Southର ଏହି 3 ଜଣ ଅଭିନେତା ଙ୍କୁ ନିଜର ଗୁରୁ ମାନନ୍ତି South ଇଣ୍ଡଷ୍ଟ୍ରି ର ଫେମସ ଅଭିନେତା ରାମ ପୋଥିନେନୀ, ଜାଣନ୍ତୁ କାହିଁକି ?

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଫେମସ  ଅଭିନେତା ରାମ ପୋଥିନେନୀ ଜଣେ ଆଗ ଧାଡିର ପ୍ରଷିଦ୍ଧ ଅଭିନେତା ଅଟନ୍ତି । ତାଙ୍କ ଦ୍ଵାରା ଅଭିନୀତ ଫିଲ୍ମ ଗୁଡିକ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ରେ ବହୁତ ଆଦୃତ ହୋଇପାରିଛି । ସେ ତାଙ୍କର ଏହି ଛୋଟ କ୍ୟାରିୟର ରେ ନିଜର ତାଳେନ୍ତ ଦ୍ଵାରା ବହୁତ ସଫଳତା ହାସଲ କରିଛନ୍ତି ଯେ କି ଆଜି ତାର ନିଦର୍ଶନ ମିଳୁଛି । ତାଙ୍କର ଏହି ସଫଳତା ଆଜି ଅନ୍ୟ କଳାକାର ମାନଙ୍କ ପାଇଁ ପ୍ରେରଣା ହୋଇଯାଇଚ୍ଚି ।

ଜୀଉନମାନେକି ତାଙ୍କୁ ନିଜର ଗୁରୁଭାବରେ ମାନି ତାଙ୍କୁ ଅନୁକରଣ କରି ବହୁତ ସଫଳତା ହାସଲ କରୁଛନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଆଜି କିଛି କଳାକାରମାନେ ତାଙ୍କୁ ନିଜର ଗୁରୁ ଭାବରେ ମାନୁଛନ୍ତି କିନ୍ତୁ ରାଜ ପୋଥୋନେନୀ ନିଜେ ସାଉଥର ୩ ଜଣ ପ୍ରସିଦ୍ଧ ଅଭିନେତାଙ୍କୁ ନିଜର ଗୁରୁବୋଲି ମାନନ୍ତି ।

କାହିଙ୍କିନା ସେ ତାଙ୍କ ଠାରୁ ଅଭିନୟ ବିଷୟରେ କିଛି ନା କିଛିତ ଶିଖିଛନ୍ତି । ସେମାନଙ୍କ ପାଇଁ ଆଜି ସେ ତାଙ୍କ କ୍ୟାରିୟର ଏତେ ବଡ କଳାକାର ହୋଇପାରିଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ୩ ଜଣ କଳାକାର ମାନଙ୍କ ବିଷୟରେ ।

୧ – ନାଗାର୍ଜୁନ

ପୋଥିନେନୀଙ୍କର ଗୁରୁମାନଙ୍କ ମଧ୍ୟରେ ପ୍ରଥମରେ ଅଛନ୍ତି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର  ପ୍ରସିଦ୍ଧ ଅଭିନେତା ନାଗାର୍ଜୁନ । ପୋଥେନେନୀ ତାଙ୍କ ଠାରୁ କିପରି ଅଭିନୟ କରିବା ଶିଖିଛନ୍ତି । ସମସ୍ତେ ଜାଣନ୍ତି କି ନାଗାର୍ଜୁନଙ୍କ ଅଭିନୟ ଶୈଳୀ ଏତେ ପ୍ରଭାବଶାଳି ଯେ ଦର୍ଶକ ଏହାକୁ ଦେଖିବାକୁ ବହୁତ ପସନ୍ଦ କରନ୍ତି । ଏହି ପ୍ରଭାବୀ ଅଭିନୟ ପୋଥିନେନୀ ତାଙ୍କ ଠାରୁ ଶିକ୍ଷା କରିଛନ୍ତି । ସେ ତାଙ୍କର ଅଭିନୟ କରିବା ଶୈଳୀକୁ ଘଣ୍ଟା ଘଣ୍ଟା ଧରି ଦେଖି ଶିଖିଛନ୍ତି । ଯେତେବେଳେ ପୋଥିନେନୀ ଏହି ଅଭିନୟ ଶୈଳୀ ଫିଲ୍ମରେ ବ୍ୟବହାର କଲେ ଦର୍ଶକ ମାନେ ତ ତାଙ୍କର ହିଁ ଫ୍ୟାନ ହୋଇଗଲେ । ନାଗାର୍ଜୁନଙ୍କ ଭଳି ତାଙ୍କୁ ବି ଏହି ଫିଲ୍ମ ଦୁନିଆରେ ବହୁତ ସଫଳତା ମିଳିଛି । ଯାହାଫଳରେ କି ସେ ଜଣେ ଫେମସ ଅଭିନେତା ହୋଇପାରିଛନ୍ତି ।

