Gk Questions & Answers- ତାହା କେଉଁ ଜିନିଷ ଯାହା କବାଟରେ ତ ପଶିଥାଏ, କିନ୍ତୁ ନା କେବେ ସେ ଭିତରକୁ ଯାଇଥାଏ ନା କେବେ ସେ ବାହାରକୁ ଆସିଥାଏ ?

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ଜୀବନରେ ସାଧାରଣ ଜ୍ଞାନର ଆବଶ୍ୟକତା ବହୁତ ଥାଏ ।ସାଧାରଣ ଜ୍ଞାନ ପଢିବା ଦ୍ଵାରା ଆମେ ଦେଶ ଓ ବିଦେଶ ର ଅନେକ କିଛି ରୋଚକ କଥା ଜାଣିପାରୁ । କିନ୍ତୁ ଆମେ ଜଣାଇ ଦେଉଛୁ କି ସାଧାରଣ ଜ୍ଞାନ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ସରକାରୀ ହେଉ କିମ୍ବା ଘରୋଇ ସମସ୍ତ କର୍ମ କ୍ଷେତ୍ରରେ ଚାକିରୀ ପାଇବା ପାଇଁ ହେଲେ ସାଧାରଣ ଜ୍ଞାନ ଜାଣିବା ନିହାତି ଆବଶ୍ୟକ ହୋଇଥାଏ । ଏପରିକି ଭାରତର ସବୁଠୁ ବଡ଼ ପଦବୀ ଆଇ . ଏ . ଏସ ଏବଂ ଆଇ . ପି . ଏସ ପରୀକ୍ଷା ରେ ଏବଂ ଇଣ୍ଟରଭ୍ୟୁ ରେ ମଧ୍ୟ ସାଧାରଣ ଜ୍ଞାନ ସମ୍ପର୍କରେ ପଚରା ଯାଇଥାଏ ।

ଏପରି କୌଣସି ପରୀକ୍ଷା ନାହିଁ ଯେଉଁଥିରେ ସାଧାରଣ ଜ୍ଞାନର ପ୍ରଶ୍ନ ଆସି ନ ଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସେହିପରି କିଛି ପ୍ରଶ୍ନ ବିଷୟରେ ଆଲୋଚନା କରିବା ଯାହା ଆପଣ ଆଗରୁ କେଉଁଠି ବି ଶୁଣି ନ ଥିବେ କି ଜାଣିନଥିବେ ।ତେବେ ଆସନ୍ତୁ ସେହିପରି ଅନେକ ପ୍ରଶ୍ନ ଓ ତାର ଉତ୍ତର ଵିଷୟ ରେ ଜାଣିବା ।

୧ . ଏମିତି କେଉଁ ଜିନିଷ ଅଛି ଯାହାର ଆଗରୁ ଭଗବାନ ଓ ପଛରୁ ମଣିଷ ବନେଇଛନ୍ତି?

ଉତ୍ତର – ବଳଦ ଗାଡି ।

୨ . ଏମିତି କେଉଁ ଜୀଵ ଅଛି ଯିଏ ଜନ୍ମ ହେବାର ୨ ମାସ ପର୍ଯ୍ୟନ୍ତ ଶୋଇ କରି ରହିଥାଏ?

ଉତ୍ତର – ଭାଲୁ ।

୩ . ତାହା କେଉଁ ପ୍ରକାର ଘୋଡ଼ା ଅଟେ ଯିଏ ମନୁଷ୍ୟ ଠାରୁ ମଧ୍ୟ ବହୁତ ବେଗ ରେ ଦୌଡି ଥାଏ?

ଉତ୍ତର – ସମୁଦ୍ର କୂଳର ଘୋଡା ।

୪ . ଦୂର ବିକ୍ଷଣ ଯନ୍ତ୍ର କେଉଁ ବୈଜ୍ଞାନିକ ଉଦ୍ଭାବନ କରିଥିଲେ?

ଉତ୍ତର – ଗାଲିଲିଓ ।

୫ . କେଉଁ ସହର କୁ ପର୍ବ ର ସହର କୁହାଯାଏ?

ଉତ୍ତର – ତାମିଲନାଡୁ ।

୬ . କୁକୁର ର ବୈଜ୍ଞାନିକ ନାମ କଣ ଅଟେ?

ଉତ୍ତର – କେନିସ ଫେମିଲରିସ ।

୭ . ଭାରତ ର ପ୍ରଥମ ମହିଳା ଆଇ . ପି . ଏସ ଅଧିକାରୀ କିଏ ଅଟନ୍ତି?

ଉତ୍ତର – କିରଣ ବେଦି ।

୮ . ଦୁନିଆ ରେ ସବୁଠାରୁ ବେଶୀ ହେଲିକପ୍ଟର କେଉଁ ଦେଶ ପାଖରେ ରହିଛି?

