ଫିଲ୍ମ ସହିତ ବିଜନେସ ରେ ବି ହିଟ ଅଟନ୍ତି Bollywood ର ଏହି 4 Actress, 4 ନମ୍ବର Actress ଆଡଲ୍ଟ ଖେଳନା ବିକି କମାନ୍ତି କୋଟି କୋଟି ଟଙ୍କା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ରେ କିଛି ଏଭଳି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଅଭିନୟ କରିବା ସହିତ ନିଜର ସାଇଡ଼ ବିଜନେସ ମଧ୍ୟ କରୁଛନ୍ତି । କିଛି ଅଭିନେତ୍ରୀ ରିଷ୍ଟ୍ଓରେଣ୍ଟ ବିଜନେସ ଏବଂ କିଛି ଅଭିନେତ୍ରୀ ଜ୍ଵଲେରୀ ଲାଇନ ର ବିଜନେସ କୁ ସମ୍ଭାଳୁଛନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଇଣ୍ଡଷ୍ଟ୍ରୀ ର ସେହି ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ଅଭିନୟ ସହିତ ସାଇଡ଼ ବିଜନେସ ମଧ୍ୟ କରୁଛନ୍ତି ଏବଂ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ତେବେ ଆସନ୍ରୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ଶିଳ୍ପା ସେଟ୍ଟୀ- ବନ୍ଧୁଗଣ ୯୦ ଦଶକ ର ଲୋକପ୍ରିୟ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ନିଜ ପତି ରାଜ୍ କୁନ୍ଦ୍ରା ଙ୍କ ଭଳି ଜଣେ ସଫଳ ବିଜନେସ ୱେମେନ ଅଟନ୍ତି । ଏହି ଅଭିନେତ୍ରୀ ବଲିଉଡ ର ସବୁଠାରୁ ଫିଟ ଅଭିନେତ୍ରୀ ଅଟନ୍ତି । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ରିଷ୍ଟ୍ଓରେଣ୍ଟ, ବାର୍ ଓ ସ୍ପା ର ବିଜନେସ ରେ ବର୍ଷକୁ କୋଟି ଟଙ୍କା ରୋଜଗାର କରୁଛନ୍ତି ।

ଶିଳ୍ପା ଙ୍କ ବାନ୍ଦ୍ରା ରେ ବସ୍ଟିଆନ ରିଷ୍ଟ୍ଓରେଣ୍ଟ ରହିଛି ଏବଂ ଏହା ସହିତ ବାନ୍ଦ୍ରା ସ୍ଥିତ ‘ରୟାଲିଟି ନାଇଟ ବାର୍’ ର ଶିଳ୍ପା ମାଳିକାଣି ଅଟନ୍ତି । ଶିଳ୍ପା ମୁମ୍ବାଇ ର ବର୍ଲି ରେ ବସ୍ଟିଆନ ଚେନ ନାମକ ରିଷ୍ଟ୍ଓରେଣ୍ଟ ର ଆରମ୍ଭ କରିଛନ୍ତି ।

୨. ସୁସ୍ମିତା ସେନ- ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ସୁସ୍ମିତା ସେନ ଜ୍ଵଲେରୀ ଲାଇନ ର ବିଜନେସ କରନ୍ତି । ସୂଚନା ଅନୁସାରେ ତାଙ୍କର ଏହି ବିଜନେସ ଙ୍କୁ ତାଙ୍କ ମାଆ ସମ୍ଭାଳନ୍ତି । ସୁସ୍ମିତା ଏକ ପ୍ରଡକ୍ସନ କମ୍ପାନୀ ତନ୍ତ୍ରା ଏଣ୍ଟରଟେନମେଣ୍ଟ ର ମାଳିକାଣି ଅଟନ୍ତି ।

୩. ଦୀପିକା ପାଦୁକୋନ- ବନ୍ଧୁଗଣ ବର୍ତ୍ତମାନ ସମୟରେ ସବୁଠାରୁ ସଫଳ ଏବଂ ପ୍ରସିଦ୍ଧ ଥିବା ଅଭିନେତ୍ରୀ ଦୀପିକା ପାଦୁକୋନ ଅନଲାଇନ ଫ୍ୟାସନ ଲାଇନ ‘ଅଲ୍ ଅବାଉଟ ୟୁ’ କୁ ଖୋଲିଛନ୍ତି । ଏହାର କୌଣସି ସାମଗ୍ରୀ ଯଦି ଆପଣ ମାନେ କିଣିବାକୁ ଚାହୁଁଛନ୍ତି ତେବେ ତାହା ମିନ୍ତ୍ରା ଆପ୍ ରେ ଉପଲବ୍ଧ ରହିଛି ।

୪. ସନୀ ଲିଓନି- ବନ୍ଧୁଗଣ ଅଶ୍ଳୀଳ ଫିଲ୍ମ ଦୁନିଆ କୁ ଛାଡ଼ି ଏହି ଅଭିନେତ୍ରୀ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ନିଜର ପାଦ ରଖିଥିଲେ । ସନୀ ଲିଓନୀ ଙ୍କୁ ସମଗ୍ର ଦୁନିଆ ରେ ପରିଚୟ ମିଳିଛି । ଆପଣ ମାନଙ୍କୁ ଏହା ଜାଣି ଆଦୋୖ ଆଶ୍ଚର୍ଯ୍ୟ ଲାଗିବ ନାହିଁ ଯେ ଏହି ଅଭିନେତ୍ରୀ ଅନଲାଇନ ଆଡଲ୍ଟ ଷ୍ଟ୍ଓର୍ ଚଳାଉଛନ୍ତି ଏବଂ ଏଥିରେ ଆଡଲ୍ଟ ଟଏଜ, ଆଟ୍ରାକ୍ଟିଭ କସଟ୍ୟୁମ, ପାର୍ଟି ୱେୟାର, ସ୍ୱିମ୍ ୱେୟାର, ଲାଇଫ ଷ୍ଟାଇଲ ଆସେସରିଜ ପ୍ରଡକ୍ଟ ମଧ୍ୟ ବିକ୍ରି କରୁଛନ୍ତି । ଏହା ସହିତ ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଅଭିନେତ୍ରୀ ସନୀ ଲିଓନୀ ‘ଲଷ୍ଟ’ ନାମକ ଏକ ପର୍ଫ୍ୟୁମ ଏବଂ କସମେଟିକ ଲାଇନ ମଧ୍ୟ ଚଲାଉଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।