Karishma Kapoor ଙ୍କ ଝିଅ ଏବେ ହେଇ ଯାଇଛନ୍ତି ଏତେ ବଡ, ଆଗରୁ କେବେ ଦେଖି ନଥିବେ

କରିସ୍ମା କପୁର ନିଜ ସମୟର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ । ବର୍ତ୍ତମାନ ସେ ଫିଲ୍ମ୍ ଦୁନିଆରେ ନଜର ଆସୁ ନ ଥିଲେ ମଧ୍ୟ ପ୍ରାୟ ନିଜ ଝିଅଙ୍କୁ ନେଇ ଚର୍ଚ୍ଚାରେ ରହୁଛନ୍ତି । ଆପଣ ଜାଣିଛନ୍ତି କି ତାଙ୍କ ଝିଅ କିଏ, ସେ କେମିତି ଦିଶୁଛନ୍ତି ଓ କଣ କରୁଛନ୍ତି?? ଏହି ସବୁ ଜାଣିବାକୁ ଚାହୁଁଥିଲେ ଏହି ପୋଷ୍ଟକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

ବନ୍ଧୁଗଣ ଆପଣ ନିଶ୍ଚୟ ଜାଣିଥିବେ କରିସ୍ମା କପୁର ୨୦୦୩ ମସିହାରେ ସଞ୍ଜୟ କପୁର ଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ତଥାପି ଏହି ବିବାହ ଆଉ ଆଗକୁ ଚାଲି ପାରିଲା ନାହିଁ ଓ ୨୦୧୬ ମସିହାରେ ତାଙ୍କର ଛାଡ଼ପତ୍ର ମଧ୍ୟ ହୋଇଗଲା । ଯାହା ପରଠୁ ତାଙ୍କର ଦୁଇ ସନ୍ତାନ କରିସ୍ମାଙ୍କ ସହ ହିଁ ରହୁଛନ୍ତି ।

କରିସ୍ମାଙ୍କ ଝିଅ ଙ୍କ ନାମ ହେଉଛି ସମାଇରା କପୁର । ଏବେ ସମାଇରା ବହୁତ ବଡ଼ ହୋଇଗଲେଣି । କିନ୍ତୁ ମା କରିସ୍ମା ଝିଅ ସମାଇରାଙ୍କୁ ସବୁବେଳେ ମିଡ଼ିଆ ଠାରୁ ଦୂରରେ ରଖନ୍ତି । ସେଥିପାଇଁ ସମାଇରା ଙ୍କୁ ବହୁତ କମ୍ ମିଡ଼ିଆ ସାମନାରେ ଦେଖିବାକୁ ମିଳେ । ସମାଇରା ଏବେ ନିଜ ପାଠପଢ଼ା ରେ ହିଁ ଧ୍ୟାନ ଦେଉଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ବଲିଉଡ ରେ ପାଦ ଦେବାର ତାଙ୍କର କୌଣସି ଉଦ୍ଦେଶ୍ୟ ନାହିଁ ।

ସେ ଦେଖିବାକୁ ବହୁତ ସୁନ୍ଦର ଓ ଷ୍ଟାଇଲିସ୍ ମଧ୍ୟ । ପ୍ରାୟତଃ ମା ଙ୍କ ସହ ସମାଇରା ଙ୍କୁ ଦେଖିବାକୁ ମିଳେ । ସେ ନିଜ ମା ଙ୍କ ଠାରୁ ମଧ୍ୟ ଅଧିକ ସୁନ୍ଦର ଦିଶନ୍ତି । କମ୍ ବୟସରୁ ମଧ୍ୟ ନିଜର ଷ୍ଟାଇଲ ଓ ସାଜସଜ୍ଜା ସବୁ ବଜାୟ ରଖିଛନ୍ତି । ସମାଇରା ଙ୍କ ପିତା କରିସ୍ମାଙ୍କ ସ୍ବାମୀ ଦ୍ଵିତୀୟ ବିବାହ କରି ନେଇଛନ୍ତି ।

କିନ୍ତୁ କରିସ୍ମା ଙ୍କ ର ବିବାହ କରିବାର ଏବେ କୌଣସି ଯୋଜନା ନାହିଁ । ସେ ନିଜର ସମ୍ପୂର୍ଣ୍ଣ ଧ୍ୟାନ ନିଜ ଦୁଇ ସନ୍ତାନ ଙ୍କୁ ସମ୍ଭାଳିବା ରେ ଲଗାଉଛନ୍ତି ଓ ତାଙ୍କ ଲାଳନ ପାଲନ ରେ ସମୟ ଅତିବାହିତ କରୁଛନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।