ଉତ୍ତର – ପାକିସ୍ତାନ ପାଖରେ ।

୯ . ଇତିହାସ ଅନୁସାରେ କେଉଁ ଜୀଵ କାମୁଡିବା ଦ୍ୱାରା ବହୁତ ଲୋକଙ୍କ ମୃତ୍ୟ ଘଟିଛି?

ଉତ୍ତର – ମଶା କାମୁଡିବା ଦ୍ୱାରା ।

୧୦ . ଶିକ୍ଷକ ଦିବସ କେବେ ପାଳନ କରାଯାଏ?

ଉତ୍ତର – ସେପ୍ଟେମ୍ବର ୫ ତାରିଖ ।

୧୧ . ଓଟ ପରେ ସବୁଠାରୁ କମ ପାଣି ପିଉଥିବା ଜୀବ ର ନାମ କଣ?

ଉତ୍ତର – ମୂଷା ।

୧୨ . ଦୁନିଆ ରେ ସବୁଠାରୁ ଅଧିକ ମୋବାଇଲ ଫୋନ ବ୍ୟବହାର କରୁଥିବା ଦେଶ ର ନାମ କଣ?

ଉତ୍ତର – ଭାରତ ।

୧୩ . ତାହା କେଉଁ ଜୀଵ ଅଟେ ଯିଏ ସବୁଠାରୁ ଅଧିକ କ୍ଷୀର ପିଇ ଥାଏ?

ଉତ୍ତର – ବିଲେଇ ।

୧୪ . କେଉଁ ଜୀଵ ସବୁଠାରୁ ଅଧିକ ମାଂସ ଖାଇଥାଏ?

ଉତ୍ତର – ବାଘ ।

୧୫ . ତାହା କେଉଁ ଜୀଵ ଅଟେ ଯିଏ ନିଜ ଶରୀର ସହିତ ସମାନ ଖାଦ୍ୟ ଖାଇଥାଏ?

ଉତ୍ତର – କଇଁଛ ।

୧୬ . କେଉଁ ଜୀଵ ପାଣି ପିଇବା ଦ୍ୱାରା ମରିଯାଇଥାଏ?

ଉତ୍ତର – କଙ୍ଗାରୁ ରେଟ (ଆମେରିକା)

୧୭ . ଦୁନିଆ ର ସର୍ବ ପ୍ରଥମ ମୋବାଇଲ ଫୋନ ର ଦାମ କେତେ ଥିଲା?

ଉତ୍ତର – ୨୬୫୦୦୦ ।

୧୮ . ଏମିତି କେଉଁ ଜୀଵ ଅଛି ଯିଏ ଛୋଟ ସମୟ ରୁ ହିଁ କଥା କହି ନ ଥାଏ?

ଉତ୍ତର – ଜିରାଫ ।

୧୯ . ଦୁନିଆ ର ସବୁଠାରୁ ଅଧିକ ଗରମ ଦେଶ କେଉଁଟି ଅଟେ?

ଉତ୍ତର – ଲିବିୟା ଦେଶ ।

୨୦ . କେଉଁ ଫଳ ରେ ଗୋଟିଏ ମଧ୍ୟ ପୋକ ଲାଗି ନ ଥାଏ?

ଉତ୍ତର – କଦଳୀ ।

୨୧ . ଦୁନିଆ ରେ ସବୁଠାରୁ ଅଧିକ ଫିଲ୍ମ କେଉଁ ଦେଶ ରେ ନିର୍ମାଣ କରାଯାଇଥାଏ?

ଉତ୍ତର – ଭାରତ ରେ ।

୨୨ . କେଉଁ ଦେଶ ର ପାସପୋର୍ଟ ସବୁଠାରୁ ବେଶୀ ବଳବାନ ହୋଇଥାଏ?

ଉତ୍ତର – ଜାପାନ ଦେଶର ।

୨୩ . ସମଗ୍ର ଦୁନିଆ ରେ କେଉଁ ରଙ୍ଗ ର ଫଳ ବିଲକୁଲ ବି ନ ଥାଏ?

ଉତ୍ତର – ନୀଳ ରଙ୍ଗର ।

୨୪ . ଦୁନିଆ ରେ କେଉଁ ଦେଶ ର ଲୋକ ସବୁଠାରୁ ଅଧିକ ଫେସବୁକ ବ୍ୟବହାର କରିଥାନ୍ତି?

ଉତ୍ତର – ଆମେରିକା ।

୨୫ . ତାହା କେଉଁ ଜିନିଷ ଅଟେ ଯାହା କବାଟ ରେ ପଶିଥାଏ କିନ୍ତୁ ଭିତରକୁ ଯାଇ ନ ଥାଏ କିମ୍ବା ବାହାରକୁ ଆସି ନ ଥାଏ ତାହା କଣ ଅଟେ?

ଉତ୍ତର – ଚାବି ହୋଲ ।

ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଙ୍କୁ ବହୁତ ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ । ଧନ୍ୟବାଦ