୨ – ଚିରଞ୍ଜିବୀ

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଆଉ ଜଣେ ଫେମସ ଅଭୁନେଟ ଚିରଞ୍ଜିବୀଙ୍କୁ ଆମ ପୋଥିନେନୀ ଗୁରୁ ଭାବରେ ମାନନ୍ତି । ସେ ତାଙ୍କ ଠାରୁ ଏହି କଥା ଶିକ୍ଷା କରିଛନ୍ତି ଯେ ଯେତେ ପର୍ଯ୍ୟନ୍ତ ଆପଣ ଆପଣଙ୍କର ଦର୍ଶକ ମାନଙ୍କର ଇଜ୍ଜତ କରିନାହାନ୍ତି ସେତେବେଳ ପର୍ଯ୍ୟନ୍ତ ଆପଣ ଜଣେ ସଫଳ କଳାକାର ହୋଇ ପାରିବେ ନାହିଁ । ପୋଥିନେନୀ ଯେତେବେଳେ ପ୍ରଥମ ଥର ଚିରଞ୍ଜିବୀ ଙ୍କ ସହ ଦେଖା ହୋଇଥିଲେ ସେତେବେଳେ ସେ ଏହି କଥା ତାଙ୍କ ଠାରୁ ଶିଖିଥିଲେ । ତାଙ୍କର ଏହି କଥାରେ ଏତେ ପ୍ରଭାବିତ ହୋଇଥିଲେ ଯେ ସେ ତାଙ୍କୁ ନିଜର ଗୁରୁ ଭାବରେ ଗ୍ରହଣ କରି ନେଇଥିଲେ । ଯାହାଫଳରେ କି ତାଙ୍କର ଏହି ପଥକୁ ଅନୁସରଣ କରି ଆଜି ଜଣେ ଫେମସ ଅଭିନେତା ହୋଇପାରିଛନ୍ତି ।

୩ – ରଜନୀକାନ୍ତ

ରାମ ପୋଥିନେନୀ ରାଜନିକାନ୍ତଙ୍କ ଠାରୁ କେବେ ନ ହାରିବାର ଶୈଳୀ ଶିକ୍ଷା କରିଛନ୍ତି ଏଥିପାଇଁ ସେ ତାଙ୍କୁ ନିଜର ଗୁରୁ ଭାବରେ ମାନନ୍ତି । ରଜନୀକାନ୍ତ ନିଜ ଜୀବନରେ ବହୁତ ସଂଘର୍ଷ କରି ଅନ୍ୟ ପାଖରେ କାମ କରି ଜଣେ ବଡ କାଳାକାର ହୋଇପାରିଛନ୍ତି ତ ସେ କାହିଁକି ଜଣେ ବଡ କାଳାକାର ହୋଇପାରିବେ ନାହିଁ । ଏହି କଥା ତାଙ୍କ ମନକୁ ବହୁତ ଆନ୍ଦୋଳିତ କରିଥିଲା । ସେ ବି ନିଶ୍ଚିତ କଲେ ଜଣେ ଭଲ କଳାକାର ହେବା ପାଇଁ । ସେଥିପାଇଁ ରାମ ପୋଥିନେନୀ ତାଙ୍କୁ ନିଜର ଗୁରୁ ଭାବରେ ସ୍ଵୀକାର କରି ନିଜ କ୍ୟାରିୟର ଆଗକୁ ବଢି ଆଜି ଜଣେ ସଫଳ କାଳାକାର ହୋଇପାରିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।