Bollywood ର ଏହି 4 ଜଣ ଅଭିନେତ୍ରୀ ଙ୍କ ପାଖରେ ଅଛି ନିଜର ପ୍ରାଇଭେଟ ଜେଟ, 4 ନମ୍ବର ଅଭିନେତ୍ରୀ ଙ୍କ ନାମ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ

ବଲୀଉଡ ଇଣ୍ଡଷ୍ଟ୍ରିର ବହୁତ ପରିଶ୍ରମ କରିବା ପରେ ଗୋଟିଏ ଷ୍ଟାରକୁ ସଫଳତା ମିଳିଥାଏ । ଏଥିରେ ସବୁଠୁ ଅଧିକ କଠିନ ହୋଇଥାଏ ଇଣ୍ଡଷ୍ଟ୍ରିରେ ଅଧିକ ସମୟ ପର୍ଯ୍ୟନ୍ତ କାମ କରିବା । କହିବାକୁ ଗଲେ ଇଣ୍ଡଷ୍ଟ୍ରିରେ ଏମିତି ବହୁତ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଇଣ୍ଡଷ୍ଟ୍ରିରେ ବହୁତ ପରିଶ୍ରମ ଓ ଅଭିନୟ ଦମରେ ଇଣ୍ଡଷ୍ଟ୍ରିରେ ଏକ ଖାସ ପରିଚୟ କରିଛନ୍ତି । ଏତିକି ନୁହେଁ ଆଜି ତାଙ୍କ ପାଖରେ କୌଣସି ବି ଜିନିଷର ଅଭାବ ବି ନାହିଁ ।

କହିଦେଉଛୁ କି ବଲୀଉଡ ଇଣ୍ଡଷ୍ଟ୍ରିରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ ପାଖରେ ନିଜର ପ୍ରାଇବେଟ ଜେଟ ଅଛି ଓ ସେମାନେ କେଉଁଠିକୁ ଯିବା ଆସିବା ପାଇଁ ନିଜର ଏହି ପ୍ରାଇବେଟ ଜେଟକୁ ବ୍ୟବହାର କରିବାକୁ ପସନ୍ଦ କରନ୍ତି ।

ମାଧୁରୀ ଦୀକ୍ଷିତ

ମାଧୁରୀ ଦୀକ୍ଷିତ ବଲୀଉଡର ଏକ ଏମିତି ଅଭିନେତ୍ରୀ ଅଟନ୍ତି ଯିଏ ନିଜର ଅଭିନୟ ଓ କିରଦାର ଦ୍ଵାରା ଲକ୍ଷ ଲକ୍ଷ ହୃଦୟକୁ ଆଘାତ କରିଛନ୍ତି । କେତେକ ଲୋକମାନେ ତାଙ୍କୁ ‘ଧକ-ଧକ ଗର୍ଲ’ ନାମରେ ବି ଜାଣିଛନ୍ତି । ମାଧୁରୀ ଦୀକ୍ଷିତ ଇଣ୍ଡଷ୍ଟ୍ରିରେ ବହୁତ ବର୍ଷ ପର୍ଯ୍ୟନ୍ତ ଅଛନ୍ତି ଓ ସେ ବହୁତ ସଫଳତା ମଧ୍ୟ ହାସଲ କରିଛନ୍ତି । ଏହି କାରଣ ଅଟେ କି ଆଜି ତାଙ୍କ ପାଖରେ ନିଜର ପ୍ରାଇବେଟ ଜେଟ ଅଛି ଓ ସେ ନିଜର ଏହି ପ୍ରାଇବେଟ ଜେଟରେ ଯାତ୍ରା କରିବାକୁ ପସନ୍ଦ କରନ୍ତି । ଏହି ଜେଟର ମୂଲ୍ୟ ୩୮ କୋଟି ଟଙ୍କା ଅଟେ ।

