାୟ- ବନ୍ଧୁଗଣ ଏହି ଲିଷ୍ଟ ର ଷଷ୍ଠ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଏଲିନା ସାମନ୍ତରାୟ। ଏହି ଅଭିନେତ୍ରୀ ଓଲିଉଡ ଇଣ୍ଡଷ୍ଟ୍ରୀ ର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି। ଏହି ଅଭିନେତ୍ରୀ ଙ୍କ ଜନ୍ମ ୨୨ ଜୁଲାଇ ୧୯୯୬ ମସିହାରେ ହୋଇଥିଲା। ବର୍ତ୍ତମାନ ଏହି ଅଭିନେତ୍ରୀ ୨୩ ବର୍ଷ ବୟସର ଅଟନ୍ତି।

୭. ପ୍ରକୃତି ମିଶ୍ର- ବନ୍ଧୁଗଣ ଏହି ଲିଷ୍ଟ ର ସପ୍ତମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର। ଏହି ଅଭିନେତ୍ରୀ ଓଡ଼ିଆ ରୁ ନେଇ ହିନ୍ଦୀ ଇଣ୍ଡଷ୍ଟ୍ରୀ ପର୍ଯ୍ୟନ୍ତ ନିଜର କାୟା ବିସ୍ତାର କରିଛନ୍ତି। ଏହି ଅଭିନେତ୍ରୀ ଙ୍କ ଜନ୍ମ ୩ ମାର୍ଚ୍ଚ ୧୯୯୫ ମସିହାରେ ହୋଇଥିଲା। ବର୍ତ୍ତମାନ ଏହି ଅଭିନେତ୍ରୀ ୨୪ ବର୍ଷ ବୟସର ଅଟନ୍ତି।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।