ଶିଲ୍ପା ଶେଟ୍ଟୀ

ଅଭିନେତ୍ରୀ ଶିଲ୍ପା ଶେଟ୍ଟୀ ବଲୀଉଡର ଜଣା ଶୁଣା ଅଭିନେତ୍ରୀ ଅଟନ୍ତି । ବର୍ଷ ୨୦୦୯ରେ ଶିଲ୍ପା ଶେଟ୍ଟୀ ପ୍ରସିଦ୍ଧ ବିଜନେସମ୍ୟାନ ରାଜ କୁନ୍ଦ୍ରାଙ୍କ ସହ ବିବାହ କରିଥିଲେ । କହିଦେଉଛୁ କି ରାଜ କୁନ୍ଦ୍ରା ଏକ ସଫଳ ଓ ଧନୀ ବିଜନେସମ୍ୟାନ ଅଟନ୍ତି । ଲଣ୍ଡନରେ ସ୍ଥିତି ଭାରତୀୟ ମୂଳର ପ୍ରମୁଖ ବ୍ୟାପରି ଅଟନ୍ତି ଓ ରାଜ କୁନ୍ଦ୍ରାଙ୍କ ସହ ବିବାହ କରିବା ପରେ ଶିଲ୍ପା ବଲୀଉଡର ସବୁଠୁ ଧନୀ ହିରୋଇନ ହୋଇଯାଇଛନ୍ତି । ଆଜି ସେ ଗୋଟିଏ ପ୍ରାଇବେଟ ଜେଟର ମାଲିକାଣୀ ବି ଅଟନ୍ତି, ଯାହାର ମୂଲ୍ୟ ପାଖାପାଖି ୪୫ କୋଟି ଟଙ୍କା ଅଟେ ।

ପ୍ରିୟଙ୍କା ଚୋପଡା

ବଲୀଉଡର ଟପ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ପ୍ରିୟଙ୍କା ଚୋପଡା ଅଟନ୍ତି । ଏତିକି ନୁହେଁ ପ୍ରିୟଙ୍କା ଚୋପଡାଙ୍କ ନା ହଲିଉଡରେ ଶୁଣିବାକୁ ମିଲିଥାଏ । ପ୍ରିୟଙ୍କା ଚୋପଡା ଭାରତର ନାଁ ଇଣ୍ଟରନ୍ୟାସନାଲ ଲେବୁଲରେ ବି ଉଚ୍ଚ କରିଛନ୍ତି । ଆଜି ସେ ଯେଉଁ ସଫଳତାର ଶୀର୍ଷରେ ଅଛନ୍ତି ସେଠି ପହଞ୍ଚିବା ପାଇଁ ତାଙ୍କୁ କଠିନ ପରିଶ୍ରମ ବି କରିବାକୁ ପଡିଛି । ପ୍ରିୟାଙ୍କା ଆମେରିକାର ପ୍ରସିଦ୍ଧ ସିଙ୍ଗର ନିକ ଜୋନସଙ୍କୁ ବିବାହ କରିଛନ୍ତି । ଏହା ପରେ ପ୍ରିୟଙ୍କା ପାଖରେ ବି ନିଜର ଏକ ପ୍ରାଇବେଟ ଜେଟ ଜାହାଜ ଅଛି, ଯାହାର ମୂଲ୍ୟ ୫୩ କୋଟି ଟଙ୍କା ଅଟେ ।

ସନୀ ଲିୟୋନ

ପୋର୍ନ ଇଣ୍ଡଷ୍ଟ୍ରି ଠାରୁ ନେଇ ସନୀ ଲିୟୋନ ଆଜି ଜଣେ ସଫଳ ବଲୀଉଡ ଅଭିନେତ୍ରୀ ହୋଇଯାଇଛନ୍ତି । ସେ ନିଜର ଜୀବନରେ ସବୁକିଛି ହାସଲ କରିଛନ୍ତି ଯାହାର ସ୍ଵପ୍ନ ଗୋଟିଏ ସାଧାରଣ ଝିଅ ଦେଖିଥାଏ । ବର୍ତ୍ତମାନ ସନୀ ଲିୟୋନ ନିଜର ସ୍ଵାମୀ ଡେନିୟଲ ୱେବରଙ୍କ ଓ ନିଜର ପିଲାମାନଙ୍କ ସହ ଏକ ସୁଖମୟ ଜୀବନ ବିତାଉଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ସନୀ ଲିୟୋନ ୪୦୦ କୋଟି ଟଙ୍କା ସମ୍ପତ୍ତିର ମାଲିକ ଅଟନ୍ତି । ତାଙ୍କ ପାଖରେ ନିଜର ଏକ ପ୍ରାଇବେଟ ଜେଟ ବି ଅଛି । ଯାହାର ମୂଲ୍ୟ ୩୨ କୋଟି ଟଙ୍କା ଅଟେ । ଏହି କାରଣରୁ ସନୀ ଲିୟୋନଙ୍କ ନାମ ବଲୀଉଡର ସବୁଠୁ ଧନୀ ଅଭିନେତ୍ରୀମାନଙ୍କ ମଧ୍ୟରେ ସାମିଲ ହୋଇଥାଏ ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ କେଉଁ ଅଭିନେତ୍ରୀ ସବୁଠୁ ଅଧିକ ଭଲ ଲାଗନ୍ତି ଆମକୁ କମେନ୍ଟ କରି ଜଣାନ୍ତୁ ଓ ବଲିଉଡ ର ସବୁ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